ମାଇକେଲ ଜ୍ୟାକସନଙ୍କ ସମ୍ବନ୍ଧରେ କିଛି ଅକୁହା କଥା, ଯାହାକୁ ଆପଣ ମଧ୍ୟ ଜାଣିନଥିବେ
ମାଇକେଲ ଜ୍ୟାକସନଙ୍କ ନାମ କିଏବା ନା ଜାଣେ । ଆଜି ହେଉଛି ପ୍ରସିଦ୍ଧ ପପ୍ ଡ୍ୟାନସର ମାଇକେଲ ଜ୍ୟାକସନଙ୍କର ଜନ୍ମଦିନ । ଜୁନ ୨୦୦୯ରେ ତାଙ୍କର ହଠାତ ମୃତ୍ୟୁ ହୋଇଯାଇଥିଲା । ତାଙ୍କର ମୃତ୍ୟୁ ଖବର ଶୁଣି ସାରା ଦୁନିଆ ସ୍ତବ୍ଧ ହୋଇଯିବା ସହ ପ୍ରଶଂସକଙ୍କ ମନରେ ଶୋକର ଛାୟା ଖେଳିଯାଇଥିଲା । ମାଇକେଲ…