ଧନତେରସରେ କାହିଁକି ସୁନା କିଣାଯାଏ, ଆପଣ ଜାଣନ୍ତି କି ?
ପର୍ବ ପର୍ବାଣୀର ସମୟ ଆସି ପହଞ୍ôଚଛି ! ଭାରତୀୟ ପର୍ବ ପର୍ବାଣୀ ମଧ୍ୟରୁ ସବୁଠୁ ଲୋକପ୍ରିୟ ପର୍ବ ଦୀପାବଳୀରେ ନିଜ ଘରେ ଧନ ଧାନ୍ୟର ଦେବୀ ମା ମହାଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ଏବଂ ନିଜ ନିଜ ଘରେ ସମୃଦ୍ଧି ଆଣିବା ପାଇଁ ଘରର ପ୍ରତ୍ୟେକ କୋଣ ଅନୁକୋଣକୁ ପରିଷ୍କାର କରାଯାଇଥାଏ । ଏହା ସେହି ସମୟ,…