Browsing Category
ମନୋରଞ୍ଜନ
ରିଲିଜ ହେଲା ଫିଲ୍ମ ‘ଗୋଲ୍ଡ’ର ପୋଷ୍ଟର
ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ନୂତନ ଫିଲ୍ମ ‘ଗୋଲ୍ଡ’ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ବର୍ତ୍ତମାନ ଏହି ଫିଲ୍ମର ଅନ୍ୟ ଏକ ଫୋଷ୍ଟର ସାମନାକୁ ଆସିଛି । ଏହି ନୂଆ ପୋଷ୍ଟରକୁ ନିଜେ ଅକ୍ଷୟ କୁମାର ଟ୍ୱିଟରେ ଟ୍ୱିଟ କରି ରିଲିଜ କରିଛନ୍ତି । ଏହି ଫିଲ୍ମଟି ବିଶିଷ୍ଟ ହକି ଖେଳାଳୀ ଦଲବୀର…
କିଏ ସେ ପ୍ରିୟଙ୍କାଙ୍କ ନୂଆ ସାଙ୍ଗ, ଯାହାଙ୍କ ସହ ସେ ଲୁଚି ଲୁଚି କରୁଛନ୍ତି ଡେଟିଙ୍ଗ
ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସିନେଜଗତରେ ବେଶ ଲୋକପ୍ରିୟ ଥିବା ଅଭିନେତ୍ରୀରେ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାରେ । ବର୍ତ୍ତମାନ ପ୍ରିୟଙ୍କା ତାଙ୍କର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ନାହାନ୍ତି ବରଂ ଆମେରିକାର ପ୍ରସିଦ୍ଧ ଗାୟକ ନିକି ଜୋନାସ ଏବଂ ପ୍ରୟଙ୍କା ଚୋପ୍ରାଙ୍କ ମଧ୍ୟରେ…
ଜାଣନ୍ତୁ କେତେକ ବିଶିଷ୍ଟବ୍ୟକ୍ତି ନିଜ ଜୀବନସାଥୀଙ୍କୁ ଦେଇଥିବା ବହୁମୂଲ୍ୟ ଉପହାର ସଂପର୍କରେ
ଉପହାର ସମସ୍ତଙ୍କ ମନରେ ଏକ ନୂତନ ଉତ୍ସାହ ଜାଗ୍ରତ କରାଇଥାଏ କିନ୍ତୁ ସ୍ତ୍ରୀଙ୍କୁ ଉପହାର ଦେବା କଥା ସାମ୍ନାକୁ ଆସିଲେ ପ୍ରଥମେ ମନକୁ ଆସିଥାଏ ବଜେଟର କଥା, ତାହା ହଜାର, ୧୦ ହଜାର କିମ୍ବା ୧୦ ଲକ୍ଷ୍ୟ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହିସବୁ ବ୍ୟକ୍ତିମାନେ ତାଙ୍କ ସ୍ତ୍ରୀ ମାନଙ୍କୁ…
ଗାଁ ଗହଳୀର ଲୋକଙ୍କ ପାଇଁ ସତୀସ କୌସିକଙ୍କ ଚଳନ୍ତା ଥିଏଟର
ପୂର୍ବରୁ ଗାଁ ମାନଙ୍କରେ ସିନେମା ହଲ ନଥିବାରୁ ପିଲାମାନେ ବାଇସ୍କୋପରେ ଫିଲ୍ମ, ଗୀତିକଥା ଇତ୍ୟାଦି ଦେଖୁଥିଲେ । ଗାଁରେ ଲୋକମାନେ ଚାତକ ଭଳି ବାଇସ୍କୋପ ଦେଖିବା ପାଇଁ ଅପେକ୍ଷା କରି ବସୁଥିଲେ । ବର୍ତ୍ତମାନ ଦେଶରେ ବିଭିନ୍ନ ସ୍ଥାନରେ ଥିଏଟର ଏବଂ ସିନେମା ହଲର ଟ୍ରେଣ୍ଡ ପ୍ରାରମ୍ଭ ହୋଇସାରିଲାନି…
କ’ଣ ପାଇଁ କାନ୍ଦିପକାଇଲେ ବବି, ଜାଣନ୍ତୁ ସମ୍ପୂର୍ଣ୍ଣ କଥା
ବବି ଦେୱଲ, ସଲମାନ ଖାନଙ୍କ ଆଗାମୀ ଫିଲ୍ମ “ରେସ ୩” ଦ୍ୱାରା ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅନେକ ବର୍ଷ ପରେ ବବି “ରେସ ୩”ରେ ଡେୟାରିଙ୍ଗ ଅବତାର ନଜର ଆସିବେ । କୁହାଯାଉଛି କି ଏହି ଫିଲ୍ମଟି ବବିଙ୍କ କ୍ୟାରିୟର ସୁଧାରିଦେବାର ଅନେକ ସମ୍ଭାବନା ରହିଛି । ଏହି ଫିଲ୍ମ ୧୫ ଜୁନରେ ରିଲିଜ…
“କେବିସି” ପାଇଁ ଅମିତାଭ ବଢାଇଲେ ନିଜ ପାରିଶ୍ରମିକ
ପୁଣି ଛୋଟ ପରଦାକୁ ଆସିବାକୁ ଯାଉଛି “ କୋନ ବନେଗା କରୋରପତି“ । ଏଇ ଥର “କେବିସି”ରେ ମଧ୍ୟ ପୁଣି ଥରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରିବାକୁ ଯାଉଛନ୍ତି । ଏହା କେବିସିର ୧୦ମ ସଂସ୍କରଣ ହେବ । ଏହି ଥର ଏହା କେବଳ ଟିଆରପି ପାଇଁ ଚର୍ଚ୍ଚାରେ ରହି ନାହିଁ ବରଂ ଅମିତାଭଙ୍କ ନିର୍ଦ୍ଦାରିତ…
ଭୁବନେଶ୍ୱର ଆସୁଛନ୍ତି ଗୁରୁ ରାନ୍ଧୱା
ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଏକ ମ୍ୟୁଜିକାଲ୍ କନସର୍ଟ ଆୟୋଜିତ ହେବାକୁ ଯାଉଛି । ପର୍ସେପ୍ଟ ଲାଇଭ୍ ପକ୍ଷରୁ ଆୟୋଜିତ ଏହି ମଲ୍ଟିସିଟି କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଡ୍ରିମ କ୍ରାଫ୍ଟ ଇଭେଣ୍ଟ୍ସ ସହଯୋଗରେ କରାଯାଉଛି ।
ଏହି କନ୍ସର୍ଟ…
ଆକ୍ସନ ସିରିଜରେ ଭରପୁର ଜନଙ୍କର “ଆଟାକ”,
ବଲିଉଡର ଆକ୍ସନର ହିରୋ ଜନ ଆବରାହମ ତାଙ୍କର ଆଗାମୀ ପିଲ୍ମ “ଆଟାକ”ର ସୁଟିଙ୍ଗ ଆରମ୍ଭ କରିଛନ୍ତି । ସେ ପୂର୍ବରୁ “ ଡିସୁମ”, “ଫୋର୍ସ ୨”, “ରକି ହ୍ୟାଣ୍ଡସମ ” ଭଳି ଅନେକ ଆକ୍ସନ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିସାରିଛନ୍ତି । ଯେଉଁପାଇ ସେ ବଲିଉଡରେ ଆକ୍ସନ ହିରୋ ଭାବରେ ଖୁବ ପରିଚିତ ।…
ଖତରୋ କେ ଖିଲାଡି ସିଜନ ୯ରେ ନଜର ଆସିବେ ଟିଭି ସିରିଏଲର ଏହି ଅଭିନେତ୍ରୀ
ଛୋଟ ବୟସରୁ ଘରେ ଘରେ ପରିଚିତ ଥିବା ଟିଭି ସିରିଏଲ ଅଭିନେତ୍ରୀ ଆନନ୍ଦି ତଥା ବାଳିକା ବଧୁ ସିରିଏଲ ଅୱିିକା ଗୌର ଏବେ ଶୀଘ୍ର ଛୋଦ ପରଦାରେ ଷ୍ଟଣ୍ଟ କରିବାରେ ନଜର ଆସିବେ । ମିଡିଆ ରିପୋର୍ଟରେ ମିଳିଥିବା ସୂଚନା ଅନୁସାରେ ଅୱିକା ଆଗକୁ ଆସୁଥିବା “ଖତରୋ କେ ଖିଲାଡି ” ସିଜିନ ୯ରେ ଷ୍ଟଣ୍ଟ…
‘ସଞ୍ଜୁ’ର ପ୍ରଚାର ପାଇଁ ଅପେକ୍ଷା କରିପାରୁନାହାନ୍ତି ଏହି ଅଭିନେତ୍ରୀ
ସଞ୍ଜଦତ୍ତ ଉପରେ ପର୍ଯ୍ୟବେଶିତ ହୋଇଥିବା ‘ସଞ୍ଜୁ’ ଫିଲ୍ମର ପ୍ରଚାର କରିବା ପାଇଁ ଅଭିନେତ୍ରୀ ଦିଆ ମିର୍ଜା ଅପେକ୍ଷା କରିପାରୁ ନାହାନ୍ତି । ସେ ଏହି ଫିଲ୍ମର ନାୟିକ ଅଟନ୍ତି । ବଲିଉଡର ଅଭିନେତ୍ରୀ ଦିଆ ମିର୍ଜା ବୁଧବାର ଅନୁଷ୍ଠିତ ଫରାହ ଅଲ୍ଲୀ ଖାନଙ୍କର ଏକ ଗହଣା ସୋରୁମର ଉଦଘାଟନୀ ଉତ୍ସବରେ…