Browsing Category
ମନୋରଞ୍ଜନ
‘ବଣ୍ଟି ଆଣ୍ଡ ବବଲି’ର ସିକ୍ୱେଲରେ ନଜର ଆସିପାରନ୍ତି ଏହି ନବାଗତ କଳକାର
୨୦୦୫ରେ ଅଭିଶେକ ବଚ୍ଚନ ଏବଂ ରାଣୀ ମୁଖାର୍ଜିଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ଆଣ୍ଡ ବବଲି’ର ସିକ୍ୱେଲ ଉପରେ କାମ ଆରମ୍ଭ ହୋଇଗଲାଣି । ଏହି ଫିଲ୍ମର ନାମ ‘ବଣ୍ଟି ଆଣ୍ଡ ବବଲି ଏଗେନ’ ରଖାଯାଇଛି । ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମର ସିକ୍ୱେଲରେ ରାଣୀ ଏବଂ ଅଭିଶେକଙ୍କୁ ପୁଣିଥରେ ଦେଖିବାକୁ…
ହଲିଉଡ ଫିଲ୍ମରେ ବର୍ତ୍ତମାନ ନଜର ଆସିବେ ‘ହୁମା କ୍ୟୁରେସି’
ହଲିଉଡର ବିଶିଷ୍ଟ ଫିଲ୍ମ ନିର୍ମାତା ଜ୍ୟାକ ସ୍ନାଇଡରଙ୍କ ଆଗାମୀ ଫିଲ୍ମ ‘ଆର୍ମି ଅଫ ଦ ଡେଡ’ରେ କାମ କରିବା ପାଇଁ ବିଲଉଡ ଅଭିନେତ୍ରୀ ହୁମା କ୍ୟୁରେସିଙ୍କ ନାମକୁ ଚୟନ କରାଯାଇଥିବାବେଳେ ସେ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବାର ଜଣା ପଡୁଛି । ଏହି ଅବସରରେ ସେ କହିଛନ୍ତି ‘ ଏହି ଫିଲ୍ମକୁ…
ଅଭିନେତାଙ୍କୁ ଆତଙ୍କବାଦୀ ଭାବି ଗିରଫ କଲା ମୁମ୍ବାଇ ପୋଲିସ
ମୁମ୍ବାଇ ପୋଲିସ ନିଜର ସାହସୀକତା ଏବ ଫୂର୍ତ୍ତି ଅନ୍ଦାଜ ପାଇଁ ଖୁବ ଲୋକପ୍ରିୟଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ରହିଥାଏ । ସବୁବେଳେ ତାଙ୍କ ଆକାଉଣ୍ଟରୁ ଭାଇରାଲ ହେଉଥିବା ମିମି ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ମୁମ୍ବାଇ ପୋଲିସ ସଂପର୍କରେ ଆମେ ଏହି କଥା ଏଥି ପାଇଁ…
ସୋନାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଲେ ସଲମାନଙ୍କ ପ୍ରଶଂସକ
ବଲିଉଡ ଗାୟିକ ସୋନା ମହାପାତ୍ର ଏବଂ ଫିଲ୍ମ ଜଗତର ଦବଙ୍ଗ ଖାନ ‘ସଲମାନ’ଙ୍କ ମଧ୍ୟରେ କିଛି ଠିକ ଚାଲି ନାହିଁ । କାରଣ ଏହା ଯେ, ସଲମାନଙ୍କ ବିରୋଧରେ ସୋନା ସର୍ବଦା ନିଜର ଅସନ୍ତୋଷ ବ୍ୟକ୍ତ କରି ଆସୁଥିବାବେଳେ ଏହା ଗ୍ରହଣ କରିପାରୁ ନାହାନ୍ତି ସଲମାନଙ୍କ ପ୍ରଶଂସକମାନେ । ଏଥିପାଇଁ ସଲମାନଙ୍କ…
ବକ୍ସ ଅଫିସରେ କାମ ଦେଲା ନାହିଁ ମୋଦି ମ୍ୟାଜିକ
ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ନରେନ୍ଦ୍ର ମୋଦି’ ଗତ ଶୁକ୍ରବାର ଦିନ ରିଲିଜ ହୋଇଯାଇଛି । ଏହି ଫିଲ୍ମଟିକୁ ‘ଉମଙ୍ଗ କୁମାର’ ରିଲିଜ କରିଥିବାବେଳେ ଫିଲ୍ମରେ ମୋଦିଙ୍କ ଭୂମିକାକୁ ବିବେକ ଓବରଏ ନିର୍ବାହ କରୁଛନ୍ତି । ପ୍ରଥମରୁ ଏହି ଫିଲ୍ମର ଆୟ ନୈରଶ୍ୟଜନକ…
ବଡ ପରଦାକୁ ପୁଣିଥରେ ଫେରୁଛନ୍ତି କରିସ୍ମା
ବଡ ପରଦାରେ କରିସ୍ମାଙ୍କୁ ଦେଖିବାକୁ ସାତ ବର୍ଷ ବିତି ଯାଇଥିବାବେଳେ ତାଙ୍କ ୨୦୧୨ରେ ଶେଷ ଥର ପାଇଁ ‘ଡେନଜରିଏସ ଇସ୍କ’ରେ ଦେଖିବାକୁ ମିଳିଥିଲା । କରିସ୍ମାଙ୍କ ପ୍ରଶଂସକମାନେ ତାଙ୍କୁ ପୁଣିଥରେ ବଡ ପରଦାରେ ଦେଖିବା ପାଇଁ ଅପେକ୍ଷା କରିଥିବାବେଳେ ଏବେ ସମସ୍ତଙ୍କର ସେହି ଇଚ୍ଛା ପୂରଣ ହେବାକୁ…
ପ୍ରଭାସ ଅଭିନୀତ ‘ସାହୋ’ର ରିଲିଜ ଅଗଷ୍ଟ ୧୫ରେ
ବାହୁବଲୀ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’, ଆସନ୍ତା ଅଗଷ୍ଟ ୧୫ରେ ଭାରତ ସହ ବିଶ୍ୱବ୍ୟାପି ସିନେମା ହଲ ମାନଙ୍କରେ ରିଲିଜ ହେବ । ଏହାକୁ ଫିଲ୍ମର ନିର୍ମାତା ମାନେ ଏକ ପୋଷ୍ଟର ରିଲିଜ ମାଧ୍ୟ୍ୟମରେ ସୂଚିତ କରିଛନ୍ତି । ତେବେ ଏହି ଦିନ ଆଉ ଦୁଇଟି ବଲିଉଡ଼ର ବଡ ଫିଲ୍ମ ରିଲିଜ…
‘କାନ୍ସ’ ଲୁକକୁ ନେଇ ପ୍ରିୟଙ୍କାଙ୍କ ମଜାକ ଉଡାଇଲେ ଅର୍ଜୁନ
କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୯ର ରେଡ କାର୍ପେଟ ଉପରେ ପ୍ରିୟଙ୍କା ନିଜର ଷ୍ଟନିଙ୍ଗ ଲୁକ ଦେଖାଇ ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ । ତାଙ୍କର ଏହି ଲୁକକୁ ନେଇ ସବୁଠି କେବଳ ପ୍ରିୟଙ୍କାଙ୍କ ଚର୍ଚ୍ଚା ହେବାରେ ଲାଗିଥିଲା । ପ୍ରିୟଙ୍କାଙ୍କ ଏହି ସୁନ୍ଦର ଫଟୋକୁ ଦେଖି ତାଙ୍କ…
ପୁଣିଥରେ ବଡ ପରଦାରେ ଏକାଠି ନଜର ଆସିବେ ‘ରଣବୀର ଏବଂ ଦୀପିକା’
ଦୀପିକା ପାଦୁକନ ଏବଂ ରଣବୀର ସିଂହଙ୍କ ଯୋଡି ପୁଣିଥରେ ସିନେମା ହଲ ମାନଙ୍କରେ ଧମାଲ ମଚେଇବାକୁ ଯାଉଛି । କାରଣ ମିଳିଥିବା ସୂଚନା ମୁତାବକ ରାମଲୀଲା, ପଦ୍ମାବତୀ ଏବଂ ବାଜିରାଓ ମସ୍ତାନୀ ପରେ ଏବେ ପୁଣି ଥରେ ଏହି ଯୋଡିଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିପାରେ । କାହିଁକି ନାଁ ଉଭୟଙ୍କୁ…
ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ‘ଭୁଲ ଭୁଲାଏ’ ଫିଲ୍ମର ସିକ୍ୱେଲ
ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନଙ୍କ ସୁପର ହିଟ ଫିଲ୍ମ ‘ଭୁଲ ଭୁଲାଏ’କୁ ନେଇ ବର୍ତ୍ତମାନ ଖୁବ ଜୋରସେ ଚର୍ଚ୍ଚା ହେବାରେ ଲାଗିଛି । କାରଣ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ୨୦୦୭ରେ ରିଲିଜ ହୋଇଥିବା ଏହି ସୁପରହିଟ ଫିଲ୍ମର ସିକ୍ୱେଲ ବର୍ତ୍ତମାନ ଖୁବ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ।
ପ୍ରକାଶ…