Browsing Category
ମନୋରଞ୍ଜନ
ଇଣ୍ଡଷ୍ଟ୍ରିର କେଉଁମାନଙ୍କ ପାଇଁ ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? ପ୍ରଶଂସକ ନା ପଚାରିବା ପରେ ଆସିଛି ଶେଖର…
ନିର୍ଦ୍ଦେଶକ ଶେଖର କପୁର ଖୁଲାସା କରିଛନ୍ତି ଯେ ଅନେକ ମାସ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ତାଙ୍କ ସହିତ ଫିଲ୍ମ ‘ପାନୀ’ କରିବା ପାଇଁ ଯାଉଥିଲେ । ଫିଲ୍ମ ପାଇଁ ସୁଶାନ୍ତ ପ୍ରସ୍ୁତି ମଧ୍ୟ ଆରମ୍ଭ କରିଦେଇଥିଲେ । ଏମିତିରେ କୌଣସି କାରଣରୁ ଏହି ଫିଲ୍ମ ହୋଇପାରିନଥିଲା । ଶେଖର କପୁର ଏବଂ…
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୁକେଶ ଭଟ୍ଟଙ୍କ ଖୁଲାସା, କହିଛନ୍ତି- ‘ଯେତେବେଳେ ମୁଁ ଭେଟିଲି…
34 ବର୍ଷୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ପର୍ଯ୍ୟନ୍ତ ଅନ୍ୟମାନେ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ…
ନିଜ ଟ୍ୱିଟରରେ ଏହି ଚିତ୍ରକୁ ଲଗାଇ କ’ଣ କହିବାକୁ ଚାହିଁଥିଲେ ସୁଶାନ୍ତ ସିଂ ରାଜପୁତ, ଏହି ପେଣ୍ଟିଙ୍ଗର ରଚୟତା…
ଗତ ରବିବାର ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପୂରା ବଲିଉଡ ଜଗତ ଏବଂ ସିନେପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଗତ କିଛିମାସ ଧରି ସେ ଡିପ୍ରେସନରେ ଥିଲେ ଏବଂ ମୁମ୍ବାଇର ଜଣେ ସାଇକୋଲୋଜିଷ୍ଟଙ୍କ ତାଙ୍କର ଚିକିତ୍ସା କରୁଥିଲେ। ସେ…
ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅଭିଷେକଙ୍କ ୱେବସିରିଜ ‘ବ୍ରେଥ ଇନ୍ ଟୁ ଦ ଶ୍ୟାଡୋଜ୍’
ଅଭିନେତା ଅଭିଷେକ ବଚ୍ଚନ ଏବେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଆମାଜନ୍ ପ୍ରାଇମ୍ର ୱେବ୍ସିରିଜ୍ ‘ବ୍ରେଥ ଇନ୍ ଟୁ ଦ ଶ୍ୟାଡୋଜ୍’ ଜରିଆରେ ଓଟିଟି ପ୍ଲାଟଫର୍ମରେ ପଦାର୍ପଣ କରିବେ ସେ । ଅଭିଷେକ ତାର ରିଲିଜ୍ ତାରିଖ ସହିତ ଫାଷ୍ଟ ଲୁକ୍କୁ ସୋସାଲ ମିଡିଆରେ ସେୟାର କରିଛନ୍ତି ।…
ବରୁଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୁଲି ନଂ ୧’ର ପୋଷ୍ଟର ରିଲିଜ
ଅପ୍କମିଂ ଫିଲ୍ମ ‘କୁଲି ନଂ ୱାନ୍’ ମାଧ୍ୟମରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ ଅଭିନେତା ବରୁଣ ଧୱନ୍ ଏବଂ ସାରା ଅଲ୍ଲୀ ଖାନ୍ । ମେ ୧ ତାରିଖରେ ଫିଲ୍ମଟି ରିଲିଜ୍ ହେବାର ଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣ ଯୋଗୁ ନିର୍ମାତାମାନେ ରିଲିଜ୍କୁ ଘୁଞ୍ଚାଇବାକୁ ବାଧ୍ୟ…
ହରଭଜନଙ୍କ ପ୍ରଥମ ଫିଲ୍ମର ପୋଷ୍ଟର ରିଲିଜ
ଭେଟେରାନ୍ କ୍ରିକେଟର ହରଭଜନ୍ ସିଂହ ଏବେ ଫିଲ୍ମ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । ତାଙ୍କର ଅପ୍କମିଙ୍ଗ୍ ଫିଲ୍ମର ନାମ ରହିଛି ‘ଫ୍ରେଣ୍ଡସିପ୍’ । ଫିଲ୍ମଟି ତାମିଲ ଭାଷାରେ ନିର୍ମିତ ହୋଇଥିବାବେଳେ ତା’ର ନିର୍ଦ୍ଦେଶନା ଦେଉଛନ୍ତି ଜନ୍ ପଲ ରାଜ ଏବଂ ଶାମ ସୂର୍ଯ୍ୟା । ଏଥିରେ ଭଜିଙ୍କ ସହ…
ଟିକ୍ଟକ୍ରେ ବାବା ଜ୍ୟାକ୍ସନ ଭାବେ ଲୋକପ୍ରିୟ ହୋଇଥିବା ଯୁବରାଜ ଜିତିଲେ ଏକ କୋଟି ଟଙ୍କା, ଅମିତାଭ, ହ୍ରିତ୍ୱିକ ମଧ୍ୟ…
ଫି୍ଲପକାର୍ଟର ଏଂଟରଟେନମେଂଟ ନମ୍ବର ୱାନ ପ୍ରତିଯୋଗୀତା ଜିତିଥିବା ଟିକ୍ଟକ୍ ଷ୍ଟାର ବାବା ଜ୍ୟାକ୍ସସନ ଉର୍ଫ ଯୁବରାଜ ବର୍ତମାନ ସମୟରେ ବେଶ ଚର୍ଚ୍ଚା ସାଉଁଟୁଛନ୍ତି । ଏମିତିରେ ଏଭଳି ନୁହେଁ ଯେ ଏହି ପୁରସ୍କାର ଜିତିବା ପରେ ଯୁବରାଜ ଲୋକପ୍ରିୟ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଆଗରୁ ହିଁ ଜଣେ…
ଗର୍ଭବତୀ ହାତୀକୁ ନ୍ୟାୟ ଦେବା ପାଇଁ କପିଲ ଶର୍ମା ଏବଂ ଶ୍ରଦ୍ଧା କପୁର ପାଂଚ ଲକ୍ଷ ଲୋକଙ୍କୁ କଲେ ସାହାଯ୍ୟର ଅନୁରୋଧ
କେରଳରେ ଗର୍ଭବତୀ ହାତୀର ବିସ୍ଫୋଟକରେ ଭରା ସପୁରୀପଣସ ଖାଇ ମୃତ୍ୟୁ ହେବା ପରେ ଲୋକଙ୍କ ରାଗ ଫୁଟି ଫୁଟି ବାହାରୁଛି । ଏବେ ସୋସିଆଲ ମିଡିଆରେ ଚାରିଆଡ଼େ ହାତୀକୁ ନ୍ୟାୟ ଦେବା ପାଇଁ ସ୍ୱର ଉଠାଯାଇଛି । ଏହା ମଧ୍ୟରେ ଅନେକ ବଡ଼ ଷ୍ଟାର ମଧ୍ୟ ଆଗକୁ ଆସି ନିଜ ସ୍ୱର ଉଠାଉଛନ୍ତି ।
ପଶୁପକ୍ଷୀଙ୍କୁ…
ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମୀରା ଚୋପ୍ରାଙ୍କୁ ଦୁଷ୍କର୍ମର ଧମକ, ସାଉଥଷ୍ଟାର ଜୁନିୟର ଏନଟିଆରଙ୍କ ଫ୍ୟାନ ନ ହେବା…
ସାଉଥ ସୁପର ଷ୍ଟାର ଜୁନିୟର ଏନଟିଆରଙ୍କ ଫ୍ୟାନ ନ ହେବା ଯୋଗୁଁ ଟ୍ୱିଟରରେ ପ୍ରଶଂସକମାନେ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମୀରା ଚୋପ୍ରାଙ୍କ ଉପରେ ବର୍ଷିଛନ୍ତି । ଏପରିକି ଅଭିନେତାଙ୍କ ପ୍ରଶଂସକମାନେ ମୀରାଙ୍କୁ ଖରାପ ଭାଷାରେ ଗାଳି ମଧ୍ୟ କରିଛନ୍ତି । ଯାହାପରେ ବିବ୍ରତ ହୋଇ ମୀରା ଚୋପ୍ରା ସାଇବର…
ଏବେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ତଥା ରୀବାର ରାଜକୁମାରୀ ହେଲେ କରୋନା ଆକ୍ରାନ୍ତ
ଏ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ତାରକା କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ଏହା ମଧ୍ୟରେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ଏବଂ ରୀବାର ରାଜକୁମାରୀ ମୋହିନା କୁମାରୀ କରୋନା ସଂକ୍ରମିତ ହୋଇଛନ୍ତି । ମୋହିନାଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟଶ ଏବଂ ପରିବାରର ଅନ୍ୟ ସଦସ୍ୟ…