Browsing Category

ମନୋରଞ୍ଜନ

ପୁଣି ଦେଖିବାକୁ ମିଳିବ ସଞ୍ଜୟ ଦତଙ୍କ ଦମଦାର ଆକ୍ସନ, କ୍ୟାନ୍ସରକୁ ମାତ ଦେଇ ଏବେ ଅଛନ୍ତି ସମ୍ପୁର୍ଣ୍ଣ ଫିଟ

ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍ସରକୁ ମାତ ଦେଇଥିଲେ, କିନ୍ତୁ ଏହା ପରଠାରୁ ତାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏମିତିରେ କୁହାଯାଉଥିଲା ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ବର୍ତ୍ତମାନ ତାଙ୍କ ଫିଲ୍ମରେ ଆକ୍ସନ୍ ଦୃଶ୍ୟ କମ୍ ଦେଖିବାକୁ ମିଳିବ । ଏହା ମଧ୍ୟ କୁହାଗଲା ଗଲା…

ଆଜି ମୁକ୍ତିଲାଭ କରୁଛି ଅକ୍ଷୟ କୁମାରଙ୍କ ଅଭିନୀତ ଲକ୍ଷ୍ମୀ

ଅନେକ ବାଦ ବିବାଦ ପରେ ଶେଷରେ ଆଜି ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’। ପ୍ରଥମ ଦିନରେ ହିଁ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ‘ଲକ୍ଷ୍ମୀ’ ସଫଳତା ଅର୍ଜନ କଲେ, ଅକ୍ଷୟ ଏକ ନୂଆ ‌ରେକର୍ଡ ସୃଷ୍ଟି କରିବେ। ଗତ ଦୁଇ…

ବଡ ପରଦାରେ ଏକାଠି ନଜର ଆସିବେ ଆମୀର-ଶାହାରୁଖ

ବଲିଉଡର ଚର୍ଚ୍ଚିତ ଅଭିନେତା ଶାହାରୁଖ ଖାନ୍‌ ଗତ କିଛି ଦିନରୁ ଦୁବାଇର ଆଇପିଏଲରେ ବ୍ୟସ୍ତ ଥିଲେ। ଏସବୁ ଭିତରେ ଶାହାରୁଖ ଖାନଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ତେବେ ଶାହରୁଖ ଖାନ ଖୁବ ଶୀଘ୍ର ବଲିଉଡର ପ୍ରସିଦ୍ଧ ଅଭିନେତା ଆମିର ଖାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ରେ…

ୱିଙ୍କ ମ୍ୟୁଜିକର ବୃହତ ଦୀୱାଲି ପାର୍ଟି କନସର୍ଟ

ଭୁବନେଶ୍ୱର: ନବରାତ୍ରି ନାଇଟସ୍ ଅନ୍‌ଲାଇନ୍ କନସର୍ଟର ବିପୁଳ ସଫଳତା ପରେ ଭାରତର ନମ୍ବର ୱାନ ମ୍ୟୁଜିକ ଷ୍ଟ୍ରିମିଙ୍ଗ ଆପ୍ ୱିଙ୍କ ମ୍ୟୁଜିକ ପକ୍ଷରୁ ଏହାର ଦୀୱାଲି ପାର୍ଟି କନସର୍ଟର ଶୁଭାରମ୍ଭ କରାଯାଇଛି । ଏହି କନସର୍ଟ ନଭେମ୍ବର ୫ରୁ ନଭେମ୍ବର ୮ ପର୍ଯ୍ୟନ୍ତ ସଂନ୍ଧ୍ୟା ୬.୩୦ରୁ ଆରମ୍ଭ ହୋଇଯିବ…

ସାମ୍ନାକୁ ଆସିଲା ସାଇନାଙ୍କ ବାୟୋପିକରେ ପରିଣୀତିଙ୍କ ପ୍ରଥମ ଲୁକ

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ଦିନ ହେବ ସାଇନା ନେହଓ୍ବାଲଙ୍କ ବାୟୋପିକକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏବେ ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରି ଦିଆଯାଇଛି ଯାହାକୁ ସାଇନା ନେହଓ୍ବାଲ୍ ନିଜେ ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି।…

‘ପଠାନ’ ଫିଲ୍ମରେ ପୁଣି ଏକାଠି ନଜର ଆସିବେ ଶାହାରୁଖ ଏବଂ ସଲମାନ

ବଲିଉଡ଼ର ବାଦସାହ ଶାହରୁଖ ଖାନ ଓ ବଲିଉଡର ଭାଇଜାନ ସଲମାନ ଖାନ୍ କିପରି ଗୋଟିଏ ପରଦାରେ ଏକାଠି ନଜର ଆସିବେ ତାହା ଦର୍ଶକମାନଙ୍କର ସବୁବେଳେ ଆଗ୍ରହ ରହିଥାଏ। ପୂର୍ବରୁ ଶାହାରୁଖଙ୍କ ଚଳଚ୍ଚିତ୍ର ‘କୁଛ୍ କୁଛ୍ ହୋତା ହୈ’ ଓ ‘ଓମ୍ ଶାନ୍ତି ଓମ୍’ରେ ସଲାମାନ୍ ଅତିଥି କଳାକାର ଭାବେ ଅଭିନୟ କରିଥିବା…

ନିଜ ଆଗାମୀ ଫିଲ୍ମ ଗଣପତର ମୋସନ ପୋଷ୍ଟର ସେୟାର କଲେ ଟାଇଗର ସ୍ରଫ

ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଟାଇଗର ସ୍ରଫ୍‌ ଆଜି ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ସେ ପୂଜା ଫିଲ୍ମସ୍‌ର ଚଳଚ୍ଚିତ୍ର ‘ଗଣପତ’ରେ ନଜର ଆସିବେ। ଆଜି ଟ୍ବିଟର୍‌ରେ ଏକ ମୋସନ୍‌ ପୋଷ୍ଟର୍‌ ସେୟାର କରି ‌ସେ ଲେଖିଛନ୍ତି, ଏହା ମୋ ପାଇଁ ଖୁବ୍‌…

ଇଂଟରନେଟରେ ଉର୍ବସୀଙ୍କ ୩୭ କୋଟିର ଡ୍ରେସକୁ ନେଇ ଚର୍ଚା, ଭାଇରାଲ ହେଉଛି ଫଟୋ

ଉର୍ବଶୀ ରୌତେଲା ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ ଦେଖାଇବାରେ କେବେ ପଛାନ୍ତି ନାହିଁ। ଏବେ ପୁଣି ଥ​‌ରେ ଉର୍ବଶୀ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କୁ ବିଶ୍ବର ସବୁଠୁ ସୁନ୍ଦର ଏବଂ କାମୁକ ମହିଳା କ୍ଲିଓପାଟ୍ରା ହେବା ପାଇଁ ବଛା ଯାଇଛି। ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତେଲା ଅମାତୋର ଫ୍ୟାଶନ ଫିଲ୍ମରେ…

ବଲିଉଡର ଏହି ପ୍ରସିଦ୍ଧ ଅଭିନେତାଙ୍କ ନିଧନ, ଦୁଃଖର ସହ ସୂଚନା ଦେଲେ ପୂଜା ଭଟ୍ଟ

‘ଫରେବ’ ଓ ‘ମେହେନ୍ଦୀ’ ଭଳି ଲୋକପ୍ରିୟ ଛବିରେ ଅଭିନୟ କରିଥିବା ୯୦ ଦଶକର ବଲିଉଡ୍‌ ଅଭିନେତା ଫରାଜ ଖାନଙ୍କର ବୁଧବାର ଦେହାନ୍ତ ଘଟିଛି। ପୂର୍ବରୁ ସେ ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବର ଟ୍ବିଟର୍‌ରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା…

ବଲିଉଡର କିଙ୍ଗ ଖାନଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇବା ପାଇଁ ଆଲୋକିତ ହେଲା ଦୁବାଇର ବୁର୍ଜ ଖଲିଫା, ଦେଖନ୍ତୁ ଏହି ନିଆରା…

ବଲିଉଡ୍‌ର କିଙ୍ଗ୍ ଖାନ୍‌ଙ୍କ ୫୫ତମ ଜନ୍ମଦିନ ଅବସରରେ ଦୁବାଇର ସବୁଠୁ ଲମ୍ବା ଅଟ୍ଟାଳିକା ବୁର୍ଜ ଖଲିଫାରେ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି। ଏହି ବୁର୍ଜ ଖଲିଫା ବିଲ୍ଡିଂରେ ଶାହାରୁଖ୍‌ଙ୍କ ଅଭିନୀତ ଦିଲ୍‌ଵାଲେ ଦୁଲହନିଆ ଲେ ଜାଏଙ୍ଗେ, ରା ଵାନ୍, ଡନ୍ ଭଳି ଚର୍ଚ୍ଚିତ ଫିଲ୍ମର ଫଟୋ ସହ ଶୁଭେଚ୍ଛା…