Browsing Category

ପ୍ରଯୁକ୍ତି

ସାମ୍‌ସଙ୍ଗ ପକ୍ଷରୁ ଏହାର ୨୦୨୦ ଲାଇଫଷ୍ଟାଇଲ ଟିଭି ଦି ସେରୋର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ଓ ସର୍ବବୃହତ୍ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ବିଶ୍ୱର ପ୍ରଥମ ମୋବାଇଲ ଅପ୍ଟିମାଇଜ୍‌ଡ ଟିଭି ‘ଦ ସେରୋ’ର ଶୁଭାରମ୍ଭ ସହିତ ଏହାର ଲାଇଫ୍‌ଷ୍ଟାଇଲ୍ ଟିଭି ଶୃଙ୍ଖଳାକୁ ସମ୍ପ୍ରସାରଣ କରରାଯାଇଛି । ଦ ସେରୋ କେବଳ ଗୋଟିଏ…

ଭାରତକୁ ପୁଣି ଫେରୁଛି ଲୋକପ୍ରିୟ ଗେମିଂ ଆପ୍‌ PUBG

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।…

୧୧ତମ ପିଢିର ଇଂଟେଲ୍ କୋର୍ ପ୍ରୋସେସର୍ ସହିତ ଆସସ୍‌ର ନୂଆ ଲାପ୍‌ଟପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ତାଇୱାନ୍‌ର ପ୍ରମୁଖ ଇଲେକ୍‌ଟ୍ରୋନିକ୍ କମ୍ପାନୀ, ଆସସ୍ ନିକଟରେ ଏହାର ନୂତନ ଶୃଙ୍ଖଳାର ଇଂଟେଲ୍ ପରିଚାଳିତ ଲାପ୍‌ଟପ୍‌ର ଶୁଭାରମ୍ଭର ଘୋଷଣା କରିଛି । ଏହି ଶୃଙ୍ଖଳରେ ଭିଭୋବୁକ୍ ଅଲ୍‌ଟ୍ରା ୧୪/୧୫ (ଏକ୍ସ୪୧୩/ଏକ୍ସ୫୧୩), ଭିଭୋବୁକ୍ ଅଲ୍‌ଟ୍ରା କେ୧୫ ଞ୍ଚକେ୫୧୩) ଓ ଜେନ୍‌ବୁକ୍ ୧୪…

ହ୍ବାଟସ୍ ଆପ ରେ ଯୋଡ଼ି ହେଲା ସପିଂ ବଟନ୍, ଜାଣନ୍ତୁ କିଭଳି କାମ କରିବ ଏହି ଫିଚର

ହ୍ବାଟସ୍ ଆପ୍ କିଛି ସମୟ ହେବ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ନୂଆ ଫଚର ଆଣି ଆସୁଛି | ସମାନ କ୍ରମରେ ହ୍ବାଟସ୍ ଆପ୍ ବର୍ତ୍ତମାନ ଆପରେ ଏକ ସପିଂ ବଟନ୍ ସାମିଲ କରୁଛି | କମ୍ପାନୀ କହିଛି ଯେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ହେବ ଏବଂ ସେମାନେ ସେମାନଙ୍କର ବିକ୍ରୟ ବୃଦ୍ଧି କରିବାରେ ସକ୍ଷମ…

ଭାରତରେ ହ୍ବାଟସ୍ ଆପ୍ ପେମେଂଟକୁ ମିଲିଲା ଗ୍ରୀନ ସିଗନାଲ, ଗୁଗଲ ପେ କୁ ଦେବ କଡ଼ା ଟକ୍କର

ଫେସବୁକ୍ ମାଲିକାନା ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଭାରତରେ ଏକ ପେମେଣ୍ଟ ସେବା ଆରମ୍ଭ କରିବାକୁ ଅନୁମତି ପାଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ହ୍ବାଟସ୍ ଆପ୍ ପେକୁ ଗ୍ରୀନ ସିଗନାଲ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ୨ କୋଟି ବ୍ୟବହାରକାରୀଙ୍କ ପାଇଁ ଜାରି ହେବ ବୋଲି…

ହ୍ବାଟସ୍ ଆପରେ ଲଂଚ ହେଲା ନୂଆ ଫିଚର, ଏବେ ସାତ ଦିନରେ ଗାୟବ କରିହେବ ମେସେଜ

ହ୍ବାଟସ୍ ଆପ୍ ନିକଟରେ ଏହାର FAQ ପେଜରେ Disappearing Message କିପରି କାର୍ଯ୍ୟ କରିବ ତାହା ବିଷୟରେ ଦର୍ଶାଇଥିଲା | ବର୍ତ୍ତମାନ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ନୂତନ ଫିଚର ଲଞ୍ଚ କରିଛି। ହ୍ବଟସ୍ ଆପ୍ Disappearing Message | ହ୍ବାଟସ୍ ଆପର ପ୍ୟାରେଣ୍ଟ୍ କମ୍ପାନୀ ହେଉଛି ଫେସବୁକ୍…

ମହାରାଷ୍ଟ୍ରରେ ଦୁଇଟି ଡାଟା ସେଂଟର କ୍ୟାମ୍ପସ ସ୍ଥାପନ କରିବ ଏୟାରଟେଲର ଏନଏକ୍ସଟ୍ରା

ଭୁବନେଶ୍ୱର: ଭାରତୀ ଏୟାରଟେଲ ପକ୍ଷରୁ ଏହାର ସହାୟକ କମ୍ପାନୀ, ଏନଏକ୍ସଟ୍ରା ଡାଟା ଲିମିଡେଟ ମହାରାଷ୍ଟ୍ରରେ ଦୁଇଟି ନୂତନ ଡାଟା ସେଂଟର ସ୍ଥାପନ କରିବା ଲାଗି ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିବାର ଘୋଷଣା କରାଯାଇଛି । ଏହି ନୂତନ ସୁବିଧାଗୁଡ଼ିକ ମୁମ୍ବାଇ ଏବଂ…

ଆଜିଠାରୁ ଭାରତରେ ସମ୍ପୂର୍ଣ୍ଣ ରୁପେ ବନ୍ଦ ହେବ ପବଜି ମୋବାଇଲ ଗେମ: କମ୍ପାନୀ ପକ୍ଷରୁ ଘୋଷଣା

ଭାରତରେ ପ୍ଲେୟାରମାନଙ୍କର ପ୍ରିୟ ବ୍ୟାଟେଲଗ୍ରାଉଣ୍ଡ ପବଜି କୁ ବିଦାୟ ଦେବାର ସମୟ ଆସିଯାଇଛି | ସୁରକ୍ଷା ଦୃଷ୍ଟିରୁ ଭାରତ ସରକାରଙ୍କ ଦ୍ବାରା ସେପ୍ଟେମ୍ବର ୨ ରେ ନିଷିଦ୍ଧ ହୋଇଥିବା ଉଭୟ ପବଜି ମୋବାଇଲ୍ ଏବଂ ପବଜି ମୋବାଇଲ୍ ଲାଇଟ୍ ଦେଶରେ ଆଉ କାମ କରିବ ନାହିଁ। ଗୁରୁବାର ଟେନସେଣ୍ଟ…

ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍‌’

ଭୁବନେଶ୍ୱର / ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷିପ୍ର ହେବା ସହିତ…

ନୋକିଆର ଦୁଇ ନୂଆ ୪ଜି ଫିଚର ଫୋନ୍ ନୋକିଆ ୧୨୫ ଓ ନୋକିଆ ୨୨୫ ଉନ୍ମୋଚିତ

ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍‌ର ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ଦୁଇଟି ନୂଆ ଫିଚର ଫୋନ ନୋକିଆ ୧୨୫ ଓ ନୋକିଆ ୨୨୫ ବିଷୟରେ ଘୋଷଣା କରାଯାଇଛି । ଉଭୟ ଫୋନ୍‌ରେ ୪ଜି ସଂଯୋଗ ରହିଛି । ଏଥିରେ ଥିବା ଭୋଲ୍‌ଟି ନେଟୱର୍କ ଯୋଗୁଁ କଥା ଅଧିକ ସ୍ପଷ୍ଟ ଶୁଣାଯିବ ଏବଂ…