Browsing Category

ପ୍ରଯୁକ୍ତି

ଆଖି ଯତ୍ନ ପାଇଁ ପୁରୁଣା ଗ୍ୟାଲାକ୍ସି ସ୍ମାର୍ଟଫୋନର ଉପଯୋଗ କରୁଛି ସାମସଙ୍ଗ

ଭୁବନେଶ୍ୱର: ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ବିଶ୍ୱରେ ଥିବା ପଛୁଆବର୍ଗର ସମୁଦାୟଗୁଡ଼ିକ ପାଇଁ ଚକ୍ଷୁଜନିତ ସ୍ୱାସ୍ଥ୍ୟ ଯତ୍ନ ଉପଲବ୍ଧ କରାଇବା ଲାଗି ପୁରୁଣା ସ୍ମାର୍ଟଫୋନଗୁଡ଼ିକୁ ପୁନଃ ଉପଯୋଗ କରୁଛି । ବ୍ୟବହାର ଅନୁପଯୋଗୀ ଗ୍ୟାଲାକ୍ସି ସ୍ମାର୍ଟଫୋନ ଗୁଡ଼ିକୁ ଅପସାଇକିଲିଙ୍ଗ କରି ଚକ୍ଷୁ ରୋଗର…

ସତର୍କ ରୁହନ୍ତୁ: ଆପଣଙ୍କ ତଥ୍ୟର ୮୦ ପ୍ରତିଶତ ଥାର୍ଡ ପାର୍ଟିକୁ ବିକ୍ରି କରୁଛନ୍ତି ଫେସବୁକ୍, ଇନଷ୍ଟା ଏବଂ ଲିଙ୍କଡଇନ୍

ଫେସବୁକ୍, ଇନଷ୍ଟାଗ୍ରାମ, ଲିଙ୍କଡଇନ୍ ପରି କମ୍ପାନୀଗୁଡିକ ସେମାନଙ୍କର ଉପଭୋକ୍ତାମାନଙ୍କ ତଥ୍ୟର ୫୦ ରୁ ୮୦ ପ୍ରତିଶତ ଥାର୍ଡ ପାର୍ଟିକୁ ଦେଉଛନ୍ତି। ଏହାର ପ୍ରତିବଦଳରେ, ଏହି କମ୍ପାନୀଗୁଡିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆର୍ଥିକ ଲାଭ କରୁଛନ୍ତି | ଆପଲ୍ ଆପ୍ ଷ୍ଟୋର୍‌ରେ ୧୦୦ ଟି ପ୍ରମୁଖ…

ଫ୍ଲିପକାର୍ଟ ବର୍ତମାନ ଓଡ଼ିଆ ଏବଂ ବେଙ୍ଗଲିରେ ଉପଲବ୍ଧ

ଭୁବନେଶ୍ୱର: ଭାରତର ଇକମର୍ସ ମାର୍କେଟପ୍ଲେସ, ଫ୍ଲିପକାର୍ଟ ପକ୍ଷରୁ ଆଜି ଏହାର ପ୍ଲାଟଫର୍ମରେ ବେଙ୍ଗଲି ଏବଂ ଓଡ଼ିଆ ଭାଷାକୁ ଶୁଭାରମ୍ଭ କରାଯାଇଛି । ଏହା ଭାରତୀୟ ବିବିଧ ଭାଷା ବ୍ୟବହାରକାରୀଙ୍କ ନିମନ୍ତେ ଅନଲାଇନ ଇକମର୍ସକୁ ସୁବିଧାରେ ବ୍ୟବହାରଯୋଗ୍ୟ ଲକ୍ଷ୍ୟକୁ ପୂରଣ କରିପାରିଛି । ଫ୍ଲିପକାର୍ଟ…

ଭାରତରେ ସୋନିର ନୂତନ ଆଲ୍‌ଭା ୧ କ୍ୟାମେରାର ଶୁଭାରମ୍ଭ

ଭୁୁବନେଶ୍ୱର : ସେନ୍ସର ଏବଂ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ସୋନି ପକ୍ଷରୁ ନୂତନ ଫୁଲ୍ ଫ୍ରେମ ମିରରଲେସ ଆଲଫା ୧ କ୍ୟାମେରା ବଜାରକୁ ଛଡାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ରହିଛି ନୂତନ ୫୦.୧ ମେଗା ପିକ୍‌ସେଲ୍ ଫୁଲ୍ ଫ୍ରେମରେ ଥିବା ଏକ୍ସମୋର…

ମାରୁତି ସୁଜୁକି ଡ୍ରାଇଭିଙ୍ଗ୍ ସ୍କୁଲ୍ ମାଧ୍ୟମରେ ସଫଳତାର ସହିତ ୧.୫ ମିଲିୟନ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଭାରତର ଅଗ୍ରଣୀ ସଂଗଠିତ ଡ୍ରାଇଭିଙ୍ଗ୍ ଟ୍ରେନିଙ୍ଗ୍ ସ୍କୁଲ୍‌, ମାରୁତି ସୁଜୁକି ଡ୍ରାଇଭିଙ୍ଗ୍ ସ୍କୁଲ୍ (ଏମ୍‌ଏସ୍‌ଡିଏସ୍‌) ସୁରକ୍ଷିତ ଡ୍ରାଇଭିଙ୍ଗ୍ କ୍ଷେତ୍ରରେ ସଫଳତାର ସହିତ ୧.୫ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି । ଏମ୍‌ଏସ୍‌ଡିଏସ୍‌କୁ ଭାରତୀୟ ସଡକକୁ…

ୟୁଟ୍ୟୁବରଙ୍କ ପାଇଁ ଖରାପ ଖବର: ଆପଣଙ୍କର କଂଟେଂଟକୁ ଆମେରିକୀୟ ଦେଖୁଥିଲେ, ଏଣିକି ଦେବାକୁ ହେବ ଟ୍ୟାକ୍ସ

ବିଶ୍ବର ଅଗ୍ରଣୀ ଟେକ କମ୍ପାନୀ ଗୁଗୁଲ ବର୍ତ୍ତମାନ ୟୁଟ୍ୟୁବ୍ କଂଟେଂଟରୁ ଉପାର୍ଜନ କରୁଥିବା ୟୁଟ୍ୟୁବରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗୁଗୁଲ୍ ଘୋଷଣା କରିଛି ଯେ ଭାରତ ସମେତ ବିଶ୍ବର ଅନ୍ୟ ଦେଶରେ ୟୁଟ୍ୟୁବ୍ କଂଟେଂଟ କ୍ରିଏଟ କରୁଥିବା ବ୍ୟକ୍ତିଙ୍କ ଠାରୁ ଜୁନ୍ ଠାରୁ ଏହା ପ୍ରତି…

ଟ୍ୟୁଟେଲା ରିପୋର୍ଟ ଅନୁଯାୟୀ ମୋବାଇଲ ଅନୁଭବର ସର୍ବାଧିକ ମାନଦଣ୍ଡରେ ଆଗରେ ରହିଛି ଏୟାରଟେଲ

ଭୁବନେଶ୍ୱର: ଟ୍ୟୁଟେଲା ପକ୍ଷରୁ ଏହାର ‘୨୦୨୧ ଷ୍ଟେଟ ଅଫ ମୋବାଇଲ ଏକ୍ସିପିରିୟନ୍ସ’ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତରେ ମୋବାଇଲ ଅନୁଭବ ପ୍ରଦାନ କ୍ଷେତ୍ରରେ ଏୟାରଟେଲ ଶୀର୍ଷ ତାଲିକାରେ ରହିଛି । ରିପୋର୍ଟ ଅନୁଯାୟୀ ପରୀକ୍ଷା କରାଯାଇଥିବା ଛଅଟି ମାନଦଣ୍ଡ ମଧ୍ୟରୁ ଚାରୋଟିରେ ଏୟାରଟେଲ…

ଟ୍ୟୁଟେଲା ରିପୋର୍ଟ ଅନୁଯାୟୀ ମୋବାଇଲ ଅନୁଭବର ସର୍ବାଧିକ ମାନଦଣ୍ଡରେ ଆଗରେ ରହିଛି ଏୟାରଟେଲ

ଭୁବନେଶ୍ୱର: ଟ୍ୟୁଟେଲା ପକ୍ଷରୁ ଏହାର ‘୨୦୨୧ ଷ୍ଟେଟ ଅଫ ମୋବାଇଲ ଏକ୍ସିପିରିୟନ୍ସ’ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତରେ ମୋବାଇଲ ଅନୁଭବ ପ୍ରଦାନ କ୍ଷେତ୍ରରେ ଏୟାରଟେଲ ଶୀର୍ଷ ତାଲିକାରେ ରହିଛି । ରିପୋର୍ଟ ଅନୁଯାୟୀ ପରୀକ୍ଷା କରାଯାଇଥିବା ଛଅଟି ମାନଦଣ୍ଡ ମଧ୍ୟରୁ ଚାରୋଟିରେ ଏୟାରଟେଲ…

ଓରିଏଂଟ୍ ଇଲେକ୍‌ଟ୍ରିକ୍ ପକ୍ଷରୁ ଆଇଓଟି-ସକ୍ଷମ ଆଇ-ଫ୍ଲୋଟ୍ ଇନ୍‌ଭର୍ଟର୍ ଫ୍ୟାନ୍‌ର ଉନ୍ମୋଚନ

ଭୁବନେଶ୍ୱର: ସିକେ ବିର୍‌ଲା ଗ୍ରୁପ୍‌ର ଅଂଶବିଶେଷ, ଓରିଏଂଟ୍ ଇଲେକ୍‌ଟ୍ରିକ୍ ଲିମିଟେଡ୍ ନୂଆ ଆଇଓଟି-ସକ୍ଷମ ଓ ୫୦% ଶକ୍ତି ସଂଚୟକାରୀ ଇନ୍‌ଭର୍ଟର୍ ଫ୍ୟାନ୍‌୍‌ର ଶୁଭାରମ୍ଭ ସହିତ ଏହାର ପ୍ରିମିୟମ ଫ୍ୟାନ୍‌ସ ପୋର୍ଟଫୋଲିଓର ସମ୍ପ୍ରସାରଣ କରିଛି । ଏହି ନୂତନ ଆଇ-ଫ୍ଲୋଟ୍ ଫ୍ୟାନ୍ ହେଉଛି ପ୍ରିମିୟମ…

ଉଭୟ ସ୍ମାର୍ଟଫୋନ୍ ଓ ସ୍ମାର୍ଟଟିଭି କ୍ଷେତ୍ରରେ ନିଜର ମେକ୍ ଇନ୍ ଇଣ୍ଡିଆ ଯାତ୍ରାକୁ ସୁଦୃଢ କରିଛି ଏମଆଇ ଇଣ୍ଡିଆ

ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ଓ ସ୍ମାର୍ଟଟିଭି କମ୍ପାନୀ ଏମଆଇ ଇଣ୍ଡିଆ ନିକଟରେ ଏହାର ‘ମେକ୍ ଇନ୍ ଇଣ୍ଡିଆ’ ଯାତ୍ରାର ୫ ବର୍ଷ ପୂରଣ କରିଛି । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ଅନ୍ୟତମ ପ୍ରାରମ୍ଭିକ ଗ୍ରହଣକାରୀ ଭାବେ ଏମଆଇ ଇଣ୍ଡିଆ ପୂର୍ବରୁ ନିଜର ଉତ୍ପାଦନ…