ଏୟାରଟେଲ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ପୋଷ୍ଟପେଡ ପ୍ଲାନ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏହାର କର୍ପୋରେଟ ଏବଂ ରିଟେଲମ ଗ୍ରାହକଙ୍କ ପାଇଁ ନୂଆ ପୋଷ୍ଟପେଡ ପ୍ଲାନର ଘୋଷଣା କରାଯାଇଛି । ମହାମାରୀ ପରଠାରୁ ୱର୍କ ଫ୍ରମହୋମ ଏବଂ ଅନଲାଇନ ଶିକ୍ଷା କାରଣରୁ ହାଇ-ସ୍ପିଡ ଇଂଟରନେଟ ଏକ ପ୍ରମୁଖ ଆବଶ୍ୟକତାରେ ପରିଣତ ହୋଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୫ଜି ପ୍ରସ୍ତୁତ ନେଟୱର୍କ ଏବଂ ଉନ୍ନତମାନର ଗ୍ରାହକ ଯତ୍ନ ଦ୍ୱାରା ସମର୍ଥିତ ପ୍ରମୁଖ ଡାଟାଲାଭ ପ୍ରଦାନ କରିବା ଲାଗି ଏହାର ପୋଷ୍ଟପେଡ ପ୍ଲାନକୁ ଅଧିକ ସରଳୀକୃତ କରିଛି । ଏହି ପ୍ଲାନ ଗୁଡ଼ିକ ବଣ୍ଡ ଲ୍ଡକଂଟେଟ ଏବଂ ବିଜନେସ ପ୍ରଡକ୍ଟିଭିଟିଟୁଲ ଭଳି ସ୍ୱତନ୍ତ୍ର ରେଞ୍ଜର ଫାଇଦା ସହିତ ଆସିଛି ।
ଏହାସମ୍ପର୍କରେଏୟାରଟେଲଡାଇରେକ୍ଟର ତଥା ସିଇଓ ଅଜୟ ଚିତକାରାକହିଛନ୍ତିଯେ, “ଗତ କିଛିବର୍ଷମଧ୍ୟରେଏୟାରଟେଲ ଏକ ୫ଜି ପ୍ରସ୍ତୁତଏବଂସୁରକ୍ଷିତନେଟୱର୍କର ନିର୍ମାଣକରିବାଲାଗିସ୍ପେକ୍ଟ୍ରମ, ଭିତିଭୂମିଏବଂସଦ୍ୟତମଟେକ୍ନୋଲୋଜିରେବିପୁଳ ପୁଞ୍ଜିବିନିଯୋଗକରିଛି, ଯାହାକି ଆମ ଗ୍ରାହକଙ୍କଡିିଜିଟାଲରୂପାନ୍ତର ଯାତ୍ରାକୁସମର୍ଥନ କରିପାରିବ । ଆମର ନୂଆପୋଷ୍ଟପେଡ ପ୍ଲାନଗୁଡ଼ିକମହାମାରୀ ପରବର୍ତୀ ଦୁନିଆରେ ଆମର ଗ୍ରାହକଙ୍କଉତ୍ପାଦକତା ଆବଶ୍ୟକତାକୁ ପୁରଣକରିବାଲାଗିଶିଳ୍ପ ଅଗ୍ରଣୀ ଫାଇଦାଗୁଡ଼ିକସହିତ ଏକ ସାମଗ୍ରିକକନେକ୍ଟିଭିଟିସମାଧାନ ପ୍ରଦାନ କରୁଛି ।”
ଏୟାରଟେଲର ନୂଆକର୍ପୋରେଟପୋଷ୍ଟପେଡ ପ୍ଲାନରେ୨୯୯ଟଙ୍କାରେ ୩୦ ଜିବି, ୩୪୯ଟଙ୍କାରେ ୪୦ଜିବି, ୩୯୯ଟଙ୍କାରେ ୬୦ଜିବି, ୪୯୯ଟଙ୍କାରେ ୧୦୦ଜିବିଏବଂ ୧୫୯୯ଟଙ୍କାରେ ୫୦୦ଜିବି ଡାଟାସହିତ ଅନଲିମିଟେଡ କଲ୍‌ରସୁବିଧା ରହିଛି । ।ସେହିଭଳିଏୟାରଟେଲର ନୂଆରିଟେଲପୋଷ୍ଟପେଡ ପ୍ଲାନରେ ୪୦ଜିବି ୩୯୯ଟଙ୍କା(୧ କନେକ୍ସନ), ୭୫ ଜିବି ୪୯୯ଟଙ୍କା(୧କନେକ୍ସନ), ୨୧୦ ଜିବି(୧୫୦+୩୦+୩୦) ୯୯୯ଟଙ୍କା(୩ କନେକ୍ସନ), ଅନଲିମିଟେଡ+ଆଇଆର ପ୍ୟାକ ୧୫୯୯ଟଙ୍କା ଏବଂ୩୦ଜିବି ପାଇଁ୨୯୯ଟଙ୍କାର ପ୍ୟାକସହିତ ଅନଲିମିଟେଡ କଲସୁବିଧା ପ୍ରଦାନ କରୁଛି । ଏହାବ୍ୟତୀତଏୟାରଟେଲଉଭୟ ପ୍ଲାନରେବିଜନେସଟୁଲ, ୱିଙ୍କମ୍ୟୁଜିକ ଆପ୍‌, ଏୟାରଟେଲଏକ୍ସଟ୍ରିମ ଆପ, ପ୍ରିମିୟମ, ଓ ଏକାଡେମୀ ଆପ, ଆମାଜନ ପ୍ରାଇମ, ଡିଜନୀ+ହଟଷ୍ଟାର(ଭିଆଇପି), ଏୟାରଟେଲଏକ୍ସଟ୍ରିମ ପ୍ରିମିୟମ, ଭିଆଇପିସର୍ଭିସ, ଏୟାରଟେଲଏକ୍ସଟ୍ରିମ ଆପ ପ୍ରିମିୟମ ଆଦିକୁ ଆକର୍ଷଣୀୟ ଫାଇଦା ସହିତ ପ୍ରଦାନ କରୁଛି ।
ଏୟାରଟେଲବର୍ତମାନ ଏହାର ୭୪୯ ଟଙ୍କିଆ ଫ୍ୟାମିଲିପୋଷ୍ଟପେଡ ପ୍ଲାନକୁ ନୂଆଗ୍ରାହକଙ୍କ ପାଇଁ ବନ୍ଦ କରିଛିଏବଂଏହାବର୍ତମାନ ବର୍ଦ୍ଧିତଡାଟାଲାଭସହିତ ୯୯୯କୁ ଏକମାତ୍ର ଫ୍ୟାମିଲିପୋଷ୍ଟପେଡ ପ୍ଲାନଭାବେ ପ୍ରଦାନ କରିବ । ବର୍ତମାନ ଗ୍ରାହକମାନେ ସିମ ପିଛାମାତ୍ର ୨୯୯ଟଙ୍କାରେ ଯେକୌଣସିଏୟାରଟେଲପୋଷ୍ଟପେଡ ପ୍ଲାନରେ ଏକ କନେକ୍ସନ ସାମିଲକରିପାରିବେଏବଂ ୩୦ଜିବି ଅତିରିକ୍ତ ଡାଟା(ପୂର୍ବରୁ ୧୦ଜିବି), ଅନଲିମିଟେଡ କଲିଙ୍ଗଏବଂ ଥ୍ୟାଙ୍କସବେନିଫିଟ ପାଇପାରିବେ ।


Share It

Comments are closed.