Browsing Category

ଜୀବନ ଚର୍ଯ୍ୟା

ଏକ ଦୀର୍ଘ ଜୀବନ ଚାହୁଁଥିଲେ ବର୍ତ୍ତମାନଠାରୁ ଜୀବନଶୈଳୀରେ କରନ୍ତୁ ଏହି ଚାରୋଟି ପରିବର୍ତ୍ତନ

ଡାକ୍ତରମାନେ କୁହନ୍ତି, ଯଦି ଆପଣ ମଧ୍ୟ ଦୀର୍ଘ ଜୀବନ ଚାହାଁନ୍ତି, ତେବେ ବର୍ତ୍ତମାନଠାରୁ ଜୀବନଶୈଳୀରେ କିଛି ବିଶେଷ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି | କିଛି ସରଳ ଅଭ୍ୟାସର ପରିବର୍ତ୍ତନ ଆପଣଙ୍କୁ କେବଳ ସୁସ୍ଥ ରଖିବାରେ ସାହାଯ୍ୟ କରିବ ନାହିଁ, ବରଂ ଏହା ଆପଣଙ୍କୁ ଏକ ଦୀର୍ଘ ଜୀବନ ହାସଲ…

ଦରକାର ଠାରୁ ଅଧିକ ଶୋଉଛନ୍ତି କି ? ତେବେ ଜାଣି ରଖନ୍ତୁ ଶରୀର ଉପରେ ଏହାର ପ୍ରଭାବ

ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଆପଣ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ, ଏହାକୁ ସୁଧାରି ନିଅନ୍ତୁ। ଆଜ୍ଞା ହଁ ଯେପରି କମ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେହିପରି ଅଧିକ ଶୋଇବା ମଧ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ…

ଶରୀରରେ ଆଇରନ୍‌ର ମାତ୍ରା କମିଲେ ଦେଖାଦେଇଥାଏ ଏହି ସବୁ ଲକ୍ଷଣ

ଯେତେବେଳେ ଆପଣଙ୍କ ଶରୀରରେ ଆଇରନ୍‌ର ମାତ୍ରା ନଥାଏ। ସେତେବେଳେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳେ। ହେମୋଗ୍ଲୋବିନ ତିଆରି କରିବା ପାଇଁ ଶରୀରରେ ଖୁବ୍‌ ଆଇରନ୍‌ ଦରକାର ହୁଏ। ଏକ ପ୍ରୋଟିନ୍ ଥାଏ ଯାହା ରେଡ୍‌ ରକ୍ତ କଣିକାକୁ ତୁମର ରକ୍ତବାହୀ ମାଧ୍ୟମରେ ଅମ୍ଳଜାନ ବିସ୍ତାର କରିବାରେ…

କେଶ ଧୋଇବା ବେଳେ କରୁଛନ୍ତି କି ଭୁଲ, ଆପଣାନ୍ତୁ କେଶକୁ ସାମ୍ପ୍ୟୁ କରିବାର ସଠିକ ଉପାୟ

କେଶ ଧୋଇବା ବେଳେ ଆପଣ ଭୁଲ କରୁଥିଲେ ଆପଣଙ୍କ କେଶରେ ବିଭିନ୍ନ ସମସୟା ଦେଖାଯିବାର ସମସ୍ୟା ଦେଖାଯାଇଥାଏ । କେଶ ଝଡା କେଶରେ ରୂପି କେଶର ଫାଟିବା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆପଣ କେଶ ଧୋଇବା ସମୟରେ ସଠିକ ଉପାୟ ଅବଲମ୍ବନ କରି କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା…

ଖାଦ୍ୟ ଖାଇବାର ଇଚ୍ଛାକୁ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣାନ୍ତୁ କିଛି ସରଳ ଘରୋଇ ଉପାୟ

ଆମ୍ଭମାନଙ୍କୁ ସବୁବେଳେ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ କିମ୍ବା ଇଚ୍ଛା ହେଲେ ବି ଗ୍ୟାସ ଜନିତ ସମସ୍ୟା ହେଉ କିମ୍ବା ପେଟ ଜନିତ ସମସ୍ୟା ଖାଦ୍ୟ ଖାଇବାରେ ଅରୁଚି ଆସିଥାଏ । କୌଣସି ଏକ ଖାଦ୍ୟ ଖାଇବା ପରେ ଖାଦ୍ୟକୁ ସମ୍ପୂର୍ଣ୍ଣ ଖାଇବାର ଇଚ୍ଛାକୁ ବୃଦ୍ଧି କରିବା ପାଇଁ ଆପଣ କିଛି ଘରୋଇ ଉପାୟ…

ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବାର ଉପକାରିତା ସଂପର୍କରେ ଜାଣନ୍ତୁ

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ଭାବରେ ବ୍ୟବହୃତ ହୁଏ। ଭୃସଙ୍ଗ ପତ୍ରରେ କୌଣସି ଖାଦ୍ୟର ସ୍ୱାଦକୁ ଉନ୍ନତ କରାଯାଇପାରେ। ଏହି ଗଛକୁ ପ୍ରାୟତଃ ଲୋକ ନିଜ ଘରେ ଲଗାଇଥାନ୍ତି। ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍, ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍ ପରି ନ୍ୟୁଟ୍ରିଏଣ୍ଟ୍ସ ଭୃସଙ୍ଗ ପତ୍ରରେ…

ଦୁଗ୍ଧଚାହା ପିଇବାକୁ ଭଲ ପାଉଛନ୍ତି କି, ଜାଣନ୍ତୁ କଣ ଭୁଲ କରୁଛନ୍ତି ଏବଂ କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ଆମ ଦେଶରେ ଛୋଟ ପିଲାଠାରୁ ବୁଢା ପ ର୍ଯ୍ୟନ୍ତ ସମସ୍ତେ ଚାହା ପିଇବାକୁ ଭଲ ପାଇଥାନ୍ତି । ଦେଶରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଚାହା ଉପଲବ୍ଧ ହେବା ସହିତ ବିଭିନ୍ନ ଲୋକ ବିଭିନ୍ନ ସମୟରେ ଚାହା ପିଇଥାନ୍ତି । ଖାସ କରି ଦୁଗ୍ଧରେ ପ୍ରସ୍ତୁତ ଚାହା ପ୍ରାୟ ସମସ୍ତଙ୍କର ପସନ୍ଦ । ଆପଣ…

ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣରେ ଭରପୂର ଭୃସଙ୍ଗ ପତ୍ର, ଜାଣନ୍ତୁ ବ୍ୟବହାର

ବିଭିନ୍ନ ଖାଦ୍ୟର ସ୍ୱାଦ ବଢାଇବା ସହ କିଛି ଏପରି ସ୍ୱତନ୍ତ୍ର ଖାଦ୍ୟ ରହିଛି ଯେଉଁଥିରେ ଭୁସଙ୍ଗପତ୍ର ବ୍ୟବହାର ନିତାନ୍ତ ଜରୁରୀ। ମାତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହାକୁ ଖୁବ ଉପକାରୀ। ଭୁସଙ୍ଗପତ୍ରରେ ଫାଇବର ପ୍ରଚୁର ପରିମାଣରେ ରହିଛି। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରି…

ଉପହାର ଦେବା ଓ ନେବା ପୂର୍ବରୁ ଏହି ସବୁ ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ

ଅନେକ ପୂଜାପର୍ବାଣି ହେଉ କିମ୍ବା କୌଣସି ଉତ୍ସବ ଓ ଜନ୍ମ ଦିନରେ ସାଧାରଣତଃ ଉପହାର ଦିଆଯାଇଥାଏ। ତେବେ ପରସ୍ପରକୁ ଉପହାର ଦେବା ଓ ନେବା ପୂର୍ବରୁ କିଛି ଜିନିଷ ବିଷୟରେ ଜାଣି ରଖିବା ଉଚିତ। ଉପହାର ନେବା ଓ ଦେବା ସମୟରେ ଖୁବ ଖୁସି ଅନୁଭବ ହୋଇଥାଏ। ମାତ୍ର ଏପରି କିଛି ଜିନିଷ ରହିଛି ଯାହାକୁ…

କମ୍ପ୍ୟୁଟର ସାମ୍ନାରେ ଅଧିକାଂଶ ସମୟ ବସି କାମ କରୁଥିଲେ ଏହି ଜିନିଷ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ

ଆଧୁନିକ ଜୀବନଶୈଳୀ ମଧ୍ୟରେ କମ୍ପ୍ୟୁଟର ସାମ୍‌ନାରେ ଅଧିକ ସମୟ ବସି କାମ କରିବା, ଗାଡି ଚଳାଇବା ଆଦି ଆଖି ଉପରେ ଚାପ ସୃଷ୍ଟି କରେ। ଆଖି କ୍ଳାନ୍ତ ହେଉଥିବା ନେଇ କେତେକ ଲକ୍ଷଣରୁ ମଧ୍ୟ ଜାଣିପାରିବେ… – ମୁଣ୍ଡବ୍ୟଥା, ବେକ ଦରଜ ହେବା, ପିଠି ଯନ୍ତ୍ରଣା, ଆଖି କୁଣ୍ଡାଇହେବା, ବେଳେବେଳେ…