Browsing Category
ଜୀବନ ଚର୍ଯ୍ୟା
ବର୍ଷା ଦିିନେ କିପରି କରିବେ ମେକଅପ, ଆସନ୍ତୁ ଜାଣିବା କିଛି ଜରୁରୀ ଟିପ୍ସ
ବର୍ଷା ଦିନେ ବାହାରକୁ ଯିବା ସମୟରେ ବର୍ଷା ପାଣି ଦ୍ୱାରା ମେକଅପ ଖରାପ ହେବାର ଖୁବ ସମ୍ଭାବନା ଥାଏ । ଏହା ପରେ ମେକଅପ ସହିତ ବର୍ଷା ଜଳର ମିଶ୍ରଣରେ ଶରୀରରେ ବହୁ ପ୍ରକାରର ସଂକ୍ରମଣ ଏବଂ ର୍ୟାସେସ ହୋଇଥାଏ । ତେଣୁ ବର୍ଷା ଦିନେ ଯଥା ସମ୍ଭବ କମ ମେକ ଅପ କରିବା ଉଚିତ ଏବଂ ଯଦି ମେକଅପ କରିବାକୁ…
ହାତ ଫୁଲିବାର କାରଣ କ’ଣ, ଆସନ୍ତୁ ଜାଣିବା
ସକାଳ ସମୟରେ ହାତ ଫୁଲି ଯାଉଥିଲେ ଏହା ଏକ ରୋଗର ଲକ୍ଷଣ ହୋଇପାରେ । ଏହା ଦ୍ୱାରା ହାତର ଶୀରା ପ୍ରସିରା ଗୁଡିକ ଟାଣି ହୋଇ ଗଲା ଭଳି ଲାଗୁଥିବାବେଳେ ବହୁତ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ । ଏହି ରୋଗର ପ୍ରକୃତ କାରଣ କ’ଣ ଏବଂ ଏହାର ପ୍ରକୃତ ଉପଚାର କିପରି କରାଯାଇପାରିବ ଆସନ୍ତୁ ଜାଣିବ ।
ସକାଳେ…
ପିସ୍ତା ବାଦାମ ଖାଇବାର ଉପକାରିତା କ’ଣ ଆସନ୍ତୁ ଜାଣିବା
ପିସ୍ତା ବାଦାମ ଭିଟାମିନ ଏବଂ ଖଣିଜବ୍ରଦ୍ୟର ଉତ୍ତମ ସ୍ରୋତ । ପ୍ରତିଦିନ ପିସ୍ତା ବାଦାମର ସେବନ ଦ୍ୱାରା ଦୈ÷ନନ୍ଦିନ ଜୀବନରେ ଅନେକ ରୋଗରୁ ସୁଫଳ ମିଳିପାରିବ । ଆସନ୍ତୁ ଜାଣିବା ଏହି ପିସ୍ତା ବାଦାମର ଉପକାରିତା ସମ୍ପର୍କରେ ।
ପିସ୍ତାରେ ଅତ୍ୟଧିକ ପରିମାଣରେ ଥିବା ମନୋସାଚୁରେଟେଡ ଏବଂ ପଲି…
ଔଷଧୀୟ ଗୁଣରେ ଭରପୁର ତୁଳସୀ
ସ୍ୱାସ୍ଥ୍ୟ ପାଇଁ ତୁଳସୀ ଖୁବ ଉପକାରୀ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ତୁଳସୀର ସେବନ ଦ୍ୱାରା ବହୁ ରୋଗରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ।
୧. ତୁଳସୀ ଏକ ଭଲ ଡିିଟକ୍ସିଫାଇନ ଏଜେଣ୍ଟ ଯାହା ଶରୀରର ଆଭ୍ୟନ୍ତରୀଣ ସ୍ତର ଏବଂ ବର୍ହି ସ୍ତରକୁ ସଫା ରଖିବାରେ…
କିପରି ନେବେ ଆପଣଙ୍କ ସୁନା ଗହଣାର ଯତ୍ନ, ଆସନ୍ତୁ ଜାଣିବା
ମହିଳାମାନଙ୍କ ପାଇଁ ସୁନା ଗହଣା ସର୍ବଦା ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥାଏ । ତେଣୁ ଏହାକୁ ସେମାନେ ସ୍ୱତନ୍ତ୍ରଭାବେ ସଫା ରଖି ଷ୍ଟୋର କରିବା ପାଇଁ କିଛି ସରଳ ଉପାୟ ଆପଣାଇବା ଆବଶ୍ୟକ । ଏହା ଦ୍ୱାରା ସୁନାର ଚମକ ନୂଆ ପରି ରହିବା ସହିତ ପୁନର୍ବାର ବ୍ୟବହାର ଉପଯୋଗୀ ହୋଇପାରିବ ।…
ଯୋଗ କରୁଥିବା ବ୍ୟକ୍ତିମାନେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ
ସୁସ୍ଥ ରହିବା ପାଇଁ ବର୍ତ୍ତମାନ ଲୋକମାନେ ଯୋଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଅନେକ ଜିମ୍ ମଧ୍ୟ ଯାଇଥାଆନ୍ତି । ଏହାଦ୍ୱାରା ଶରୀର ସତେଜ ରହିବା ସହ ଅବସାଦ ଓ ଥକାପଣ ଦୂର ହୋଇଥାଏ । ସେଥିପାଇଁ ଶରୀରକୁ ରୋଗମୁକ୍ତ ଓ ଫିଟ୍ ରଖିବା ପାଇଁ ଆମେ ଯୋଗର ସାହାଯ୍ୟ ନେଇଥାଉ । କିନ୍ତୁ ଯୋଗ କରିବା…
ବାୟୁ ପ୍ରଦୂଷଣରୁ ହୋଇଥାଏ ମଧୁମେହ
ବାୟୁ ପ୍ରଦୂଷଣ ବର୍ତ୍ତମାନ ଏକ ବିଶ୍ୱ ସମସ୍ୟା ଭାବେ ଉଭା ହୋଇଛି । ସହରୀକରଣ ନିମନ୍ତେ ଜଙ୍ଗଲ କ୍ଷୟ, ଯାନବାହାନ ବୃଦ୍ଧି ଏହାର ମୂଖ୍ୟ କାରଣ । ଏହା ଆମ ଶରୀର ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନାନା କୁପ୍ରଭାବମାନ ପକାଇଥାଏ । ଆମେରିକାର ୱାସିଂଟନ୍ ସ୍କୁଲ୍ ଅଫ୍ ମେଡ଼ିସିନ୍ କରିଥିବା…
ବର୍ଷାଦିନେ କିପରି ନେବେ ତ୍ୱଚାର ଯତ୍ନ
ବର୍ଷାଦିନରେ ତ୍ୱଚାର ସମସ୍ୟା ଦେଖାଯିବା ସ୍ୱଭାବିକ । ବର୍ଷା ଦିନେ ବାୟୁରେ ଆର୍ଦ୍ରତା ରହିଥିବାରୁ ମୁହଁରେ ତେଲିଆ ଅଂଶର ପରିମାଣ ବୃଦ୍ଧି ପାଇଥାଏ । ବର୍ଷାଜଳରେ ବିଭିନ୍ନ ବ୍ୟକ୍ଟେରିଆ ଏବଂ ଜୀବାଣୁ ଥିବା ହେତୁ ବର୍ଷାରେ ଭିଜିବା ଦ୍ୱାରା ମୁହଁରେ ବ୍ରଣ, ଦାଗ, ଲାଲ ପଡିଯିବା ଇତ୍ୟାଦି ଅସୁବିଧା…
ଗ୍ଲାଇଓମା କ’ଣ? ଏହାର କାରଣ, ଲକ୍ଷଣ ଓ ଏଥିପାଇଁ ଥିବା ଚିକିତ୍ସା ବିଷୟରେ ଜାଣନ୍ତ
ଗ୍ଲାଇଓମା ହେଉଛି ଏକ ପ୍ରକାରର ବ୍ରେନ୍ ଟ୍ୟୁମର, ଯାହା ମସ୍ତିଷ୍କର ସ୍ନାୟୁକୋଷ ଚାରିପଟେ ଥିବା ସହଯୋଗୀ କୋଷଗୁଡ଼ିକରେ ହୋଇଥାଏ । ଏହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକ କିଛି ଜଣାପଡ଼ିନାହିଁ ଓ ଏହାର କାରଣଗୁଡ଼ିକ ସମ୍ବନ୍ଧରେ ଅଧିକ ତଥ୍ୟ ନିମନ୍ତେ ଏବେ ଅନେକ ଗବେଷଣା ଚାଲିଛି । କିନ୍ତୁ…
ବର୍ଷା ଦିନେ କିପରି ନେବେ ଆଖିର ସଠିକ ଯତ୍ନ, ଆସନ୍ତୁ ଜାଣିବା
ବର୍ଷା ଦିନେ ବର୍ଷା ପାଣି, ଜଳିୟବାଷ୍ପ ଏବଂ ରୋଗ ଜୀବାଣୁ ସଂକ୍ରମଣ ଆଶଙ୍କା ରହିଥାଏ । ବର୍ଷା ଦିନେ ପ୍ରାୟତଃ ଆଖି ଶୁଖିଯାଏ ଏବଂ ବର୍ଷା ପାଣି ପଡି ଆଖି କୁଣ୍ଡାଇ ହୁଏ । ସଫା ପାଣିରେ ଧୋଇବା ପରେ ମଧ୍ୟ ଆଖିକୁ କୁଣ୍ଡାଇବା ପାଇଁ ବାରମ୍ବାର ହାତ ଯାଇଥାଏ ଏବଂ ଆଖି ଲାଲ ହୋଇ ପାଣି ଗଡିଥାଏ ।…