Browsing Category
ଜୀବନ ଚର୍ଯ୍ୟା
ସକାଳୁ ଖାଲି ପେଟରେ ରସୁଣ ଖାଇଲେ ଏହି ସମସ୍ତ ସମସ୍ୟାରୁ ପାଇବେ ମୁକ୍ତି, ଜାଣନ୍ତୁ
ଭାରତୀୟ ବ୍ୟଞ୍ଜନରେ ରସୁଣର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତୀୟ ବ୍ୟଞ୍ଜନରେ ରସୁଣକୁ ନଜରଅନ୍ଦାଜ କରିବା ମୁସକିଲ। ରସୁଣ ବ୍ୟଞ୍ଜନର ସ୍ୱାଦ ଦୁଇଗୁଣ କରିଦେଇଥାଏ। ରସୁଣ କେବଳ ଖାଇବାରେ ବ୍ୟବହୃତ ହୁଏନାହିଁ ବରଂ ବିଭିନ୍ନ ରୋଗ ପାଇଁ ଘରୋଇ ଉପଚାର ଭାବେ ମଧ୍ୟ ବ୍ୟବହାର କରାଯାଏ। ଥଣ୍ଡା,…
ସୌନ୍ଦର୍ଯ୍ୟ, ସ୍ବାସ୍ଥ୍ୟ ଓ ବ୍ୟଞ୍ଜନ ବ୍ୟତୀତ ଜୀବନର ଅନେକ ସମସ୍ୟାର ସମାଧାନ ସହ ଜଡ଼ିତ ହଳଦୀ
ଭାରତୀୟ ପରମ୍ପରାରେ ହଳଦୀର ଏକ ବିଶଷ ମହତ୍ବ ରହିଥାଏ।
ସୌନ୍ଦର୍ଯ୍ୟ ହେଉ କିମ୍ବା ବ୍ୟଞ୍ଜନ ହଳଦୀ ବିନା ସବୁକିଛି ଫିକା ଲାଗିଥାଏ । ତେବେ ଏହାର ସ୍ବାସ୍ଥ୍ୟଗତ ଉପକାରିତା ମଧ୍ୟ ରହିଥାଏ ହଳଦୀ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ…
ଷେଓ ପରି ଏହାର ଚୋପା ମଧ୍ୟ ହୋଇଥାଏ ବେଶ ଲାଭକାରୀ, ଦେଇଥାଏ ଅନେକ ରୋଗରୁ ସୁରକ୍ଷା
ଅନେକ ଲୋକଙ୍କର ଅଭ୍ୟାସ ଅଛି ଯେ ସେମାନେ ଷେଓର ଚୋପା ଛଡ଼ାଇ ଖାଆନ୍ତି ଏବଂ ଏହି ଚୋପାକୁ ଅଦରକାରୀ ଭାବରେ ଫିଙ୍ଗିଦିଅନ୍ତି, କିନ୍ତୁ ତାହା କରିବା ଉଚିତ୍ ନୁହେଁ, କାରଣ ଷେଓ ପରି ଷେଓର ଚୋପା ମଧ୍ୟ ଲାଭଦାୟକ ହୋଇଥାଏ | ବାସ୍ତବରେ, ଷେଓ ଚୋପା ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ…
ଶରୀରକୁ ଦୁର୍ବଳ କରିଥାଏ ଏହି ସମସ୍ତ ଖାଦ୍ୟ, ଜାଣନ୍ତୁ କ’ଣ
ଚାଲିଛି କରୋନା କାଳ। ଏବେ ଘରଣୀମାନେ ପରିବାରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ନେଇ ବ୍ୟସ୍ତ। କେତେବେଳେ ଔଷଧ ତ ଆଉ କେତେବେଳେ ଘରୋଇ କାଢା ଦେଇ ପରିବାରର ଯତ୍ନ ନେଉଛନ୍ତି ସେମାନେ । କିନ୍ତୁ କେବେ ଥରେ ଭାବିଛନ୍ତି କି? ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ଖାଦ୍ୟ ଖାଇବା ଯେତିକି ଜରୁରି,…
ଘୁଙ୍ଗୁଡିକୁ ନେଇ ଆପଣେ ସର୍ବଦା ଚିନ୍ତିତ କି ? ଏବେ ଖୁବ ଶୀଘ୍ର ଏହି ସମସ୍ୟାରୁ ମିଳିବ ମୁକ୍ତି
ଘୁଙ୍ଗୁଡ଼ି ଏମିତି ଏକ ଜିନିଷ ଯାହାକୁ ନିୟନ୍ତ୍ରଣ କରାଯାଇ ପାରିବନାହିଁ। ଶୋଇବା ସମୟରେ ମଣିଷ ଶରୀର ସମ୍ପୂର୍ଣ ଶାନ୍ତ ହୋଇଗଲେ ଘୁଙ୍ଗୁଡ଼ି ଆରମ୍ଭ ହୋଇଯାଇଥାଏ। ଘୁଙ୍ଗୁଡ଼ି ଯୋଗୁଁ ପାଖରେ ଶୋଇଥିବା ବ୍ୟକ୍ତି ହଇରାଣ ହୁଅନ୍ତି। ଯେଉଁମାନେ ଘୁଙ୍ଗୁଡ଼ି ମାରନ୍ତି ତାଙ୍କ ପାଖେ ଶୋଇଲେ ଭଲ ନିଦ…
ଶରୀରରେ ହରମୋନ ଅସନ୍ତୁଳନ ପଛରେ ରହିଥାଏ ଏହିସବୁ କାରଣ, କେତେ ସଜାଗ ଆପଣ?
ଆମ ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟ ଯେ କେତେ ଗୁରୁତ୍ବପୁର୍ଣ୍ଣ ତାହା ଆମ ସଭିଙ୍କୁ ଜଣା । କିନ୍ତୁ ତାଠାରୁ ଅଧିକ ଗୁରୁତ୍ବପୁର୍ଣ୍ଣ ହେଉଛି ଆମେ ଦୈନନ୍ଦିନ ଜୀବନରେ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରୁ । ବାସ୍ତବରେ କଣ ଆମେ ଏସବୁ ଦିଗ ପ୍ରତି ଧ୍ୟାନ ଦେଇଥାଉ ? ଆଜିର ଦିନରେ ଏହା ଏକ ବଡ଼…
ଶୀତଦିନେ ଶିଶୁଙ୍କ କେଶର ଯତ୍ନ କିପରି ନେବେ ଜାଣନ୍ତୁ
କଟକ: ନବଜାତକଙ୍କ ମୁଣ୍ଡର ତ୍ୱଚା ଓ କେଶ ତାଙ୍କ ଚର୍ମ ଭଳି କୋମଳ । ଏହା ଉପରେ ଗୁରୁତ୍ୱାରୋପ କରି ହିମାଳୟା ଡ୍ରଗ କଂପାନିର ବିଶେଷଜ୍ଞ ନୂତନ ଭାବେ ହୋଇଥିବା ପିତାମାଙ୍କୁ ସେମାନଙ୍କ ଶିଶୁଙ୍କ କେଶ ପାଇଁ କେତେକ ସ୍ୱତନ୍ତ୍ର ରୁଟିନ୍ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସମ୍ପର୍କୀତ…
ଇମ୍ୟୁନିଟିରୁ ବ୍ଲଡ ପ୍ରେସର ପର୍ଯ୍ୟନ୍ତ, ଶୀତଦିନେ ପ୍ରତିଦିନ ମୂଳା ଖାଇବା ଦ୍ବାରା ମିଳିଥାଏ ଏହି ୮ଟି ବଡ଼ ଫାଇଦା
ଶୀତ ଋତୁରେ, ଖାଇବା ଏବଂ ପିଇବା ପାଇଁ ଅନେକ ଜିନିଷ ଉପଲବ୍ଧ ହୋଇଥାଏ ଯାହାଦ୍ବାରା ଶରୀରକୁ ସହଜରେ ସୁସ୍ଥ ରଖାଯାଇପାରିବ | ଶୀତଦିନେ ସବୁଠାରୁ ଅଧିକ ଖାଉଥିବା ଜିନିଷ ହେଉଛି ମୂଳା | ଏହାର ସ୍ୱାଦ ହେତୁ ଅଧିକାଂଶ ଲୋକ ମୂଳାକୁ ପସନ୍ଦ କରନ୍ତି, କିନ୍ତୁ ଏହାର ଉପକାରିତା ବିଷୟରେ ଖୁବ୍ କମ୍ ଲୋକ…
ଗାଧୋଇବା ସମୟରେ ଆପଣ ମଧ୍ୟ କରୁନାହାନ୍ତି ତ ଏହି ନଅଟି ଭୁଲ୍ ! ଜଲଦି ଛାଡ଼ନ୍ତୁ ଏହିସବୁ ଅଭ୍ୟାସ
ଗାଧୋଇବା ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ | ଏହାଦ୍ବାରା ଶରୀରରେ ଫୁର୍ତି ଆସିବା ସହିତ ପରିଷ୍କାର ପରିଚ୍ଛନ୍ନ ଅନୁଭବ ଦେଇଥାଏ | ପ୍ରତିଦିନ ସ୍ନାନ କରିବା ଦ୍ୱାରା ଶରୀରର ଅନେକ ରୋଗରୁ ମୁକ୍ତି ମିଳିଥାଏ | ତଥାପି, ସ୍ନାନ କରିବା ସମୟରେ ଅନେକ ଲୋକ ମଧ୍ୟ ଏପରି ଭୁଲ କରନ୍ତି,…
ଶୀତ ରୁତୁରେ ଏହି ପାଂଚଟି ଫଳ ଇମ୍ୟୁନିଟି ମଜବୁତ କରିବାରେ ହୋଇଥାଏ ସହାୟକ
ଶୀତଦିନେ ଫ୍ଲୁ କିମ୍ବା ସଂକ୍ରମଣର ପ୍ରସାର ହେବା ସାଧାରଣ । କିନ୍ତୁ ଯଦି ରୋଗ ପ୍ରତିରୋଧକ ଶକ୍ତି ଭଲ ହୁଏ, ତେବେ ହୁଏତ ଜଣେ ଅସୁସ୍ଥ ହୋଇନପାରନ୍ତି କିମ୍ବା ଅସୁସ୍ଥ ହେଲେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତି | ଯେହେତୁ ଏଥର କରୋନା ଭାଇରସ ଭଳି ମାରାତ୍ମକ ରୋଗ ସମଗ୍ର ବିଶ୍ୱରେ ବ୍ୟାପିଛି, ତେଣୁ…