Browsing Category

ଖବର

ଆଜି ବିହାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ନୀତୀଶ କୁମାର, ତେଜସ୍ୱୀ ଯାଦବ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ବିହାର ରାଜନୀତିରେପୁଣି ଏକ ବଡ଼ ହଟଚମଟ ହୋଇଛି । କିଛିଦିନ ହେଲା ଲାଗି ରହିଥିବା ବିବାଦ ପରେ ଶେଷରେ ମଙ୍ଗଳବାର ଏନ୍‌ଡିଏରୁ ଓହରି ଯାଇଛି ଜେଡିୟୁ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ଏଥିସହ ୨୧ ମାସର ଜେଡିୟୁ-ବିଜେପି ସରକାରର ପତନ ହୋଇଛି । ବିଜେପି ସହ ସଂପର୍କ ଛିନ୍ନ…

ପୁଣିଥରେ କରୋନା ସଂକ୍ରମିତ ହେଲେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ଟ୍ୱିଟ ମାଧ୍ୟମରେ ଏନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜେଟିଭ ଆସିଛି। ସେ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି। ସୂଚନା ଥାଉକି ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର ପାଇଁ…

ରାଜ୍ୟରେ ଏଥର ହେବନି ପରେଡ, କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ

ରାଜ୍ୟରେ ଏଥର ହେବନି ପରେଡ । କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତା ଦିବସ । ପ୍ରଦର୍ଶନୀ ପଡିଆରେ ହେବ ପତାକା ଉତ୍ତୋଳନ । ସ୍ୱାଧୀନତା ଦିବସରେ ଏଥର ରାଜ୍ୟରେ ହେବନି ପରେଡ । ସେହିଭଳି ହେବନି ଜନସମାଗମ । ବିଶେଷ କରି ଭାଗ ନେବେନାହିଁ ସ୍କୁଲ ଛାତ୍ରଛାତ୍ରୀ । ଏନେଇ ନିଷ୍ପତ୍ତି ନେଇଛନ୍ତି…

ହିରୋସୀମା-ନାଗାସାକି ଉପରେ ପରମାଣୁ ଆକ୍ରମଣକୁ ପୁରିଲା ୭୭ ବର୍ଷ

ଆଜିକୁ ଠିକ୍ ୭୭ ବର୍ଷ ତଳେ ବିଶ୍ୱ ଦେଖିଥିଲେ ଭୟଙ୍କର ଚିତ୍ର । ପରମାଣୁ ବୋମାରେ ଥରିଥିଲା ଜାପାନର ହିରୋସୀମା ଓ ନାଗାସାକି । ଯାହାର ପରିମାଣ ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିଲେ । ଅଗଷ୍ଟ ୬ରେ ହିରୋସୀମା ଓ ଅଗଷ୍ଟ ୯ରେ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା । ହଜାର ହଜାର…

ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ଘଟଣା

ବିହାରର ମୁଖ୍ୟ ମନ୍ତ୍ରୀ ନିତିଶ କୁମାର ବିଜେପ ସହିତ ନିଜର ମେଣ୍ଟ ଭାଙ୍ଗିବାର ସୂଚନା ଦେଇଛନ୍ତି । ବିହାରରେ ନିତିଶ କୁମାର ବିଜେପି-ଜେଡିୟୁ ମେଣ୍ଟ ଭଙ୍ଗନ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଜି ଅପରାହ୍ନ ୪ଟା ବେଳେ ନିତିଶ କୁମାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟିବାର…

ମହାରାଷ୍ଟ୍ର କ୍ୟାବିନେଟର ସଂପ୍ରସାରଣ : ଶପଥ ନେଲେ ୧୮ ମନ୍ତ୍ରୀ

ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ପ୍ରଥମ ଥର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଏକନାଥ ସିନ୍ଦେ। ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା…

ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା

ଦୁଇ ଦିନର ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଦିନ ଲିଙ୍ଗରାଜ ମନ୍ଦିର ଦର୍ଶନ ପରେ କଟକ ଯିବାର ଯୋଜନା ରହିଥିଲା । ଏହି ଯୋଜନା ମୁତାବକ ଅମିତ ଶାହା କଟକରେ ପହଞ୍ଚି କଡା ସୁରକ୍ଷା ବଳୟ ଭିତରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ…

ଆଜି ଦିନ ୪ଟାରେ ପ୍ରକାଶ ପାଇବ କଳା ଯୁକ୍ତ ଦୁଇ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଟସିଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ବିଦ୍ୟାର୍ଥୀମାନେ ଡବଲ୍ୁଡବ୍ଲୁଡବ୍ଲୁ.ଓଡିଶାରୋଲଜଲ୍ଟ.ଏନଆଇସି.ଇନରେ ଲଗଇନ କରି ଦେଖିପାରିବେ । ଏହି ବିଭାଗରେ ସମୁଦାୟ ୨ଲକ୍ଷ୩୭ହଜାର…

ନୂଆଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ

ରାଜଧାନୀ ଦିଲ୍ଲୀରେ ଦେଖାଯାଇଛି କଂଗ୍ରେସର ଜୋରଦାର ଆନ୍ଦୋଳନ। ଆଜି କଂଗ୍ରେସ ପାଳୁଛି ବ୍ଲାକ ଫ୍ରାଇଡେ। ଦରବୃଦ୍ଧି, ଜିଏସି, ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଏହି ଆନ୍ଦୋଳନ କରୁଥିବା ବେଳେ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କଳା ପୋଷାକ ପିନ୍ଧି କଂଗ୍ରେସ ପକ୍ଷରୁ…

ରେପୋ ରେଟ୍ ବଢାଇଲେ ରିଜର୍ଭ ବ୍ୟାଙ୍କ, ଲୋନ୍ ଉପରେ ପଡିବ ପ୍ରଭାବ

ଭାରତୀୟ ରିଜର୍ଭ ବ୍ୟାଙ୍କର ମୌଦ୍ରିକ ନୀତି ବୈଠକ ଶେଷ ହୋଇଛି । ବୁଧବାରଠୁ ଚାଲିଥିବା ଏହି ବୈଠକର ଶେଷ ଦିନରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନୂଆ ରେପୋ ରେଟ୍ ଜାରି କରିଛନ୍ତି । ଚଳିତ ଥର ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଫଳରେ ରେପୋ…