ଆଜି ଦିନ ୪ଟାରେ ପ୍ରକାଶ ପାଇବ କଳା ଯୁକ୍ତ ଦୁଇ ପରୀକ୍ଷା ଫଳ


ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଟସିଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ବିଦ୍ୟାର୍ଥୀମାନେ ଡବଲ୍ୁଡବ୍ଲୁଡବ୍ଲୁ.ଓଡିଶାରୋଲଜଲ୍ଟ.ଏନଆଇସି.ଇନରେ ଲଗଇନ କରି ଦେଖିପାରିବେ । ଏହି ବିଭାଗରେ ସମୁଦାୟ ୨ଲକ୍ଷ୩୭ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
ଏହି ପରୀକ୍ଷା ଫଳର ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଗଷ୍ଟ ୬ତାରିଖରେ ସୂଚନା ପ୍ରଦାନ କରାଯାଇଥିଲା ।


Share It

Comments are closed.