Browsing Category

ଖବର

ରାତି ୮ଟା ସୁଦ୍ଧା ଖୋଲିବ ହୀରାକୁଦର ୪୦ଟି ଗେଟ

ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ବର୍ଷାର ପରିମାଣ କମ ଥିଲେ ମଧ୍ୟ ହୀରାକୁଦର ଉପର ମୁଣ୍ଡରେ ବର୍ଷା ବଢୁଥିବାରୁ ହୀରାକୁଦରେ ଜଳ ସ୍ତର ବଢିବାରେ ଲାଗିଛି ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦର ସୁଇସ ଗେଟ୍ ଖୋଲିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସକାଳେ ୮ଟି ଗେଟ…

ପହଲଗାମରେ ନଦାକୁ ପସିଲା ଅଇଟିବିପିର ବସ,୬ଜଣ ମୃତ ଏବଂ ୩୨ ଆହତ

ଜାମ୍ମୁ କାଶ୍ମୀରର ପାହଲଗାମଠାରେ ଇଣ୍ଡୋ-ତିବେତିଆନ ବର୍ଡର ପୋଲିସର ବସ ନଦୀକୁ ଖସିପଡିଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହାତ ଅଛନ୍ତି । ସେହି ବସ କେଦାର ନାଥ ଡ୍ୟୁଟି ପାଇଁ ଯାଉଥିବା ଜଣାପଡିଛି । ବସରେ ସମୁଦାୟ ୩୯ଜଣ ବ୍ୟକ୍ତି ଥିଲେ ୩୭ ଜଣ ଆଇଟିବିପି ଏବଂ ୨ଜଣ ଜାମ୍ମୁ…

ଆସନ୍ତା ୬ ମାସ ଭିତରେ ଭାରତକୁ ଆସିବ ଓମିକ୍ରନ ଭ୍ୟାକ୍ସିନ

ଓମିକ୍ରନ ଭ୍ୟାରିଏଣ୍ଟ ପାଇଁ ପ୍ରଥମ ଦେଶ ଭାବେ ବ୍ରିଟେନ୍ ଟିକା ବାହାର କରିଛି। ଆଉ ଏହାର କ୍ଲିନିକାଲି ପରୀକ୍ଷଣ ପରେ ଭିଭାଲେଣ୍ଟ ଭ୍ୟାକ୍ସିନକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏପରି ଅନୁମତି ଦେବାରେ ବ୍ରିଟେନ୍ ବିଶ୍ୱରେ ପ୍ରଥମ। ତେବେ ଖୁବ୍‌ଶୀଘ୍ର ଭାରତକୁ ମଧ୍ୟକ…

ଆଜି ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ

ବିହାରରେ ସରକାର ପରିବର୍ତ୍ତନ ପରେ ମଙ୍ଗଳବାର ମନ୍ତ୍ରିମଣ୍ଡଳର ବିସ୍ତାର କରାଯିବ । ମୋଟ୍ ୩୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ସେମାନଙ୍କୁ ଶପଥ ପାଠ କରାଇବେ । ଯେଉଁ ବିଧାୟକଙ୍କୁ ମନ୍ତ୍ରୀପଦ  ମିଳିବ ସେମାନଙ୍କୁ ସୋମବାର ରାଜଭବନରୁ ଫୋନ୍ ଯାଇଥିଲା ।…

ମୁଣ୍ଡଳିରେ ୧୧ ଲକ୍ଷ ଘନ ଫୁଟରୁ ଅଧିକ ଵନ୍ୟାଜଳ ପ୍ରଵାହିତ

କଟକ ନରାଜ ନିକଟରେ ସକାଳ ୬ ଟା ସୁଦ୍ଧା ୫ ଲକ୍ଷ ୫୦ ହଜାର ୪୯୪ ଘନ ଫୁଟ ଜଳ ପ୍ରବାହିତ ହେଉଛି। ସେହିଭଳି ନରାଜର ଉପର ମୁଣ୍ଡରେ ଜଳସ୍ତର ୨୬. ୩୦ ମିଟର ଥିବା ବେଳେ ତଳ ମୁଣ୍ଡର ଜଳସ୍ତର ୨୪.୭୦୦ମିଟର ରହିଛି। ସେପଟେ କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସକାଳ ୬ଟା ସୁଦ୍ଧା ୧୧ ଲକ୍ଷ ୩୬ ହଜାର ୯୩୦…

ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌

ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌ । ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଡ୍ୟାମରେ ୮ଟି ଗେଟ୍‌ ବନ୍ଦ ହେବା ଯୋଗୁ ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ପୂର୍ବରୁ ୩୪ଟି ଗେଟ୍‌ ଦେଇ ଜଳ…

ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର

ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ରହିଛି। ବର୍ତ୍ତମାନ ମଧ୍ୟ ସେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଥିବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଜୀବନ ରକ୍ଷକ ପ୍ରଣାଳୀରେ ରହିଛନ୍ତି। ସୋମବାର ଡାକ୍ତରଖାନା ସୂତ୍ରରୁ…

ଦେଶବାସୀଙ୍କ ଉଦେ୍ଦଶ୍ୟରେ ଆଜି ଅଭିଭାଷଣ ଦେବେ ରାଷ୍ଟ୍ରପତି ଦୈପଦୀ ମୁର୍ମୁ

ଦେଶରେ ସ୍ୱାଧିନତା ଦିବସକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ଏବଂ ହର ଘର ତ୍ରିରଙ୍ଗା ପାଳିତ ହେଉଛି । ଏହି ଅବସରରେ ରାଷ୍ଟ୍ରପତି ଆଜି ସନ୍ଧ୍ୟା ୭ଟାରେ ଦେଶ ବାସୀଙ୍କ ଉଦେ୍ଦଶ୍ୟରେ ଅଭିଭାଷଣ ପ୍ରଦାନ କରିବେ । ଏହା ଅଲ ଇଣ୍ଡିଆ ରେଡିଓରେ ସମସ୍ତ ଜାତୀୟ…

ଭାରତର ୱାରେନ ବଫେଟ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷରେ ଦେହାନ୍ତ

ଷ୍ଟକ ମାର୍କେଟର ବିଗବୁଲ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଦେହାନ୍ତ ହୋଇଛି । ତାଙ୍କୁ ପୂର୍ବରୁ ୨ରୁ ୩ ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡିରେ…

ନିଜ ସରକାରୀ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡାର ମେଡାଲ ବିଜେତାଙ୍କ ସହିତ ବାର୍ତ୍ତାଳାପ କରିଲେ ପ୍ରଧାନମନ୍ତ୍ରୀ…

ନିଜର ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ବିଜେତାଙ୍କ ସହିତ ଶନିବାର ଦିନ ବାର୍ତାଳାପ କରିଥିଲେ । ପ୍ରଥମ ଥର ପାଇଁ ମୋଦି ବିଜେତାମାନଙ୍କ ସହିତ ସାମନିସାମନି ଆଲୋଚନା କରିଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲମ୍ପିକ…