ପହଲଗାମରେ ନଦାକୁ ପସିଲା ଅଇଟିବିପିର ବସ,୬ଜଣ ମୃତ ଏବଂ ୩୨ ଆହତ


ଜାମ୍ମୁ କାଶ୍ମୀରର ପାହଲଗାମଠାରେ ଇଣ୍ଡୋ-ତିବେତିଆନ ବର୍ଡର ପୋଲିସର ବସ ନଦୀକୁ ଖସିପଡିଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହାତ ଅଛନ୍ତି । ସେହି ବସ କେଦାର ନାଥ ଡ୍ୟୁଟି ପାଇଁ ଯାଉଥିବା ଜଣାପଡିଛି । ବସରେ ସମୁଦାୟ ୩୯ଜଣ ବ୍ୟକ୍ତି ଥିଲେ ୩୭ ଜଣ ଆଇଟିବିପି ଏବଂ ୨ଜଣ ଜାମ୍ମୁ କାଶ୍ମିର ପୋଲିସ ଥିଲେ । ବସଟି ଚନ୍ଦନଫ୍ୱାରୀରୁ ପହଲସଗାମ ଅଭିମୁଖେ ଯାତ୍ରା କରୁଥିଲା । ବ୍ରେକ ଫେଲ ହେବାରୁ ବସଟି ଓଲଟି ଥିବାର ସୂଚନା ମିଳିଛି ।


Share It

Comments are closed.