Browsing Category

ଖବର

ସୁନ୍ଦରଗଡ଼ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟକୁ ସ୍ଵୀକୃତି

ସୁନ୍ଦରଗଡ଼, ୧୯ ଅଗଷ୍ଟ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩

ମହାନଦୀରେ କମୁଛି ଜଳସ୍ତର

ଉପରମୁଣ୍ଡରେ ବର୍ଷା କମିବା ପରେ ଧୀରେ ଧୀରେ କମିବାରେ ଲାଗିଲାଣି ବିଭିନ୍ନ ନଦୀର ଜଳସ୍ତର । ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ଏହା ଏକ ଆଶ୍ୱସ୍ତିକର ଖବର । ଏହାର ପ୍ରଭାବର ମୁଣ୍ଡଳୀ ନିକଟରେରେ ମହାନଦୀରେ ବି କମିଛି ଜଳସ୍ତର । କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସକାଳ ୧୦ସୁଦ୍ଧା ନଅ ଲକ୍ଷ ଛପନ…

ୟୁଜବେନ୍ଦ୍ରଙ୍କ ସହ ବିଚ୍ଛେଦ ଖବର ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଷ୍ଟାଟସ ସେୟାର କରି କିଛି ଏପରି ଲେଖିଲେ ଧନଶ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା । ସେ ଜଣେ ୟୁଟ୍ୟୁବର୍ ସହ ସୋସିଆଲ୍ ମିଡିଆର ଜଣାଶୁଣା ଷ୍ଟାର। ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିବା ପୂର୍ବରୁ ସେ ଖୁବ୍‌ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି। ହେଲେ କ୍ରିକେଟରଙ୍କୁ ବିବାହ କରିବା ପରେ ତାଙ୍କର ଲୋକପ୍ରିୟତା…

ଲାଉସାନ୍‌ ଡାଇମଣ୍ଡ୍‌ ଲିଗ୍‌-୨୦୨୨, ଜାଭେଲିନ୍‌ ତାଲିକାରେ ନୀରଜ ସାମିଲ

ସ୍ୱିଜରଲାଣ୍ଡର ଲାଉସାନ୍‌ ଠାରେ ଆସନ୍ତା ୨୬ ତାରିଖ ଡାଇମଣ୍ଡ୍‌ ଲିଗ ମିଟ୍‌ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ ଗୁରୁବାର ବିଭିନ୍ନ କ୍ରୀଡ଼ା ଇଭେଣ୍ଟର ଆଥଲେଟ୍‌ ତାଲିକା ପ୍ରକାଶ ପାଇଛି । ଜାଭେଲିନ୍‌ ତାଲିକାରେ ଅଲିମ୍ପିକ୍ସ ଚାମ୍ପିଅନ୍‌ ତଥା ବିଶ୍ୱ ଆଥଲେଟିକ୍ସ ରୌପ୍ୟ ପଦକ ବିଜେତା…

ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ବାହାର ଲୋକ ମଧ୍ୟ ଜାମ୍ମୁ କାଶ୍ମୀରରେ ଦେଇପାରିବେ ଭୋଟ୍

ଜାମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ହିରଦେଶ କୁମାର ଏକ ପ୍ରମୁଖ ଘୋଷଣା କରିଛନ୍ତି। କାଶ୍ମୀର ବାହାରେ ଥିବା ଲୋକଙ୍କୁ ମଧ୍ୟ ଆୟୋଗ ଭୋଟ୍ ଅଧିକାର ପ୍ରଦାନ କରିଛନ୍ତି। ଏଥିରେ କର୍ମଚାରୀ, ଛାତ୍ର, ଶ୍ରମିକ କିମ୍ବା ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ସାମିଲ…

ରତନ ଟାଟା ଆଣିଲେ ବରିଷ୍ଠ ନାଗରିକଙ୍କ ପାଇଁ ଗୁଡଫେଲୋଜ ଷ୍ଟାର୍ଟଅପ

ଦେଶର ବିଶେଷ ଶ୍ରେଷ୍ଠ ଉଦ୍ୟୋଗପତି ରତନ ଟାଟା ବରିଷ୍ଠ ନାଗରିକଙ୍କ ଉଦେ୍ଦଶ୍ୟରେ ଏକ ଷ୍ଟାର୍ଟଅପ ପ୍ଲାନ ଗୁଡଫଲୋଜର ଶୁଭାରମ୍ଭ କରିଛନ୍ତି । କର୍ନେଲ ୟୁନିଭର୍ସିଟି ଏମବିଏ ପାଟସଆଉଟ ଛାତ୍ର ଶାନ୍ତନୁ ନାଇଡୁ ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତା ଅଟନ୍ତି । ୨୮ବର୍ଷିୟ ଶାନ୍ତନୁ ନାଇଡୁ ଟାଟା ଗ୍ରୁପରେ…

ଦୁଇ ଟଙ୍କା ଲେଖାଏଁ ବଢିଲା ଅମୁଲ ଏବଂ ମଦର ଡାଏରି ମିଲ୍କ ମୂଲ୍ୟ

ଦେଶର ସର୍ବବୃହତ ବିକ୍ରି ଦେଉଥିବା ଦୁଗ୍ଧ ଅମୁଲ ଏବଂ ମଦରଡାଏରୀରର ମୂଲ୍ୟ ୨ଟଙ୍କା ଲେଖାଏଁ ବୃଦ୍ଧି ପାଇଛି । ଗୁଜୁରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମୂଲ୍ୟ ବୁଧବାର ଠାରୁ ଲାଗୁହେବ । ଦର ବୃଦ୍ଧି ପରେ ଅମୁଲ ଗୋଲ୍ଡ…

ଆମେରିକାର ରାଷ୍ଟ୍ରପତି ଜିୟୋ ବାଇଜେନଙ୍କ ପତ୍ନୀ ଜିଲ ବାଇଡେନ କରୋନାରେ ଆକ୍ରାନ୍ତ

ଆମେରିକାର ପ୍ରଥମ ମହିଳା ଜିଲ ବାଇଡନେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଚନ୍ତି । ୭୧ ବର୍ଷୀୟ ଜିଲ ବର୍ତ୍ତମାନ ସାଉଥ କାର୍ଲିଫର୍ଣ୍ଣିଆରେ ଛୁଟିଦିନ କଟାଉଥିବା ବେଳେ ଏକ ଘରୋଇ ବାସଭାବନରେ ଆଇସୋଲେସନରେ ଅଛନ୍ତି । ସେ କୋରାନା ଆକ୍ରାନ୍ତ ନେଇ ତାଙ୍କର କମ୍ୟୁନିକେସନ ନିଦେ୍ର୍ଦଶକ ଏଲିଜାବେଥ…

ଗର୍ଭବତୀଙ୍କୁ ୩କି.ମି ଷ୍ଟ୍ରେଚରରେ ବୋହି ଆଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କଳାହାଣ୍ଡି: ନୀକଟରେ ରାୟଗଡ଼ା ଜିଲ୍ଲାରେ ଦୁଇଟି ଘଟଣାରେ ୧୦୮ ଆମ୍ବଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ କାନ୍ଧରେ ବୋହି ଆଣି ପ୍ରଶଂସା ସାଉଁଟିଥିବାବେଳେ ଆଜି ସମାନ ଧରଣର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଘଟଣାନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ …