ଆମେରିକାର ରାଷ୍ଟ୍ରପତି ଜିୟୋ ବାଇଜେନଙ୍କ ପତ୍ନୀ ଜିଲ ବାଇଡେନ କରୋନାରେ ଆକ୍ରାନ୍ତ


ଆମେରିକାର ପ୍ରଥମ ମହିଳା ଜିଲ ବାଇଡନେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଚନ୍ତି । ୭୧ ବର୍ଷୀୟ ଜିଲ ବର୍ତ୍ତମାନ ସାଉଥ କାର୍ଲିଫର୍ଣ୍ଣିଆରେ ଛୁଟିଦିନ କଟାଉଥିବା ବେଳେ ଏକ ଘରୋଇ ବାସଭାବନରେ ଆଇସୋଲେସନରେ ଅଛନ୍ତି । ସେ କୋରାନା ଆକ୍ରାନ୍ତ ନେଇ ତାଙ୍କର କମ୍ୟୁନିକେସନ ନିଦେ୍ର୍ଦଶକ ଏଲିଜାବେଥ ଆଲେକଡଜାଣ୍ଡର ସୂଚନା ଦେଇଛନ୍ତି । ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜିଓ ବାଇଡେନ ଜୁଲାଇ ୨୧ରେ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ ଅଗଷ୍ଟ ୭ରେ ନେଗେଭିଟ ହୋଇଥିଲେ । ଜିଲଙ୍କୁ ସୋମବାର ଦିନ ଥଣ୍ଡା ଜନିତ ଲକ୍ଷଣ ଥିବାରୁ ତାଙ୍କର ଚେଷ୍ଟ କରାଯାଇଥିଲା । ପ୍ରଥମେ ରାପିଡ ଆଣ୍ଟିଜେନ ଟେଷ୍ଟ ଏବଂ ପରେ ଆରଟିପିସିଆର ଟେଷ୍ଟ କରାଯାଇଥିଲା ।


Share It

Comments are closed.