Browsing Category
ଖବର
ଆଜି ବିଶ୍ୱ ସୁନାମି ସଚେତନତା ଦିବସ
୨୦୧୫ ମସିହା, ଡିସେମ୍ବର ମାସରେ ଜାତିସଂଘ ମହାସଭା ନଭେମ୍ବର ୫ ତାରିଖକୁ ବିଶ୍ୱ ସୁନାମି ସଚେତନତା ଦିବସ ରୂପେ ନାମିତ କଲା । ସୁନାମି ପ୍ରତି ସଚେତନତା ସୃଷ୍ଟି ଏବଂ ଏହି ଆଶଙ୍କା ହ୍ରାସ ଲାଗି ଅଭିନବ ଉପାୟ ଶେୟାର କରିବାକୁ ଦେଶ, ଅନ୍ତର୍ଜାତୀୟ ସଂସ୍ଥା ଏବଂ ନାଗରିକ ସମାଜକୁ ଏହା ଆହ୍ୱାନ ଦିଏ ।…
ଗୁଜରାଟରେ ଇସୁଦାନ ଗଢବୀ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଆମ ଆଦମୀ ପାର୍ଟି(ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ ଗୁଜରାଟରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। କେଜ୍ରିୱାଲ୍ ୨୯ ଅକ୍ଟୋବରରେ ସୁରଟ୍ରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ପଚାରିଥିଲେ ସେ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି। ଜନତାଙ୍କ…
ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ, ବନ୍ଦ ହେଲା ପ୍ରାଇମେରୀ ସ୍କୁଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି ଯେ, ରାଜଧାନୀ ଦିଲ୍ଲୀରେ ଆସନ୍ତା କାଲି ଅର୍ଥାତ ୫ ନଭେମ୍ବରରୁ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ। ଏହାଛଡା ପଞ୍ଚମ ଶ୍ରେଣୀରୁ ଉପର କ୍ଲାସର ସବୁ ଆଉଟଡୋର ଆକ୍ଟିଭିଟି ଉପରେ ମଧ୍ୟ କଟକଣା ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି,…
ଇଣ୍ଡିଆନ୍ ପ୍ଲାଷ୍ଟିକ୍ସ ଫେଡେରେଶନ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଭାରତର ସର୍ବବୃହତ୍ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍…
ଭୁବନେଶ୍ୱର : ପୂର୍ବାଂଚଳ ଭାରତରେ ପ୍ଲାଷ୍ଟିକ୍ ଶିଳ୍ପରେ ଅଭିବୃଦ୍ଧି ସୁଯୋଗଗୁଡିକୁ ସମର୍ଥନ କରିବା ପାଇଁ ଇଣ୍ଡିଆନ୍ ପ୍ଲାଷ୍ଟିକ୍ସ ଫେଡେରେଶନ (ଆଇପିଏଫ୍) ପକ୍ଷରୁ କୋଲ୍କାତାରେ ଆସନ୍ତା ୨୫ ନଭେମ୍ବରରୁ ୨୮ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଏହାର ତ୍ରୟିବାର୍ଷିକ ପ୍ରଦର୍ଶନୀ …
ବାଜିଲା ଗୁଜୁରାଟ ନିର୍ବାଚନ ବିଗୁଲ, ଡିସେମ୍ବର ୧ ଓ ୫ରେ ମତଦାନ
ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍ । ପ୍ରତୀକ୍ଷାର ଅନ୍ତ ଘଟିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରେସ୍ କନଫରେନ୍ସ କରି ଏ ନେଇ ଘୋଷଣା କରିଛନ୍ତି । ମୋଟ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଆସନ୍ତା…
ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ବରଗଡ଼: ଜଣେ ଗୁରୁତର ରୋଗୀଙ୍କୁ ଅସମୟରେ ରକ୍ତ ଦାନ କରି ପୁଣି ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ପ୍ରଭାତି ଧାରୁଆ ନାମକ ଜଣେ ମହିଳା ରକ୍ତହୀନତାରେ ପୀଡ଼ିତ ହୋଇ ପଦମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା …
‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନୀତ ହେଲେ ସ୍ୱର୍ଗତ ଅଭିନେତା ପୁନୀତ କୁମାର
ଦିବଂଗତ ଅଭିନେତା ପୁନୀତ ରାଜକୁମାର ହୁଏତ ଆମ ଗହଣରେ ଆଉ ନାହାଁନ୍ତି, କିନ୍ତୁ ଫ୍ୟାନ୍ସ ଆଜିବି ତାଙ୍କୁ ମନେ ରଖିଛନ୍ତି। ପୁନୀତଙ୍କ ଦେହାନ୍ତ ପରଠାରୁ ପ୍ରତ୍ୟେକ କନ୍ନଡ ଫିଲ୍ମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ବର୍ତ୍ତମାନ ଅଭିନେତାଙ୍କୁ କର୍ଣ୍ଣାଟକର ସର୍ବୋଚ୍ଚ ନାଗରିକ ପୁରସ୍କାର…
୧୪ ନମ୍ବର ୱାର୍ଡରେ ବିଜେଡିର ଜନସଂପର୍କ ପଦଯାତ୍ରା
ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ଆଜି ବାରବାଟି କଟକର ୧୪ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀ ବସନ୍ତ ବେହେରା ଏବଂ ସଭାପତି ଶିବ ଶଙ୍କର ସିଂହଙ୍କ ନେତୃତ୍ୱରେ…
ଏମ୍ସ ଭୁବନେଶ୍ୱରରେ ସ୍ୱଚ୍ଛତା ସ୍ୱତନ୍ତ୍ର ଅଭିଯାନ ୨.୦ ମାସ ଉଦଯାପିତ
ଭୁବନେଶ୍ୱର, ୧/୧୧/୨୦୨୨: “ଏମ୍ସ ଭୁବନେଶ୍ୱରକୁ ସଫା ରଖିବା ସମସ୍ତଙ୍କ ଦାୟିତ୍ଵ। ଏହି ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନକୁ ଚିକିତ୍ସା ନିମନ୍ତେ ଆସୁଥିବା ହଜାର ହଜାର ରୋଗୀଙ୍କ ପାଇଁ ଏକ ସ୍ୱଚ୍ଛ, ଡାକ୍ତରଖାନା ଯୋଗାଇବାଦେବା ନିମନ୍ତେ ଏହି ଅନୁଷ୍ଠାନର ସମସ୍ତ ହିତାଧିକାରୀ!-->…
ସ୍ଥାନୀୟ ସଂସ୍ଥାଙ୍କ ସହ ସହଯୋଗିତା ଲାଗି ଦେଶବିଦେଶର ଟୁର୍ ଅପରେଟର ଆଗ୍ରହୀ
ଭୁବନେଶ୍ୱର: ପଯ୍ୟଟନ, ଟ୍ରାଭେଲ ଓ ଆତିଥେୟତା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବା ଲାଗି ଦେଶବିଦେଶର ଟୁର ଅପରେଟରମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ର ତୃତୀୟ ଦିନରେ ରେକର୍ଡ ୩,୩୭୭ ସଂଖ୍ୟକ…