Browsing Category
କ୍ରୀଡା
ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରୁଛି ମହିଳା ଟି -୨୦ ବିଶ୍ୱକପ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ‘ବିୟଣ୍ଡ ଦ…
ଆଇସିସି ମହିଳା ଟି-୨୦ ବିଶ୍ୱକପ ଉପରେ ଡକ୍ୟୁମେଣ୍ଟାରୀ 'ବିଉଣ୍ଡ ଦ ବାଉଣ୍ଡରୀ' ଶୁକ୍ରବାର ଦିନ ଆମେରିକାର ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମ 'ନେଟଫ୍ଲିକ୍ସ'ରେ ମୁକ୍ତିଲାଭ କରିବ। ଆଇସିସି ବିବୃତ୍ତି ଅନୁଯାୟୀ, ଏହି ଡକ୍ୟୁମେଣ୍ଟାରୀରେ ୧୭ ଦିନିଆ ଟୁର୍ନାମେଣ୍ଟରେ ଦଳର ଅଗ୍ରଗତି ଏବଂ ଖେଳାଳିଙ୍କ…
ଇମ୍ରାନଙ୍କ ବିରୋଧରେ ବିଷ ଓଗାଳିଲେ ମିଆଁଦାଦ
ଇମରାନ୍ ଖାନ କ୍ରିକେଟରୁ ରାଜନୀତିକୁ ଆସିଛନ୍ତି । ହେଲେ ସେ କ୍ରିକେଟ ପ୍ରତି ଦୃଷ୍ଟି ଦେଉ ନଥିବା କଥା ଅଭିଯୋଗ ହୋଇଛ । ଖୋଦ୍ ପାକିସ୍ତାନୀ କ୍ରିକେଟରମାନେ ଏହି ଅଭିଯୋଗ କଲେଣି । ଦିନେ ଇମରାନ୍ଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ଦେଖି ଉତ୍ସାହିତ ହେଉଥିବା ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀମାନେ…
ୟୁଏଇ ଗସ୍ତ ପୂର୍ବରୁ ଅଭ୍ୟାସ ପାଇଁ ଆସନ୍ତା ୧୬ରୁ ମଇଦାନକୁ ଓହ୍ଲାଇବେ ଧୋନୀ
ୟୁଏଇ ଗସ୍ତ କରିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ୬ ଦିନିକିଆ ଅଭ୍ୟାସ ଶିବିର ଚେନ୍ନାଇରେ ଆୟୋଜିତ ହେବାକୁ ଯାଉଛି । ଏହା ୧୬ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ । କିନ୍ତୁ ଏହି ଶିବିରରେ ଯୋଗ ଦେବେ ନାହିଁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏ ବିଷୟରେ ସୁପର କିଙ୍ଗ୍ସର ସିଇଓ…
ପାକିସ୍ତାନ କ୍ରିକେଟ ବୋର୍ଡକୁ କଡା ସମାଲୋଚନା କଲେ ଅକମଲ
ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନ କ୍ରିକେଟର୍ କମରାନ୍ ଅକମଲ। ତାଙ୍କ ସାନ ଭାଇ ତଥା କ୍ରିକେଟର୍ ଉମର ଅକମଲଙ୍କ ପ୍ରସଙ୍ଗରେ ପିସିବି ଯେପରି ମନୋଭାବ ପୋଷଣ କରୁଛି ତାହା ଗ୍ରହଣୀୟ ନୁହେଁ ବୋଲି କମରାନ୍ ମତ ଦେଇଛନ୍ତି। ପାକିସ୍ତାନ ସୁପର…
ଆଇପିଏଲରୁ ଭିଭୋ ଓହରି ଯିବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲୀ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ ପ୍ରାୟୋଜକ ଭାବେ ଚୀନ୍ର ମୋବାଇଲ୍ ଫୋନ୍ ନିର୍ମାତା କମ୍ପାନୀ ଭିଭୋ ଓହରି ଯାଇଛି। ଅବଶ୍ୟ ବିସିସିଆଇ ଭିଭୋକୁ ଆଇପିଏଲ୍ର ଟାଇଟଲ ପ୍ରାୟୋଜକ ଭାବେ ହଟାଯାଇଛି ବୋଲି କହୁଛି। ଏହାକୁ ନେଇ ଗଣମାଧ୍ୟମରେ ନାନା ଆଲୋଚନା ଚାଲିଛି। ଫଳରେ ଏହାକୁ…
କିଙ୍ଗସ ଏକାଦଶର ମୁଖ୍ୟ ପ୍ରଶିକ୍ଷକ ଭାବେ କୁମ୍ବଲେ ସଫଳତା ପାଇବେ ବୋଲି ଆଶାବ୍ୟକ୍ତ କଲେ ବ୍ରେଟ ଲି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବ। ଆଇପିଏଲ୍ର ଚଳିତ ସଂସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର୍ ଅନୀଲ କୁମ୍ବଲେ ନିଶ୍ଚିତ ଭାବେ ସଫଳତା ପାଇବେ ବୋଲି…
ବଡ ଖବର : ପାକିସ୍ତାନରେ କ୍ରିକେଟ ମ୍ୟାଚ ବେଳେ ଆତଙ୍କବାଦୀ ଆକ୍ରମଣ
ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ ସୁରକ୍ଷିତ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବାରମ୍ବାର ଦାବି କରୁଛି। ଏହାପରେ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଭଳି କେତେକ ଟିମ୍ ପାକିସ୍ତାନ ଗସ୍ତ କରିଛନ୍ତି। କିନ୍ତୁ ପିସିବିର ଏହି ଦାବି ଉପରେ ଶୁକ୍ରବାରର ଏକ ଘଟଣା…
ଆଇପିଏଲ ପ୍ରସ୍ତୁତିରେ ବିରାଟ କୋହଲି, ସେୟାର କଲେ ନିଜର ୱର୍କଆଉଟର ଭିଡିଓ
ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ ବିରାଟ କୋହଲି ନିଜ ଫିଟନେସକୁ ନେଇ ବହୁତ ଶକ୍ତ ଅଟନ୍ତି । ମ୍ୟାଚ ସମୟରେ କୋହଲି ବାଉଣ୍ଡ୍ରିଠାରୁ ମଧ୍ୟ ଅଧିକ ରନ ନେବା ଉପରେ ବେଶ ଜୋର ଦେଉଛନ୍ତି, ଯାହାର କାରଣ ହେଉଛି ତାଙ୍କର ସୁନ୍ଦର ଫିଟନେସ । କୋହଲି ଇନଷ୍ଟାଗ୍ରାମରେ ନିଜର ୱର୍କଆଉଟର ଏକ ଭିଡିଓ ସେୟାର…
ଆଇସିସି ଦିନିକିଆ ର୍ୟାଙ୍କିଙ୍ଗରେ ଶ୍ରେଷ୍ଠ ସ୍ଥାନ ହାସଲ କଲେ କୋହଲି, ଦ୍ୱିତୀୟରେ ରୋହିତ
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ବ୍ୟାଟସମ୍ୟାନ ର୍ୟାଙ୍କିଙ୍ଗରେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି । ସେହିପରି ଦ୍ରୁତ ବୋଲର ଜସପ୍ରିତ ବୁମରାହ ମଧ୍ୟ ବୋଲର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
କୋହଲି ୮୭୧ ପଏଣ୍ଟ ସହ ଶୀର୍ଷ…
ବିଶ୍ବର ସବୁଠାରୁ ଦାମୀ କାରର ମାଲିକ ହୋଇଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ, ମୂଲ୍ୟ ଜାଣି ସ୍ତବ୍ଧ ରହିଯିବେ ଆପଣ
ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଫୁଟବଲରେ ନିଜର ଦକ୍ଷତା ପାଇଁ ବିଶ୍ବ ପ୍ରସିଦ୍ଧ ଫୁଟବଲ ଖେଳାଳୀ କ୍ରିଷ୍ଟିଆନୋ ରୋନାଲଡୋ ବର୍ତ୍ତମାନ ଦୁନିଆର ସବୁଠୁ ଦାମୀ କାରର ମାଲିକ ହୋଇପାରିଛନ୍ତି | ଏହି ଗାଡିଟିର ନାମ ହେଉଛି 'ଲା ଭୋଇଟ୍ ନୋଏର୍' ବା La Voiture Noire, ଯାହାରି ସ୍ପୋର୍ଟସ୍ କାର…