Browsing Category
କ୍ରୀଡା
ଟିମ ଇଣ୍ଡିଆ ଜର୍ସିରେ ଏବେ ନାଇକ୍ ବଦଳରେ ଦେଖିବାକୁ ମିଳିବ ଏମପିଏଲ
ଫାଂଟାସି ଗେମ ସହିତ ଜଡିତ ମୋବାଇଲ୍ ପ୍ରିମିୟର ଲିଗ୍ (MPL) ସହାୟକ କମ୍ପାନୀ 'ଏମପିଏଲ ସ୍ପୋର୍ଟସ୍ ଏପରେଲ ଆଣ୍ଡ ଆସେସୋରିଜ୍' ଆସନ୍ତା ତିନି ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଦଳର ପୋଷାକ ପ୍ରଯୋଜକ ଭାବରେ ମନୋନୀତ ହୋଇଛି | କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ମଙ୍ଗଳବାର ଏହି ସୂଚନା…
ଅଷ୍ଟ୍ରେଲିଆରେ ବାଉନସର ପିଚର ସାମନା କରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ, ଟେନିସ ବଲ ଏବଂ ରାକେଟରେ ଅଭ୍ୟାସ କଲେ ଭାରତୀୟ…
ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ପିଚରେ ବାଉନସର ବଲକୁ ନେଇ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛି । ଦଳର ଖେଳାଳି ଏକ ଖାସ୍ ପ୍ଲାନ୍ ଆପଣାଇଛନ୍ତି । ବିସିସିଆଇ ସୋମବାର ଏକ ଭିଡିଓ ଜାରି କରି ଟ୍ୱିଟରରେ ପୋଷ୍ଟ କରିଛି । ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନୀ ବ୍ୟାଟସମ୍ୟାନ୍ କେଏଲ ରାହୁଲଙ୍କୁ ଟେନିସ୍…
ବାଣ ଫୁଟାଇ ସମାଲୋଚିତ ହେଲେ ଶିବମ ଦୁବେ, ସମାଲୋଚନା କଲେ ବିରାଟ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ବାଣ ନଫୁଟାଇବାକୁ ଅପିଲ କରିଥିଲେ । ଏହାପରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା । ଟ୍ରୋଲର୍ସମାନେ ତାଙ୍କୁ ଜନ୍ମଦିନରେ ଦୁବାଇରେ ହୋଇଥିବା ଆତସବାଜିର ଭିଡିଓ ଭାଇରାଲ କରି ସମାଲୋଚନା କରିଥିଲେ । ଏହାପରେ…
ବିଶ୍ୱରକପର ଅଂଶ ଥିବା ବାଙ୍ଗଲାଦେଶର ଏହି ଖେଳାଳୀ କଲେ ଆତ୍ମହତ୍ୟା
ବାଙ୍ଗଲାଦେଶର ପୂର୍ବତ୍ତନ ଅଣ୍ଡର ୧୯ କ୍ରିକେଟର ମହମ୍ମଦ ସୋଏବ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି । ସେ ୧୪ ନଭେମ୍ବର ଶନିବାର ଦିନ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ୨୧ ବର୍ଷିୟ ସୋଏବ ଅଣ୍ଡର-୧୯ ବିଶ୍ୱକପର ଅଂଶ ମଧ୍ୟ ରହି ସାରିଛନ୍ତି । ଏହି ଦଳର ଅଧିନାୟକତ୍ୱ କରୁଥିଲେ ସେଫ ହସନ ।…
ଭାରତୀୟ ଦଳର ନୂଆ ଜର୍ସି ହେଲା ଉନ୍ମୋଚିତ
ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍ରେ ଭାରତୀୟ ଦଳ ପରିଧାନ କରିବା ପାଇଁ ସ୍ୱତନ୍ତ୍ର ଜର୍ସି ପ୍ରସ୍ତୁତ କରାଯାଇଛି । ଘନ ନୀଳ ରଙ୍ଗର ଜର୍ସିର କାନ୍ଧରେ ୩ଟି ଭିନ୍ନ ଭିନ୍ନ ରଙ୍ଗର ପଟି ରହିଛି । ୧୯୯୨ ଦିନିକିଆ ବିଶ୍ୱକପ୍ରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଜର୍ସି…
ଦୁବାଇରୁ ଅଷ୍ଟ୍ରେଲିଆ ଗସ୍ତରେ ଗଲା ଭାରତୀ ଦଳ
ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଭାରତୀୟ କ୍ରିକେଟ ଦଳ ବୁଧବାର ସନ୍ଧ୍ୟାରେ ଏଠାରୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଆଇପିଏଲ୍ ସମାପ୍ତ ପରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ଭାରତୀୟ ଦଳର ଖେଳାଳିମାନେ ଦୁବାଇରେ ଏକାଠି ହୋଇ ଜୈବ ନିରାପତ୍ତା ବଳୟରେ ରହିଥିଲେ। ଦଳରେ…
ପଞ୍ଚମ ଥର ପାଇଁ ଆଇପିଏଲ ମୁକୁଟ ପିନ୍ଧିଲା ମୁମ୍ବାଇ
ଆଇପିଏଲରେ ନିଜର ପ୍ରାଧ୍ୟାନ୍ୟ ଜାରି ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ୟୁଏଇର ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପ୍ରଥମେ ବୋଲର ଏବଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ଵାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ସହଜରେ ୫ ଓ୍ଵିକେଟ୍ରେ ପରାସ୍ତ କରି…
କିଏ ଜିତିବ ଆଇପିଏଲ ଫାଇନାଲ, ମୁମ୍ବାଇ ନା ଦିଲ୍ଲୀ ? ଜାଣନ୍ତୁ କ’ଣ ରହିଛି ଦୁଇ ଦଳର ରଣନୀତି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠାରୁ ରୋଚକ ଓ ପ୍ରତିଦ୍ୱନ୍ଦିତାମୂଳକ ଟୁର୍ଣ୍ଣାମେଣ୍ଟର ଯବନିକା ପଡ଼ିବାକୁ ଯାଉଛି ମଙ୍ଗଳବାର। ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। କ୍ରମାଗତ ୨ୟ ଏବଂ ମୋଟ ଉପରେ ୫ମ ଟାଇଟଲ ଜିତିବା…
ଆଇପିଏଲରୁ ବିଦା ହେବା ପରେ ଦଳର ପରାଜୟକୁ ନେଇ ପ୍ରତିକ୍ରିୟା ରଖିଲେ ୱାର୍ଣ୍ଣର
ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ସନରାଇଜର୍ସ ହାଇଦରାବାଦକୁ ୧୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ ହାରିବା ପରେ ମୁହଁ ଖୋଲିଛନ୍ତି ସନରାଇଜର୍ସ ଅଧିନାୟକ ଡେଭିଡ ୱାର୍ଣ୍ଣର । ସେ କହିଛନ୍ତି ଯେ ଫିଲଡିଂ ମିସ ଏବଂ କ୍ୟାଚ ମିସ୍ ମ୍ୟାଚ ହାରିବାର…
ଆଜି ଏଲିମିନେଟରେ ହାଇଦ୍ରାବାଦ ଏବଂ ବାଙ୍ଗାଲୋର ମଧ୍ୟରେ ଦେଖିବାକୁ ମିଳିବ ଜୋରଦାର ଲଢେଇ
ଆଇପିଏଲ-୧୩ରେ ଶୁକ୍ରବାର ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ବିଜୟୀ ଦଳ କ୍ବାଲିଫାୟାର-୨ ପାଇଁ ଯୋଗ୍ୟତା ହାସଲ କରିବ ଏବଂ ପରାଜିତ ଦଳ ପ୍ରତିଯୋଗିତାରୁ ବିଦାୟନେବ। ତେଣୁ ଏହି ମ୍ୟାଚ୍ ଫାଇନାଲରେ ପହଞ୍ଚିବାର ଆଉ ଏକ ସୁଯୋଗ…