Browsing Category

କ୍ରୀଡା

ଲକଡାଉନ ସତ୍ତ୍ୱେ ମହାରାଷ୍ଟ୍ରରେ ଖେଳାଯିବ ଆଇପିଏଲ, କିଛି ଏପରି କହିଲେ ଗାଙ୍ଗୁଲୀ

ଆଉ ୫ ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୧ ସଂସ୍କରଣ। ହେଲେ ଦେଶରେ ଦିନିକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ମାମଲା ବଢ଼ିବାରେ ଲାଗିଛି। ଏହାସହିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ…

ଆଇପିଏଲ ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମର ୮ କର୍ମଚାରୀ କରୋନାରେ ଆକ୍ରାନ୍ତ

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ବା ଆଇପିଏଲ୍‌ର ସିଜିନ୍‌ ୧୪ ଆରମ୍ଭ ହେବାକୁ ଆଉ କମ୍‌ ଦିନ ବାକି ଅଛି । ବିଶ୍ୱର ସବୁଠାରୁ ଏହି ଚର୍ଚ୍ଚିତ ଟି-୨୦ ଲିଗ୍‌ ଭାରତର ୬ଟି ସହରରେ ଖେଳା ଯିବାକୁ ନିର୍ଦ୍ଧାରିତ ହୋଇଛି । ଚେନ୍ନାଇରେ ୯ ଏପ୍ରିଲ୍‌କୁ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ…

ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ହସ୍ପିଟାଲରେ ଭର୍ତ୍ତିହେଲେ କ୍ରିକେଟର କିମ୍ୱଦନ୍ତୀ ତଥା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କରୋନା ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ସଚିନ୍ । ସେ ଖୁବଶ୍ରୀଘ୍ର ଘରକୁ କମବ୍ୟାକ୍ କରିବେ ବୋଲି ଦୃଢତାର ସହ ଟ୍ୱିଟରେ ଜଣାଇଛନ୍ତି ।…

ଆଇ.ସି.ସି ଦିନିକିଆ ମାନ୍ୟତା, ପୁଣି ଶୀର୍ଷକ ସ୍ଥାନ ବଜାୟୀ ରଖିଲେ ବିରାଟ

ଭାରତୀୟ ଅଧିନାୟକ ବିରାଟ କୋହଲୀ ଏକଦିବସୀୟ କ୍ରିକେଟରେ ସର୍ବୋଚ୍ଚ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ସେ ୮୭୦ ପଏଣ୍ଟ୍‍ ସହ ପ୍ରଥମ ସ୍ଥାନରେ ଥିବାବେଳେ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି କେ.ଏଲ୍‍. ରାହୁଲ୍‍ ୩୧ତମ ସ୍ଥାନରୁ ୨୭ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ…

କରୋନାରେ ଆକ୍ରାନ୍ତ ହେଲେ ୟୁସୁଫ ଏବଂ ଇର୍ଫାନ ପଠାନ

ସାରା ଦେଶରେ କରୋନାର ୨ୟ ଲହର ଜାରି ରହିଛି । ତେବେ କରୋନା କବଳରେ ଏବେ ପଡିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ କ୍ରିକେଟର । ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ତାଙ୍କ ଭାଇ ଇରଫାନ୍ ପଠାନ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ସେ ସଂଗରୋଧରେ ରହିଛନ୍ତି ।…

ଦିନିକିଆ ସିରିଜ ହାରିବା ପରେ ମଧ୍ୟ ‘ୱାର୍ଲଡ ସୁପର ଲିଗ’ ର‌୍ୟାକିଂରେ ଶୀର୍ଷରେ ରହିଛି ଇଂଲଣ୍ଡ, ୭ମରେ ରହିଛି ଭାରତ

ୱାନଡେ ସିରିଜ୍‌ରେ ଭାରତ ହାତରୁ ୨-୧ରେ ହାରିବା ପରେ ମଧ୍ୟ ଇଂଲଣ୍ଡ ଟିମ୍‌ ୱାର୍ଲଡ ସୁପର ଲିଗ୍‌ର ରାକିଂରେ ଟପ୍‌ରେ ରହିଛି । ଭାରତୀୟ ଟିମ୍‌ ୭ମ ସ୍ଥାନରେ ପହଞ୍ଚିଛି । ଏହାର ୨୯ ପଏଣ୍ଟସ ରହିଛି । ସେପଟେ ୪୦ ପଏଣ୍ଟସ ସହ ଶୀର୍ଷରେ ରହିଛି ଇଂଲଣ୍ଡ । କହି ରଖୁଛି କି , ଭାରତୀୟ ଟିମ୍‌…

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଲା ଇଂଲଣ୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଦ୍ୱିତୀୟ ଦିନିକିଆ ଖେଳାଯିବ । ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବାରତ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଦିନିକିଆ ଜିତି ଦଳ ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଂଲଣ୍ଡ ମଧ୍ୟ ମ୍ୟାଚ୍ ବଞ୍ଚାଇବାକୁ ଲଢେଇ କରିବ । ତେବେ ମ୍ୟାଚ୍ ପୂର୍ବରୁ ଟସ୍…

ଦିନିକିଆ ପଦାର୍ପଣ ମ୍ୟାଚରେ ଭାବବିହ୍ୱଳ ହେଲେ କ୍ରୁଣାଲ, ଭାଇ ହାର୍ଦ୍ଦିକ ଦେଲେ ସାନ୍ତ୍ୱନା

ଭାରତ ଏବଂ ଇଂଲଣ୍ଡ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚରେ କ୍ରୁଣାଲ ପାଣ୍ଡିଆ ଏବଂ ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ କରିବାକୁ ଯାଉଛନ୍ତି । କ୍ରୁଣାଲଙ୍କୁ ଭାଇ ହାର୍ଦ୍ଦିକ ପାଣ୍ଡିଆ ଦିନିକିଆ ଟୋପି ପିନ୍ଧାଇଥିବାବେଳେ କ୍ରିଷ୍ଣାଙ୍କୁ ରବି ଶାସ୍ତ୍ରି ପିନ୍ଧାଇଥିଲେ ଟୋପି । ଦିନିକିଆ…

ବିବାହ ବନ୍ଧନରେ ବାନ୍ଧି ହେଲେ ବୁମରା

ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଜସପ୍ରୀତ୍‌ ବୁମରା। ସୋମବାର ଦିନ ବୁମରା ଟିଭି ପ୍ରେଜେଣ୍ଟର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି। ବୁମରା ଓ ସଞ୍ଜନା ଆଜି ପରିବାର ଓ କିଛି ଖାସ୍‌ ଅତିଥିଙ୍କ ସାମ୍ନାରେ ବିବାହ କରିଛନ୍ତି। ବୁମରା ଏନେଇ ନିଜେ ଟୁଇଟ୍‌ କରି…

ବିରାଟ ବିଜୟ ସହ ନୂଆ ରେକର୍ଡର ଅଧିକାରୀ ହେଲେ କୋହଲି

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷାନ୍‌ ଓ ବିରାଟଙ୍କ ଅପରାଜିତ ଶାନଦାର ଅର୍ଦ୍ଧଶତକୀୟ ଇନିଂସ୍‌ ବଳରେ ଦ୍ବିତୀୟ ଟି-୨୦ରେ ବାଜି ମାରିଛି ବିରାଟ ବାହିନୀ। ୧୬୫ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୭.୫ ଓଭର ରେ ୩ ଓ୍ବିକେଟ ହରାଇ…