Browsing Category
କ୍ରୀଡା
ଆଜି ପଞ୍ଜାବ-ହାଇଦ୍ରାବାଦ ମଧ୍ୟରେ ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ, ଉଭୟ ଦଳ ପାଇଁ ‘କର ବା ମର’ ପରିସ୍ଥିତି
ଆଇପିଏଲ୍ର-୧୪ର ୩୭ତମ ଲିଗ୍ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ପଏଣ୍ଟ ତାଲିକାର ଶେଷ ୨ଟି ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍ସ ଓ ସନ୍ରାଇଜର୍ସ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଉଭୟ ଦଳ ଦ୍ୱିତୀୟ ଭାଗରେ ନିଜ ନିଜର ପ୍ରଥମ…
ମୁମ୍ବାଇ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ କୋଲକତା
ଆଜି ଆଇପିଏଲ୍ର ୩୪ତମ ଲିଗ୍ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଦ୍ୱିତୀୟାର୍ଦ୍ଧର ପ୍ରଥମ ମ୍ୟାଚ୍ ଜିତିବା ପରେ ନାଇଟ ରାଇଡର୍ସ ମନୋବଳ ଶିଖର ଛୁଇଁଛି । ଗୁରୁବାର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ବିଜୟ ଜାରି ରଖିବାକୁ…
ବାଙ୍ଗାଲୋର ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ କୋଲକତା
ଆଜି ଆଇପିଏଲ୍ର ୩୧ତମ ଲିଗ୍ ମୁକାବିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇ ସାରିଥିବାରୁ କୋଲକାତା ନାଇଟ ରାଇଡର୍ସ ପ୍ରତିଶୋଧ…
ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ ହୋଇ ପାରନ୍ତି ଅନିଲ କୁମ୍ବଲେ
ଗତ କିଛି ଦିନର ବିରତି ପରେ ଭାରତୀୟ ଦଳକୁ କମବ୍ୟାକ୍ କରିବେ ଅଭିଜ୍ଞ ବୋଲର ଅନିଲ୍ କୁମ୍ୱଲେ । କୁହାଯାଉଛି ଭାରତୀୟ ଦଳର ମୁଖ୍ୟ କୋଚ୍ ହୋଇପାରନ୍ତି ଅନିଲ୍ କୁମ୍ୱଲେ । ପୂର୍ବରୁ ମଧ୍ୟ ସେ ଦଳର ମୁଖ୍ୟ କୋଚ୍ ହୋଇଥିଲେ । ଟି -20 ବିଶ୍ୱକପ ପରେ ଟିମ୍ ଇଣ୍ଡିଆକୁ ନୂଆ କୋଚ୍ ମିଳିବାର ଚାନ୍ସ ଅଛି ।…
ଇ-ନିଲାମିରେ ନୀରଜ ଚୋପ୍ରାଙ୍କ ଜାଭଲିନର ମୂଲ୍ୟ ଏକ କୋଟି ପାର , ୧୦ କୋଟିରେ ପହଂଚିଲା ସୁହାସ୍ ଏଲୱାଇଙ୍କ ରାକେଟ
ଗତ ଦୁଇ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରହଣ କରିଥିବା ଉପହାର ଏବଂ ସ୍ମୃତି ଚିହ୍ନର ଇ-ନିଲାମ କରୁଛନ୍ତି ସଂସ୍କୃତି ମନ୍ତ୍ରଣାଳୟ। ଏଥିପାଇଁ ଆଜି ଶୁକ୍ରବାର ଠାରୁ ନିଲାମି ଆରମ୍ଭ ହୋଇଛି। ଟୋକିଓ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସର ଆଥଲେଟମାନଙ୍କର ଗ୍ଲୋବସ୍, ରାକେଟ୍ ଏବଂ…
ଟି-୨୦ ବିଶ୍ୱକପରେ ଧୋନିଙ୍କୁ ଦଳର ମେଣ୍ଟର ରଖିବା ପଛର କାରଣ କହିଲେ ଗାଙ୍ଗୁଲୀ
ବିସିସିଆଇ ଚୟନକର୍ତ୍ତାମାନେ ଟି -20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛନ୍ତି। ଚାରି ବର୍ଷ ପରେ ଅଶ୍ୱିନଙ୍କ ଭାରତୀୟ ଦଳକୁ ଫେରିବା ଶିଖର ଧାୱନ ଏବଂ ୟୁଜଭେନ୍ଦ୍ର ଚହଲଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ନ ମିଳିବା ଚର୍ଚ୍ଚାର ବିଷୟ ହୋଇଥିଲା । ଏହା ସତ୍ତ୍ୱେ ପୂର୍ବତନ ଅଧିନାୟକ ଏମଏସ ଧୋନି…
କ୍ରିକେଟକୁ ଅଲବିଦା କହିଲେ ବ୍ରେଣ୍ଡନ ଟେଲର
ବର୍ତ୍ତମାନ କ୍ରିକେଟ ଜଗତରେ ଚାଲିଛି ସନ୍ନ୍ୟାସର ପର୍ବ। ଜଣଙ୍କ ପରେ ଜଣେ ଷ୍ଟାର ଖେଳାଳି କ୍ରିକେଟକୁ କରୁଛନ୍ତି ବାଏ ବାଏ। ଜିମ୍ବାୱେ କ୍ରିକେଟ ଟିମର ଷ୍ଟାର ଖେଳାଳି ବ୍ରେଣ୍ଡନ୍ ଟେଲର ୧୭ ବର୍ଷର କ୍ରିକେଟ କ୍ୟାରିୟରକୁ ଅଲବିଦା କହିବାର ନିଷ୍ପତ୍ତି ନେଇଛନ୍ତି।
୩୪ ବର୍ଷିୟ ଟେଲର ସୋମବାର…
ଅଧିନାୟକତ୍ୱରୁ ଇସ୍ତଫା ଦେଇପାରନ୍ତି କୋହଲି! ଦିନିକିଆ ଏବଂ ଟି-୨୦ ଫର୍ମାଟରେ ରୋହିତ ହୋଇପାରନ୍ତି ଅଧିନାୟକ
ଭାରତୀୟ କ୍ରିକେଟ ଦଳରେ ବଡ ଧରଣର ପରିବର୍ତ୍ତନ ହୋଇପାରେ । ହୋଇପାରେ ବିରାଟ କୋହଲି ଭାରତୀୟ ଦଳର ଏକମାତ୍ର ଅଧିନାୟକ ନ ରହିପାରନ୍ତି । ବିସିସିଆଇ ବର୍ତ୍ତମାନ ଅଲଗା ଅଲଗା ଫର୍ମାଟ ପାଇଁ ଅଲଗା ଅଲଗା ଅଧିନାୟକ ପାଇଁ ପ୍ରସ୍ତୁତି ଚଳାଇଛି । ଯଦି ଏଭଳି ହୁଏ ତେବେ ଦିନିକିଆ ଏବଂ ଟି-୨୦ରେ ରୋହିତ…
ଓଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରାଙ୍କ ସ୍ବପ୍ନ ହେଲା ସାକାର, ଟୁଇଟରରେ ସେୟାର କରି ଜଣାଇଲେ ଖୁସି
ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବା ପରେ ମଧ୍ୟ ନରମି ରହିବା ବହୁତ ବିରଳ କିନ୍ତୁ ନୀରଜ ଚୋପ୍ରା ଅନ୍ୟମାନଙ୍କ ଠାରୁ ସମ୍ପୁର୍ଣ୍ଣ ଭିନ୍ନ | ଅନ୍ୟ ପୁଅଙ୍କ ପରି ସେ ମଧ୍ୟ କେବଳ ନିଜ ପିତାମାତାଙ୍କୁ ଗର୍ବିତ କରିବାକୁ ଚାହାଁନ୍ତି ଯାହାକି ଶନିବାର ଦିନ ସେ ନିଜ ଟ୍ୱିଟରରେ ସେୟାର କରିଥିବା ଏକ…
ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ନୂଆଦିଲ୍ଲୀ/ଭୁବନେଶ୍ୱର – ଟୋକିଓରେ ପାରାଲିମ୍ପିକ୍ସ ବ୍ୟାଡ଼ମିଂଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଓଡିଶାର ପ୍ରମୋଦ ଭଗତଙ୍କୁ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…