Browsing Category

କ୍ରୀଡା

ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଟି୨୦ରେ ୨୫୦ ୱିକେଟ ନେଇ ଇତିହାସ ରଚିଲେ ଜସପ୍ରୀତ ବୁମରା

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଜସପ୍ରୀତ ବୁମରା ଟି୨୦ କ୍ରିକେଟରେ ଇତିହାସ ରଛିଛନ୍ତି। ବୁମରାଙ୍କ ପୂର୍ବରୁ ଭାରତର କୌଣସି ଦ୍ରୁତ ବୋଲର ଏହି ଉପଲବ୍ଧି କରିପାରି ନାହାନ୍ତି। ସୂଚନାଯୋଗ୍ୟ, ବୁମରାଙ୍କ ବୋଲିଂକୁ ବଡ଼ବଡ଼ ଖେଳାଳି ବହୁ କଷ୍ଟରେ…

ନାଇଟ୍‌ ରାଇଡର୍ସ ପାଇଁ ‘କର ବା ମର’ ପରିସ୍ଥିତି

ଚଳିତ ଆଇପିଏଲ୍‌ର ୬୬ତମ ଲିଗ୍‌ ମୁକାବିଲାରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଉଭୟ ଦଳର ଏହା ଶେଷ ଲିଗ୍‌ ମ୍ୟାଚ୍‌ । ୧୬ ପଏଣ୍ଟ ହାସଲ କରିସାରିଥିବା ସୁପରଜାଏଣ୍ଟ୍‌ସ ଆଜି ବିଜୟ ସହ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ନାଇଟ୍‌…

ଆଇପିଏଲରୁ ସନ୍ୟାସ ଘୋଷଣା କଲେ ଅମ୍ବାତି ରାୟୁଡୁ, ପରବର୍ତ୍ତୀ ସମୟରେ ପୁଣି ଡିଲିଟ କଲେ ଟୁଇଟ

ଚେନ୍ନାଇ ସୁପର କିଙ୍ଗସ୍‌କୁ ନିଜର ବ୍ୟାଟିଂ ଦମ୍‌ରେ ମ୍ୟାଚ୍ ଜିତାଉଥିବା ଅମ୍ବାତି ରାୟୁଡୁଙ୍କ ସନ୍ୟାସ ଘୋଷଣା। ରାୟୁଡୁ ୨୦୨୨ ପରେ ଏହି ଲିଗ୍‌କୁ ଅଲବିଦା କରିବାର ନିଷ୍ପତ୍ତି ନେଇଛନ୍ତି। ଚଳିତ ସିଜିନ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସର ପ୍ରଦର୍ଶନ ଖରାପ ରହିଥିଲା। ଟିମ୍ ପ୍ଲେ ଅଫ୍‌ ଦୌଡରୁ…

ପ୍ରଥମ ଥର ଥୋମାସ କପ୍‌ ଫାଇନାଲରେ ଭାରତ

ମର୍ଯ୍ୟାଦାଜନକ ଥୋମାସ କପ୍‌ରେ ଭାରତ-ଡେନମାର୍କ ସେମି ଫାଇନାଲ ୨-୨ରେ ବରାବର ହେବା ପରେ ଅନ୍ତିମ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା । ଭାରତର ଏଚ୍‌ଏସ୍‌ ପ୍ରଣୟ ଓ ଡେନମାର୍କର ରାସମୁସ୍‌ ଗେମ୍‌କେ ଏହି ଅନ୍ତିମ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ । ପାଦରେ ଆଘାତ ସତ୍ତେ୍ୱ ପ୍ରଣୟ କୋର୍ଟରେ…

ମଇଦାନ ପରେ ଏବେ ବଡ ଫିଲ୍ମ ପରଦାରେ ଜଲୱା ଦେଖାଇବେ ଧୋନି

କ୍ରିକେଟ୍ ମଇଦାନରେ ଜଲୱା ଦେଖାଇବା ପରେ ଏବେ ଏମ୍ ଏସ୍ ଧୋନି ଫିଲ୍ମରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ସେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ତଥା ଖେଳାଳି ହେବା ସହିତ ସେ ସାଉଥ ଫ୍ୟାନ୍ସଙ୍କ ହୃଦୟ ମଧ୍ୟ ଜିତିଛନ୍ତି।…

ଆଜି ସୁପରଜାଏଣ୍ଟ୍‌ସ ଓ ଟାଇଟନ୍ସ ମଧ୍ୟରେ କଡ଼ା ଫାଇଟ୍, ଜିତିଲେ ପ୍ଲେ-ଅଫ ପକ୍କା

ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ପଏଣ୍ଟ ତାଲିକାରେ ଉଭୟ ଯଥାକ୍ରମେ ପ୍ରଥମ ୨ଟି ସ୍ଥାନ ଅକ୍ତିଆର କରିଛନ୍ତି । ମ୍ୟାଚ୍ ବିଜୟୀ ଦଳ ପ୍ଲେ-ଅଫରେ ପ୍ରବେଶ କରିବ । ତେଣୁ ଏହି ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।…

ରୋହିତ ଶର୍ମା ଆଉଟ ନା ନଟଆଉଟ୍ ? ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଛିଡ଼ା ହେଲା ପ୍ରଶ୍ନ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ପୁଣିଥରେ ଫ୍ଲପ୍ ହୋଇଛନ୍ତି । ସୋମବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମୁକାବିଲାରେ ରୋହିତ ୨ରନ କରି ଆଉଟ ହୋଇଯାଇଥିଲେ । ରୋହିତଙ୍କୁ ଟିମ୍ ସାଉଦୀ ଓ୍ବିକେଟକିପର ଶୋଲ୍ଡନ ଜ୍ୟାକ୍ସନଙ୍କ ହାତରେ…

ସନ୍ଧ୍ୟାରେ ଗୁଜୁରାଟକୁ ଭେଟିବ ମୁମ୍ବାଇ, ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା ଲକ୍ଷ୍ୟରେ ଟାଇଟନ୍ସ

ଚଳିତ ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ଜିତି ଟାଇଟନ୍ସ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେଇ ବିପର୍ଯ୍ୟୟ ଘଟାଇବାକୁ…

ଅମ୍ପାୟାରଙ୍କ ନିଷ୍ପତିକୁ ବିରୋଧ କରି ସମାଲୋଚନାର ଶୀକାର ହେଲେ ସଞ୍ଜୁ

ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମୁକାବିଲାକୁ କୋଲକାତା ୭ ଓ୍ୱିକେଟରେ ଜିତି ନେଇଥିଲା । ତେବେ ମ୍ୟାଚ୍ ଶେଷ ବେଳକୁ ପଡିଆରେ ବିବାଦର ସୂତ୍ରପାତ ହୋଇଥିଲା । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ…

ଆଜି କିଙ୍ଗ୍‌ସ ଓ ଟାଇଟନ୍ସ ମଧ୍ୟରେ ଦେଖିବାକୁ ମିଳିବ କଡା ମୁକାବିଲା

ଚଳିତ ଆଇପିଏଲ୍‌ର ୪୮ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ଜିତିଲେ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଥିବା ପଞ୍ଜାବ କିଙ୍ଗ୍‌ସ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି ।…