Browsing Category

କ୍ରୀଡା

ରିଲିଜ ହେଲା ୨୦୧୯ ଆଇସିସି କ୍ରିକେଟ ବିଶ୍ୱ କପର ପ୍ରଥମ ଭିଡିଓ

୨୦୧୯ ଆଇସିସି କ୍ରିକେଟ ବିଶ୍ୱ କପ ଆଗାମୀ ବର୍ଷ ଇଂଲଣ୍ଡର ମେଜବାନିରେ ଆୟୋଜିତ ହେବାକୁ ଯାଉଛି । ସେଥିପାଇଁ କ୍ରିକେଟର ଏହି ମହାକୁମ୍ଭ ପାଇଁ ଆଇସିସି ପକ୍ଷରୁ ଏକ ପ୍ରମୋସନାଲ ଭିଡିଓ ଜାରୀ କରାଯାଇଛି । ଆଇସିସି ପକ୍ଷରୁ ଏହି ଭିଡିଓ ଜାରୀ କରାଯିବା ପରେ ଅଳ୍ପ ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ…

କ୍ରିକେଟରେ ଚୟନ ବଦଳରେ ରୂପଜିବୀ ଦାବିକରି ଧରା ପଡିଲେ ରାଜୀବ ଶୁକ୍ଳାଙ୍କ ଅସିସିଷ୍ଟାଣ୍ଟ

ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କ ଅସିସିଷ୍ଟାଣ୍ଟ ମହମ୍ମଦ ଆକ୍ରମ ସୈଫିଙ୍କ ଉପରେ ଏକ ସଂଙ୍ଗୀନ ଅଭିଯୋଗ ଲାଗିଛି । ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗରେ ଏହା ଦର୍ଶାଯାଇଛି ଯେ, ସେ ଖେଳାଳୀ ମାନଙ୍କୁ ଟିମରେ ଚୟନ କରିବା ବଦଳରେ ସେମାନଙ୍କ ଠାରୁ ପାଇଁ ସୁନ୍ଦରୀ ଝିଅ ଯୋଗାଇବା ପାଇଁ…

ଧୋନିଙ୍କ ଅବସର ନେବା ଖବର ଏକ ଗୁଜବ – ରବି ଶାସ୍ତ୍ରୀ

ଭାରତ ଇଂଲଣ୍ଡ ବିପକ୍ଷରେ ତୃତୀୟ ଏବଂ ଶେଷ ଦିନିକିଆ ହାରିବା ପରେ ବର୍ତ୍ତମାନ ଭାରତୀୟ ଦଳର ସବୁଠାରୁ ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଥରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ସବୁ ଆଡେ ତାଙ୍କର କ୍ରିକେଟରୁ ସବୁଦିନ ପାଇଁ ସନ୍ୟାସ ନେବାର ଚର୍ଚ୍ଚା ଚାଲିଛି ।…

ରାହୁଲଙ୍କୁ ମିଳିଲା କ୍ରିକେଟ ଜଗତର ସବୁଠାରୁ ବଡ ସମ୍ମାନ

କ୍ରିକେଟ ଜଗତରେ ‘ଦ ୱାଲ’ ନାମରେ ଲୋକପ୍ରିୟ ଥିବା ଭାରତୀୟ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡଙ୍କୁ ଆଇସିସି ପକ୍ଷରୁ ‘ହଲ ଅଫ ଫେମ’ସମ୍ମାନରେ ସମ୍ମାନିତ କରାଯାଇଛି । ରାହୁଲ ବର୍ତ୍ତମାନ ଭାରତୀୟ ଏ ଦଳର ପ୍ରମୁଖ କୋଚର ଦାୟିତ୍ୱରେ ଅଛନ୍ତି । ଏହି ସମ୍ମାନ ହାସିଲ କରିବାରେ ରାହୁଲ ହେଉଛନ୍ତି ୫ମ…

କିଏ ଜିତିବ ଫୁଟବଲ ମହାକୁମ୍ଭ ‘ଫିଫା ୱାର୍ଲଡକପ ୨୦୧୮’ ?

ଫିଫା ୱାର୍ଲଡକପର ବିଗୁଲ ବାଜିବା ପାଇଁ ଅଳ୍ପ କିଛି ସମୟ ବାକି ରହିଯାଇଛି । ୩୨ଟି ଟିମ ମଧ୍ୟରେ ଅଧିକାଂଶ ଟିମ ରୁଷରେ ପହଞ୍ଚିସାରିଲେଣି । ଏହି ୱାର୍ଲଡକପରେ ସମସ୍ତ ଟିମ ସେହି ଚିକମିକ କପକୁ ପାଇବା ଆଶାରେ ପଡିଆରେ ଓହ୍ୱାଇବାକୁ ପ୍ରସ୍ତୁତ ଅଛନ୍ତି । ୮ଟି ଗ୍ରୁପରେ ବଣ୍ଟା ହୋଇଥିବା ଟିମ ମଧ୍ୟରେ…

ଟେଷ୍ଟ କ୍ରିକେଟରୁ ବାଦ୍ ପଡିପାରେ ଟସ୍ ପ୍ରକିୟା

ଦର୍ଶକମାନେ ସମସ୍ତ କ୍ରିକେଟ ମ୍ୟାଚର ୧ଘଣ୍ଟା ପୂର୍ବରୁ ଟସ୍କୁ ଅପେକ୍ଷା କରିରହୁଥିବା ବେଳେ ବର୍ତ୍ତମାନ ଟେଷ୍ଟ ମ୍ୟାଚରୁ ଏହାର ଅପସାରଣ ପାଇଁ ଆଇସିସି (ଆର୍ନ୍ତଜାତୀୟ କ୍ରିକେଟ କାଉନସିଲ)ଦ୍ୱାରା ବିଚାର କରାଯାଉଛି । କ୍ରିକେଟ ମ୍ୟାଚରେ ଟସ୍ର ପ୍ରକିୟା ଆର୍ନ୍ତଜାତୀୟ କ୍ରିକେଟର ପ୍ରାରମ୍ଭରୁ…

ସାହାରୁଖ ଖାନଙ୍କ ଡାଇଲଗ ନକଲ କଲେ କେକେଆର ଖେଳାଳୀ

ଭାରତରେ ଏବେ କ୍ରିକେଟର ପର୍ବ ଚାଲିଛି, ସନ୍ଧ୍ୟା ହୋଇଯିବା ମାତ୍ରେ ହିଁ ସମସ୍ତ ଟି.ଭି ଲଗାଇ କ୍ରିକେଟର ପର୍ବ ଆଇପିଏଲକୁ ଉପଭୋଗ କରିବା ପାଇଁ ଚାତକ ପକ୍ଷୀ ଭଳି ଚାହିଁ ରହୁଛନ୍ତି । ଖାଲି କ୍ରିକେଟ ପ୍ରେମୀ ନୁହନ୍ତି ମନରୋଞ୍ଜନ ପ୍ରେମୀ ମଧ୍ୟ ଏହାକୁ ଦେଖିବାକୁ ଭୁଲୁ ନାହାନ୍ତି । ପଡିଆରେ ଏବେ…

ଓଡ଼ିଶାର ସ୍ପିଡ଼୍ କୁୟିନ୍ ଚାପମୂକ୍ତ

ଅନ୍ତର୍ଜାତୀୟ ଆଥେଲେଟିକ ମହାସଂଘ (ଆଇଏଏଏଫ୍) ପକ୍ଷରୁ ପ୍ରଣିତ ହେବାକୁ ଯାଉଥିବା ନୂତନ ନିୟମ ଯୋଗୁଁ ଦୂତିଙ୍କୁ ମିଳିଛି ଆଶ୍ୱସ୍ତି । ଶରୀରରେ ଆଣ୍ଡ୍ରୋଜେନର ମାତ୍ରା ଅଧିକ (ହାଇପର ଏନଡ୍ରୋଜେନ୍) ରହୁଥିବାରୁ ବିଭିନ୍ନ ଆଥେଲେଟିକ ପ୍ରତିଯୋଗିତାରେ ଭାଗନେବା ସମୟରେ ଓଡ଼ିଆ ମହିଳା ଆଥେଲେଟ୍ ତଥା…

ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ଛାଡ଼ିଲେ ଗମ୍ଭୀର

ଚଳିତ ଆଇପିଏଲ୍ରେ ଦିଲ୍ଲୀ ଡେୟାର୍ଡେଭିଲ୍ସର ଅଧିନାୟକ ଗୌତମ ଗମ୍ଭୀର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ତାଙ୍କ ଦଳର ଖରାପ ପ୍ରଦର୍ଶନ ପାଇଁ ତାଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ୨.୮ କୋଟି ଦରମାକୁ ନେବେନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି । ତାଙ୍କ ବଦଳରେ ଶ୍ରେୟସ ଆୟର୍ ଏହି ଅଧିନାୟକ…

‘ଅର୍ଜୁନ’ ସମ୍ମାନ ପାଇଁ ବିସିସିଆଇ ସୁପାରିସ କଲା ଏହି ଭାରତୀୟ କ୍ରିକେଟରଙ୍କ ନାମ

କ୍ରିକେଟର ସିଖର ଧାବନ ଏବଂ ସ୍ମିତି ମନ୍ଧାନଙ୍କ ଅବଦାନକୁ ଦୃଷ୍ଟିରେ ରଖି ବିସିସିଆଇ ‘ଅର୍ଜୁନ’ ସମ୍ମାନ ପାଇଁ ଦୁହିଁଙ୍କ ନାମ ସିପାରିସ କରିଛି ବୋଲିିି ବିସିସିଆଇର କାର୍ଯ୍ୟକାରୀ ସଭାପତି ଅମିତାଭ ଚୌଦୁରୀ ସୂଚନା ଦେଇଛନ୍ତି । ଚଳିତ ଆଇପିଏଲ-୧୧ରେ ସନରାଇର୍ଜସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା…