Browsing Category
ମନୋରଞ୍ଜନ
ପ୍ରାଣୀ ଆଶ୍ରୟସ୍ଥଳୀରେ ନିଜ ଜନ୍ମଦିନ ପାଳନ କଲେ ଜ୍ୟାକ୍ଲିନ
ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଥିବା ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ଙ୍କର କାଲି ଥିଲା ଜନ୍ମଦିନ । ଚଳିତ ବର୍ଷ ଜ୍ୟାକି ନିଜ ସ୍ପେଶାଲ ଡେ’କୁ ନିରାଡ଼ମ୍ବର ଭାବେ ଏକ ପ୍ରାଣୀ ଆଶ୍ରୟସ୍ଥଳୀରେ ପାଳନ କରିଛନ୍ତି । ଇନ୍ଷ୍ଟାଗ୍ରାମ୍ରେ ଫ୍ୟାନ୍ଙ୍କ ସହ ଏକ ଭିଡିଓ ସେ ଶେୟାର କରିଛନ୍ତି ।…
ଦେଶର ତିନୋଟି ରାଜ୍ୟରେ ବ୍ୟାନ ହେଲା ଲାଲ ସିଂହ ଚଡ୍ଡା ଫିଲ୍ମ
ଆମିର ଖାନ ଏବଂ କରିନା କପୁରଙ୍କ ଅଭିନିତ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ନେଇ ପୂର୍ବରୁ ବହୁ ବିବାଦ ଦେଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ଦେଶର ତିନୋଟି ରାଜ୍ୟ ତଥା ଉତ୍ତର ପ୍ରଦେଶ, ହରିୟାଣା ଏବଂ ମଧ୍ୟ ପ୍ରଦେଶରେ ସରକାରୀ ଭାବେ ବ୍ୟାନ କରାଯାଇଛି । ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ ହେବାକୁ…
ଫିଲ୍ଡ ମାର୍ସଲ ସାମ ମାନିକ ସାହାଙ୍କ ଜିବନ କାହାଣୀରେ ଆଧାରିତ ଫିଲ୍ମ ସାମ ବାହଦୁରରେ ମାନିକ ସାହାଙ୍କ ଭୂମିକାରେ ନଜର…
ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମ ସାମ ବାହାଦୁର ଫିଲ୍ଡ ମାର୍ସଲ ସାମ ମାନିକ ସାହାଙ୍କ ଜୀବନ କାହାଣୀ ଉପରେ ଆଧାରିତ ହେଉଥିବା ବେଳେ ଫିଲ୍ମ ମେକରମାନେ ସେମବାର ଦିନ ଏହାର ଘୋଷଣା କରିଛନ୍ତି । ସେ ୧୯୭୧ରେ ଭାରତୀୟ ଆର୍ମିର ମୁଖ୍ୟ ଥିଲେ ଏବଂ ପାକିସ୍ତାନ ସହିତ ବାଙ୍ଗଲାଦେଶ ଲିବରେସନ…
ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରିଚା-ଅଲ୍ଲୀ
ବଲିଉଡ୍ରେ ପୁଣି ଥରେ ବାଜିବାକୁ ଯାଉଛି ଶାହନାଇ । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ରିଚା ଚଢା ଏବଂ ଅଲି ଫଜଲ ବିବାହ କରିବାକୁ ଯାଉଛନ୍ତି। ରିଚା ଏବଂ ଅଲି ୨୦୨୦ ରେ ବିବାହ କରିଥାନ୍ତେ କିନ୍ତୁ କରୋନା ଯୋଗୁଁ ସେମାନେ ତାରିଖ ଘୁଞ୍ଚାଇ ଦେଇଥିଲେ। ପରେ ସେମାନେ ମାର୍ଚ୍ଚ ୨୦୨୨ ରେ…
OTTରେ ରିଲିଜ୍ ହେବ ‘ରାଷ୍ଟ୍ର କବଚ ଓମ୍’
ଆକ୍ସନ୍ ଡ୍ରାମା ଥ୍ରିଲର୍ ଫିଲ୍ମ ‘ରାଷ୍ଟ୍ର କବଚ ଓମ୍’ରେ ଆଦିତ୍ୟ ରୟ କପୁରଙ୍କ ସହ ଶେଷ ଥର ବଡ଼ ପରଦାରେ ନଜର ଆସିଥିଲେ ଅଭିନେତ୍ରୀ ସଞ୍ଜନା ସାଂଘୀ। ଗତ ଜୁଲାଇ ୧ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଥିଲା। କିନ୍ତୁ ବକ୍ସ ଅଫିସ୍ରେ ତାହାର ମ୍ୟାଜିକ୍ ଦେଖାଇପାରିଲା ନାହିଁ । ୪୦ କୋଟି ବଜେଟ୍ରେ…
ବୁଦାପେସ୍ତରେ ଶାହାରୁଖ ଏବଂ ତାପସୀଙ୍କ ଅଭିନିତ ଫିଲ୍ମ ଧୁନ୍କିର ସୁଟିଂ ଶେଷ
ଦୀର୍ଘ ୪ବର୍ଷର ବିରାମ ପରେ ବଲିଉଡର କିଙ୍ଗ ଶାହାରୁଖ ଖାନ ୨୦୨୩ରେ ବ୍ୟାକ ଟୁ ବ୍ୟାକ ଫିଲ୍ମ ଦେବାକୁ ଯାଉଛନ୍ତି । ଜାନୁୟାରୀରେ ତାଙ୍କ ଅଭିନିତ ଫିଲ୍ମ ପଠାନ ରିଲିଜ ହେବାକୁ ଯାଉଥିବା ବେଳେ ରାଜକୁମାର ହିରାନୀଙ୍କ ସହିତ ଫିଲ୍ମ ଧୁନକି ଡିସେମ୍ବରରେ ରିଲିଜ ହେବ । ଧୁନକି ଫିଲ୍ମର ସୁଟିଂ…
ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ‘ଲାଇଗର’ର ପ୍ରମୋସନରେ ସାମିଲ ହେଲେ ସଲମାନ
ସାଉଥ୍ ସିନେମାର ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଲାଇଗର’କୁ ପ୍ରମୋଟ୍ କରିବାରେ ବ୍ୟସ୍ତ ଅଛନ୍ତି। ଯେଉଁଥି ପାଇଁ ବିଜୟ ଏବଂ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଦେଶର ବିଭିନ୍ନ ସହର ପରିଦର୍ଶନ କରି ସେମାନଙ୍କର ଫିଲ୍ମର ପ୍ରମୋସନ କରୁଛନ୍ତି। ଏହି…
ହାତରେ ଟାଟୁ କରି ନିଆରା ଢଙ୍ଗରେ ପୁଅ ସିଦ୍ଧୁ ମୋସେୱାଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାପା
ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ମଇ ୨୯ରେ ହତ୍ୟା କରାଯାଇଥିଲା, ଯାହା ସମସ୍ତଙ୍କୁ ଭୟଭୀତ କରିଥିଲା। ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଷ୍ଟାର୍ ପର୍ଯ୍ୟନ୍ତ ସମସ୍ତେ ଗାୟକଙ୍କୁ ନିଜ ନିଜ ଶୈଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ ସିଦ୍ଧୁଙ୍କ ବାପା ବଲକୌର ସିଂହ ଏପରି କିଛି…
ଏମରଜେନ୍ସି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ଶ୍ରେୟସ ତଲପଡେ
କଙ୍ଗନାଙ୍କ ନିଦେ୍ର୍ଦଶିତ ଫିଲ୍ମ ଏମରଜେନ୍ସିରେ ଇନ୍ଦିରା ଗାନ୍ଧୀଙ୍କ ଚିରତ୍ରରେ କଙ୍ଗନା ଏବଂ ଜେପି ନାରାୟଣଙ୍କ ଭୂମିକାରେ ଅନୁପମ ଖେର ନଜର ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିରତ୍ରରେ ଅଭିନେତା ଶ୍ରେୟସ ତଲପଡେ ନଜର ଆସିବେ ।
ଏମରଜେମନ୍ସି ସମୟରେ ପ୍ରଧାନମନ୍ତ୍ରୀ…
ଦୀପିକା ଏବଂ ଶାହାରୁଖ ଖାନଙ୍କ ‘ପଠାନ’ ଫିଲ୍ମର ନୂତନ ଫଟୋ ଭାଇରାଲ
ବର୍ତ୍ତମାନ ଦୀପିକା ଏବଂ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ପଠାନ ବର୍ତ୍ତମାନ ବି-ଟାଉନରେ ଚର୍ଚ୍ଚାରେ ରହିଛି । ପୂର୍ବରୁ ଦୀପିକାଙ୍କର ଏକ ଫଟୋ ବନ୍ଧୁକ ସହିତ ଭାଇରାଲ ହୋଇଥିବା ବେଳେ ସ୍ପେନରେ ଶାହାରୁଖଙ୍କ ସହିତ ଅନ୍ୟ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେହି ଫଟୋରେ ଦୀପିକା…