ବୁଦାପେସ୍ତରେ ଶାହାରୁଖ ଏବଂ ତାପସୀଙ୍କ ଅଭିନିତ ଫିଲ୍ମ ଧୁନ୍କିର ସୁଟିଂ ଶେଷ


ଦୀର୍ଘ ୪ବର୍ଷର ବିରାମ ପରେ ବଲିଉଡର କିଙ୍ଗ ଶାହାରୁଖ ଖାନ ୨୦୨୩ରେ ବ୍ୟାକ ଟୁ ବ୍ୟାକ ଫିଲ୍ମ ଦେବାକୁ ଯାଉଛନ୍ତି । ଜାନୁୟାରୀରେ ତାଙ୍କ ଅଭିନିତ ଫିଲ୍ମ ପଠାନ ରିଲିଜ ହେବାକୁ ଯାଉଥିବା ବେଳେ ରାଜକୁମାର ହିରାନୀଙ୍କ ସହିତ ଫିଲ୍ମ ଧୁନକି ଡିସେମ୍ବରରେ ରିଲିଜ ହେବ । ଧୁନକି ଫିଲ୍ମର ସୁଟିଂ ବୁଦାପେସ୍ତରେ ଶେଷ ହୋଇଥିବା ଅନଲାଇନ ଫ୍ୟାନପେଜରେ ଭାଇରାଲ ହେଉଛି । ଏଥିରେ ଶାହାରୁଖ ଖାନ ଏବଂ ତାପସୀ ଧୁନକିର ରାପ ଅପ କରିଛନ୍ତି ବୋଲି ଦର୍ଶାଯାଇଛି । ଏବଂ ଏସଆରକେ ଭାରତ ଫେରି ଅଟଲୀଙ୍କ ଫିଲ୍ମ ଯୱାନ ପାଇଁ ମଧ୍ୟ ସୁଟିଂ ପ୍ରାରମ୍ଭ କରିଛନ୍ତି ।


Share It

Comments are closed.