ଦେଶର ତିନୋଟି ରାଜ୍ୟରେ ବ୍ୟାନ ହେଲା ଲାଲ ସିଂହ ଚଡ୍ଡା ଫିଲ୍ମ


ଆମିର ଖାନ ଏବଂ କରିନା କପୁରଙ୍କ ଅଭିନିତ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ନେଇ ପୂର୍ବରୁ ବହୁ ବିବାଦ ଦେଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ଦେଶର ତିନୋଟି ରାଜ୍ୟ ତଥା ଉତ୍ତର ପ୍ରଦେଶ, ହରିୟାଣା ଏବଂ ମଧ୍ୟ ପ୍ରଦେଶରେ ସରକାରୀ ଭାବେ ବ୍ୟାନ କରାଯାଇଛି । ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ ହେବାକୁ ଯାଉଥିବା ବେଳେ ଫିଲ୍ମକୁ ଏକ ଶକ୍ତ ଝଟକା ଲାଗିଛି । ଏହି ଫିଲ୍ମରେ ଦ କ୍ଷିଣ ଭାରତୀୟ ଅଭିନେତା ନାଗା ଚୈ÷ତନ୍ୟ ମଧ୍ୟ ନଜର ଆସିଛନ୍ତି ।


Share It

Comments are closed.