ଫିଲ୍ଡ ମାର୍ସଲ ସାମ ମାନିକ ସାହାଙ୍କ ଜିବନ କାହାଣୀରେ ଆଧାରିତ ଫିଲ୍ମ ସାମ ବାହଦୁରରେ ମାନିକ ସାହାଙ୍କ ଭୂମିକାରେ ନଜର ଆସିବେ ଭିକି କୌଶଲ


ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମ ସାମ ବାହାଦୁର ଫିଲ୍ଡ ମାର୍ସଲ ସାମ ମାନିକ ସାହାଙ୍କ ଜୀବନ କାହାଣୀ ଉପରେ ଆଧାରିତ ହେଉଥିବା ବେଳେ ଫିଲ୍ମ ମେକରମାନେ ସେମବାର ଦିନ ଏହାର ଘୋଷଣା କରିଛନ୍ତି । ସେ ୧୯୭୧ରେ ଭାରତୀୟ ଆର୍ମିର ମୁଖ୍ୟ ଥିଲେ ଏବଂ ପାକିସ୍ତାନ ସହିତ ବାଙ୍ଗଲାଦେଶ ଲିବରେସନ ଯୁଦ୍ଧଗ୍ମେୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସାମ ମାନିକ ସାହାଙ୍କ ଆତ୍ମ କାହାଣୀରେ ମୁଖ୍ୟ ଭୂମିକା ତଥା ମାନିକ ସାହାଙ୍କ ଭୂମିକାରେ ଭିକି କୌଶଲ ଏବଂ ତାଙ୍କ ପତ୍ନୀଙ୍କ ଭୂମିକାରେ ସନାୟା ମଲହୋତ୍ରା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଫାତିମା ସେଖ ନଜର ଆସିବେ ।
ମେଘନା ନିଜର ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ପେଷ୍ଟର ସେୟାର କରିଛନ୍ତି । ଏବଂ ଭାରତୀୟ ଆର୍ମି ଏବଂ ସାହା ମାନିକ ସାହାଙ୍କୁ ଜ୍ଞୃତଜ୍ଞତା ଜ୍ଞାପନ କରିଛନ୍ତି ।


Share It

Comments are closed.