Browsing Category

ବାଣିଜ୍ୟ

ଭାରତରେ ଶୁଭାରମ୍ଭ ହେଲା ନୂତନ Toyota Yaris

ଭାରତୀୟ କାର ବଜାରରେ ଟୋୟଟା ପକ୍ଷରୁ ଏହାର ନୂତନ କାର ଟୋୟଟା ୟାରିସର ଶୁଭାରମ୍ଭ କରାଯାଇଛି । ଏହି କାରଟିର ପ୍ରାରମ୍ଭିକ ମୂଲ୍ୟ ୮.୭୫ଲକ୍ଷରୁ ଆରମ୍ଭ ହୋଇ୧୪.୦୭ ଲକ୍ଷ (ଏକ୍ସ-ସୋରୁମ) ପର୍ଯ୍ୟନ୍ତ ରହିଛି । ବଜାରରେ ଟୟୋଟା ୟାରିସ ୪ଟି ସଂସ୍କରଣ ସହ ମାନୁଆଲ ଓ ସିଭିଟି ଗିୟର ବକ୍ସର ବିକଳ୍ପ ସହ…

ଆସନ୍ତା କାଲିରୁ ଆରମ୍ଭ ହେବାକୁ ଯାଉଛି ବିଗ୍ ବଜାର ‘ପବ୍ଲିକ୍ ହଲିଡେ ସେଲ୍’

ବିଗ୍ ବଜାର ପକ୍ଷରୁ ଏପ୍ରିଲ୍ ୨୮ରୁ ମେଁ ୨ ତାରିଖ ମଧ୍ୟରେ ସମସ୍ତ ବିଗ୍ ବଜାର ଷ୍ଟୋରମାନଙ୍କରେ ‘ପବ୍ଲିକ୍ ହଲିଡେ ସେଲ୍’ର ଘୋଷଣା କରାଯାଇଛି । ୫ ଦିନର ଏହି ସେଲ୍ ଦେଶର ୧୩୨ଟି ସହରରେ ଥିବା ୩୪୦ରୁ ଅଧିକ ବିଗ୍ ବଜାର, ଫୁଡ୍ ବଜାର, ଏଫବିବି ଓ ହାଇପରସିଟି ଷ୍ଟୋରମାନଙ୍କରେ ଉପଲବ୍ଧ ହେଉଛି । ଏହି…

ଭୁବନେଶ୍ୱରରେ ଫର୍ଡ ଫ୍ରିଷ୍ଟାଇଲର ଶୁଭାରମ୍ଭ

ଫର୍ଡ ପକ୍ଷରୁ ଏହାର ପ୍ରଥମ ୟୁଟିଲିଟି ଯାନ ଫର୍ଡ ଫ୍ରିଷ୍ଟାଇଲକୁ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଛି । ଦୁଇଟି ଇନ୍ଧନ ବିକଳ୍ପ ଏବଂ ୬ଟି ନୂଆ ରଙ୍ଗରେ ଏହି ସିୟୁଭି ଚାରୋଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି । ଫର୍ଡ଼ ଫ୍ରିଷ୍ଟାଇଲ ପେଟ୍ରୋଲ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫୦୯,୦୦୦ ଟଙ୍କା…

ଫାଇଲସ ଗୋ ଆପ୍ ବର୍ତ୍ତମାନ ଓଡିଆ ଭାଷାରେ ଉପଲବ୍ଧ

ଗୁଗୁଲ ପକ୍ଷରୁ ଏହାର ଫାଇଲ ଗୋ ଆପ୍ ଓଡିଆ ଭାଷାରେ ଉପଲବ୍ଧତାକୁ ଘୋଷଣା କରାଯାଇଛି । ଫାଇଲସ୍ ଗୋ ଆପ୍ ମୋବାଇଲରେ ପ୍ରଥମ ଥର ପାଇଁ ଉପଭୋକ୍ତାଙ୍କ ମୋବାଇଲ ଫୋନରୁ ସ୍ପେସକୁ ବୃଦ୍ଧି କରିବା ସହିତ ଅଫଲାଇନ୍ ଥିବାବେଳେ ମଧ୍ୟ ଅନ୍ୟମାନଙ୍କ ସହିତ ଶୀଘ୍ର ଫାଇଲ ସେୟାର କରିବା ପାଇଁ ସୁବିଧା ପ୍ରଦାନ…

ଭାରତରେ ନୂତନ ବିଏମଡବ୍ଲ୍ୟୁ ଏକ୍ସ୩ର ଶୁଭାରମ୍ଭ

ଭାରତରେ ନୂତନ ବିଏମଡବ୍ଲ୍ୟୁ ଏକ୍ସ୩ର ଶୁଭାରମ୍ଭ କରାଯାଇଛି । ବିଏମଡବ୍ଲ୍ୟୁ ଏକ୍ସ ୩ ଆକର୍ଷଣୀୟ ଡ୍ରାଇଭିଙ୍ଗ ଡାଇନାମିକ୍ସ ସହିତ ନିପୁଣ ବ୍ୟବହାର୍ଯ୍ୟର ମିଶ୍ରଣ ଆକ୍ଟିଭ ଏବଂ ଗତିଶୀଳ ଲାଇଫଷ୍ଟାଇଲ ପାଇଁ ଉତ୍ତମ । ଏହି କାର୍ ଆଜି ଠାରୁ ବିଏମଡବ୍ଲ୍ୟୁ ଡିଲରସିପରେ ଉପଲବ୍ଧ ହେବ । ଏହା ବର୍ତ୍ତମାନ…

ସୋନାଲିକା ଟ୍ରାକ୍ଟର୍ସର ୨୦୧୭-୧୮ରେ ୧ ଲକ୍ଷ ଟ୍ରାକ୍ଟର ବିକ୍ରି

ସୋନାଲିକା ଇଣ୍ଟରନ୍ୟାସନାଲ୍ ଟ୍ରାକ୍ଟର୍ସ ଲିମିଟେଡ୍ (ଆଇଟିଏଲ୍) ହୋସିଆରପୁରରେ ବିଶ୍ୱର ଏକ ନମ୍ବର ସର୍ବବୃହତ ସମନ୍ୱିତ ଟ୍ରାକ୍ଟର କାରଖାନା ସ୍ଥାପନ କରିଛି । ଏହା ଖୁବ୍ କମ୍ ସମୟ ମଧ୍ୟରେ ବର୍ଷକୁ ୧ ଲକ୍ଷ ଟ୍ରାକ୍ଟର ବିକ୍ରି କରି ଇତିହାସ ସୃଷ୍ଟି କରିଛି ଓ ମୋଟାମୋଟି ଭାବେ ୨୨% ଅଭିବୃଦ୍ଧି…

ଭୁବନେଶ୍ୱରରେ ଏଚପି ଷ୍ଟୋରର ଶୁଭାରମ୍ଭ

ଏଚପି ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ତୃତୀୟ ସ୍ୱତନ୍ତ୍ର ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଉକ୍ତ ଷ୍ଟୋର୍ ଭୁବନେଶ୍ୱରର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ୨୫୦ ବର୍ଗ ଫୁଟ ସ୍ଥାନ ବିଶିଷ୍ଟ ଏହି ନୂତନ ଷ୍ଟୋରରେ ଏଚପି କଞ୍ଜ୍ୟୁମର ଉତ୍ପାଦର…

ପାର୍କସର ଗ୍ରୀଷ୍ମ-ବସନ୍ତ ୨୦୧୮ କଲେକ୍ସନ

ରେମଣ୍ଡର ଘରୋଇ ବ୍ରାଣ୍ଡ ପ୍ରିମିୟମ କାଜୁଆଲ ଲାଇଫ ଷ୍ଟାଇଲ ବ୍ରାଣ୍ଡ, ପାର୍କସ ପକ୍ଷରୁ ଗ୍ରୀଷ୍ମ-ବସନ୍ତ ଋତୁର ‘ଭ୍ୟାକେସନ ଡାଉନଲୋଡ’ ଥିମ ସହିତ ନୂତନ କଲେକ୍ସନ ଶୁଭାରମ୍ଭ କରାଯାଇଛି । ଏହି ଆକର୍ଷଣୀୟ ନୂତନ କଲେକସନ ଆଧୁନିକ ରେଞ୍ଜ ସହିତ ସ୍ୱତନ୍ତ୍ର ଢାଞ୍ଚା, ପ୍ରିଣ୍ଟ ଏବଂ ଫିନିସ, ନୂତନ…

ମଣ୍ଟେ କାର୍ଲୋ ପକ୍ଷରୁ ବସନ୍ତ ଗ୍ରୀଷ୍ମ ୨୦୧୮ କଲେକସନ୍

ଅଗ୍ରଣୀ ବ୍ରାଣ୍ଡ୍ ମଣ୍ଟେ କାର୍ଲୋ ପକ୍ଷରୁ ଚଳିତ ବର୍ଷ ପାଇଁ ବସନ୍ତ ଗ୍ରୀଷ୍ମ କଲେକସନ୍ ୨୦୧୮ର ଶୁଭାରମ୍ଭ କରାଯାଇଛି । ଏହି କଲେକସନରେ ଗ୍ରାହକମାନେ ଆନ୍ତର୍ଜାତୀୟ ଫ୍ୟାସନ୍ ଟ୍ରେଣ୍ଡର ପୋଷାକ ପାଇପାରିବେ । ଏହି ରେଞ୍ଜରେ ବ୍ୟକ୍ତିଗତ ଷ୍ଟାଇଲିଙ୍ଗ ପାଇଁ ଶ୍ରେଷ୍ଠ ରଙ୍ଗ, ଆକର୍ଷଣୀୟ ଡିଜାଇନ…

ସିଏଟର ନୂତନ ଅଭିଯାନର ଶୁଭାରମ୍ଭ

ଭାରତର ଅଗ୍ରଣୀ ଟାୟାର ନିର୍ମାଣକର୍ତ୍ତା ଏହାର ନୂତନ ଟାୟାର ମାଇଲେଜ୍ ଏକ୍ସ୩ ପାଇଁ ଏକ ନୂତନ ଅଭିଯାନର ଶୁଭାରମ୍ଭ କରିଛି । ଏହି ବିଜ୍ଞାପନ ମାଇଲେଜ୍ ଏକ୍ସ୩ର ଦୀର୍ଘତାର ଉପାଦେୟତାଗୁଡ଼ିକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି, ଯାହା ସେମାନଙ୍କ କାର ଗୁଡିକୁ ଆହୁରି ଉନ୍ନତ…