Browsing Category

ପ୍ରଯୁକ୍ତି

ଓଡିଶାର ସୁଦୂର ଗ୍ରାମଗୁଡ଼ିକୁ ବ୍ୟାଙ୍କିଙ୍ଗ୍ ସେବା ନେଇ ଆସିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍ ସେବା ଆଦୌଁ ଉପଲବ୍ଧ ନଥିବା କିମ୍ବା ବହୁ ଦୂରରେ ଉପଲବ୍ଧ ଥିବା ସୁଦୂର ଗ୍ରାମଗୁଡିକରେ ବ୍ୟାଙ୍କିଙ୍ଗ୍ ସେବା ପହଂଚାଇବା ଏବଂ ରାଜ୍ୟର ଆର୍ଥିକ ଅନ୍ତର୍ଭୁକ୍ତିରେ ଯୋଗଦାନ ପାଇଁ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଓଡିଶାରେ ଏହାର ଗ୍ରାମାଂଚଳ ଉପସ୍ଥିତିକୁ ଦ୍ରୁତ ବେଗରେ…

ଜିଓଫୋନ୍ ନେକ୍ସଟ୍‌ର ୧୦ଟି ପ୍ରମୁଖ ବିଶେଷତ୍ୱ ଯାହା ଏହାକୁ ସ୍ୱତନ୍ତ୍ର କରିଛି

ଭୁବନେଶ୍ୱର: ଜିଓଫୋନ୍ ନେକ୍ସଟ୍ ଉନ୍ମୋଚିତ ହୋଇସାରିଛି । ରିଲାଏନ୍ସ ଜିଓ ଓ ଗୁଗୁଲ୍ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି ଯାହା ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେଉଛି । ଏହି ସ୍ମାର୍ଟଫୋନ୍‌ରେ ଅନେକ ପ୍ରମୁଖ…

ହ୍ବାଟସ୍ ଆପ୍ ମାଧ୍ୟମରେ ପେମେଣ୍ଟ କଲେ ମିଳିବ ୫୧ ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ଆପଣ କିପରି ପାଇବେ ଏହାର ଲାଭ ?

ଏହି ଦିପାବଳୀ, ହ୍ବାଟସ୍ ଆପ୍ ଏହାର ହ୍ବାଟସ୍ ଆପ୍ ପେରୁ ଏକ କ୍ୟାସବ୍ୟାକ୍ ଅଫର ସହିତ ୟୁଜରଙ୍କ ପାଇଁ ଖୁସି ଖବର ନେଇ ଆସିଛି। ଏଥିରେ ହ୍ବାଟସ୍ ଆପ୍ ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ୫୧ଟଙ୍କା ର କ୍ୟାସବ୍ୟାକ ପ୍ରଦାନ କରୁଛି | ଏହାର ସେବା ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଆପଣ କେତେ ଟଙ୍କା…

ଫେସବୁକ୍ ନୂଆ ନାମ ହେଲା ମେଟା: ଜାଣନ୍ତୁ ନାମ ପରିବର୍ତନ ପରେ କ’ଣ ବଦଳିଛି, କ’ଣ ନୁହେଁ ?

ଫେସବୁକର ସହ-ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କମ୍ପାନୀର ନୂତନ ନାମ ଘୋଷଣା କରିଛନ୍ତି। ଫେସବୁକ ବର୍ତ୍ତମାନ ନୂଆ ନାମ Meta ଦ୍ୱାରା ଜଣାଶୁଣା ହୋଇଥିବାବେଳେ ଯାହାପାଇଁ ଫେସବୁକ ଏହାର ନାମ ବଦଳାଇଛି ତାହା ମେଟାଭର୍ ନାମରେ ପରିଚିତ ହେବ | ମେଟାଭର୍ସ ଏକ ଭିନ୍ନ ଦୁନିଆ ଯାହା…

ଏହି ପ୍ରକାର ଆପ୍ ଖାଲି କରିପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ତୁରନ୍ତ ମୋବାଇଲରୁ କରନ୍ତୁ ଡିଲିଟ

ଯେହେତୁ ସମଗ୍ର ବିଶ୍ୱରେ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି, ତେଣୁ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି | ଆଜିକାଲି ସାଇବର ଅପରାଧୀମାନେ ଲୋକଙ୍କଠାରୁ ଠକେଇର ବିଭିନ୍ନ ପଦ୍ଧତି ଗ୍ରହଣ କରୁଛନ୍ତି, ଯେପରିକି ନକଲି ବ୍ୟାଙ୍କିଂ ଆପ୍ ତିଆରି…

ବଦଳିବାକୁ ଯାଉଛି ଫେସବୁକର ନାମ, ଖୁବ ଶୀଘ୍ର ଘୋଷଣା କରିବେ ମାର୍କ ଜୁକରବର୍ଗ

ଗତ ୧୭ ବର୍ଷ ଧରି ଫେସବୁକ ଗୋଟିଏ ନାମରେ ଜଣାଶୁଣା, କିନ୍ତୁ ବର୍ତ୍ତମାନ ଏହାର ରି-ବ୍ରାଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଛି । ଖବର ମୁତାବକ, ଫେସବୁକର ନାମ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାର ଅଫିସିଆଲ୍ ଘୋଷଣା ଖୁବ୍ ଶୀଘ୍ର ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କରିବେ। ଆସନ୍ତା ସପ୍ତାହରେ…

ଏୟାରଟେଲ ପକ୍ଷରୁ ‘ଏୟାରଟେଲ ଆଇକ୍ୟୁ ଭିଡିଓ’ର ଶୁଭାରମ୍ଭ

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏକ ସିପାସ୍ ସମାଧାନ-‘ଏୟାରଟେଲ ଆଇକ୍ୟୁ ଭିଡିଓ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସମାଧାନକୁ ଏୟାରଟେଲର ଇନ-ହାଉସ ଇଞ୍ଜିନିୟରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏୟାରଟେଲ ଆଇକ୍ୟୁ ଭିଡିଓ, ଏୟାରଟେଲର ସ୍ଥାୟୀ କ୍ଲାଉଡ ଏବଂ ଅତ୍ୟାଧୁନିକ…

ରାତିରେ ବ୍ୟବହାର କରିପାରିବେନି Whatsapp? ଜାଣନ୍ତୁ ଏହି ଭାଇରାଲ ମେସେଜ ପଛର ସତ

ବର୍ତ୍ତମାନ ସମସ୍ୟଙ୍କ ଲୋକପ୍ରିୟ ଆପ୍‌ ହେଉଛି ହ୍ବାଟ୍ସଆପ୍‌ । ଛୋଟରୁ ବୃଦ୍ଦ ପର୍ଯ୍ୟନ୍ତ ସମସ୍ତେ ଏହି ଆପ୍‌କୁ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏବେ ଏହାର ଏକ ବାର୍ତ୍ତା ଭାଇରାଲ ହେବାରେ ଲାଗିଛି। ଏହି ସୂଚନା ଅନୁଯାୟୀ ଭାରତ ସରକାର ହ୍ବାଟ୍ସଆପ୍‌କୁ ରାତି ୧୧.୩୦ରୁ ସକାଳ ୬ଟା…

ଏବେ ହ୍ୱାଟସଆପରେ ଭଏସ ମେସେଜ ପଠାଇବା ହେବ ଆହୁରୀ ସହଜ, ଜାଣନ୍ତୁ କିପରି

ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟସ୍‌ଆପ୍ ତାର ଭଏସ୍ ମେସେଜ୍ ଫିଚରକୁ ଡେଭଲପ୍ କରିବାକୁ ଯାଉଛି। ନୂଆ ଫିଚର ଆସିବା ପରେ ହ୍ଵାଟସଆପ୍‌ରେ ଭଏସ୍ ମେସେଜ୍ ପଠାଇବା ଆହୁରି ସହଜ ହୋଇଯିବ। ଏବେ ହ୍ଵାଟସ୍‌ଆପ୍‌ରେ ନିର୍ଦ୍ଧିଷ୍ଟ ସମୟ ଯାଏଁ ଭଏସ୍ ନୋଟ୍ ପଠାହେଉଛି। ଯାହାଫଳରେ ଅଧିକ ଲମ୍ବା ଭଏସ୍ ମେସେଜ୍…

ଫୋନର ଏହି ସେଟିଂ ଅତ୍ୟନ୍ତ ଜବରଦସ୍ତ, ପାସୱାର୍ଡ ସେଟ୍ କରିନଥିଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ନାହିଁ ଅନ୍ୟ କେହି

ଆଜିକାଲି ସ୍ମାର୍ଟଫୋନର ଯୁଗ | ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ଅଛି | ବାସ୍ତବରେ, ଆଜିକାଲି ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ସମସ୍ତ ଜିନିଷ ସ୍ମାର୍ଟଫୋନ୍ ମାଧ୍ୟମରେ କରାଯାଉଛି କିମ୍ବା ଅନେକ ଲୋକ ସେମାନଙ୍କର କିଛି ବ୍ୟକ୍ତିଗତ ତଥ୍ୟକୁ ସ୍ମାର୍ଟଫୋନରେ ରଖନ୍ତି | ଏଭଳି ପରିସ୍ଥିତିରେ ଏହାର…