Browsing Category

ଜୀବନ ଚର୍ଯ୍ୟା

କଳା ଲୁଣ ପାଣି ପିଇବାର ଉପକାରିତା

୧. ପ୍ରସ୍ତୁତି ପ୍ରଣାଳୀ- ଗୋଟେ ଚାମଚ ଉଷୁମ ପାଣିରେ ଛୋଟ ଚାମଚରେ ଲୁଣ ଆଣି ମିଶ୍ରଣ କରନ୍ତୁ । ଏହାକୁ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ୨. ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ – ଏହି ପାଣି ପିଇବା ଦ୍ୱାରା ବ୍ରଣ, ଦାଗ ଆଦି ସହଜରୁ ଆରାମ ମିଳିଥାଏ । କାରଣ ଏହି ଲୁଣ…

ରୋଗ ନାଶକାରୀ ମହୁ

ବହୁ ପୁରାତନ କାଳରୁ ମହୁ ଔଷଧୀ ପାଇଁ ବ୍ୟବହୃତ ହୋଇ ଆସୁିଛି । ଏହାର ଆଣ୍ଟିଆକ୍ସିଡାଣ୍ଟ ଏବଂ ଆଣ୍ଟିଫଙ୍ଗାଲ ଗୁଣ ବହୁ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ମହୁ ବଜାରରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହା ଛୋଟରୁ ବଡ ପର୍ଯ୍ୟନ୍ତ ସଭିଏଁ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ମହୁର କିଛି…

ମଧୁମେହ ଓ ଶ୍ୱାସରୋଗ ପାଇଁ ଆମ୍ବପତ୍ର

ଆମ୍ବ ଆମ ଶରୀର ପାଇଁ ଯେତିକି ଲାଭଦାୟକ ତାର ପତ୍ର ମଧ୍ୟ ସେତିକି ଗୁଣକାରୀ । ଛୋଟ, କଅଁଳିଆ, ସବୁଜ ଓ ଲାଲରଙ୍ଗର ଆମ୍ବପତ୍ରଗୁଡିକରେ ସ୍ୱାସ୍ଥ୍ୟପ୍ରଦ ଗୁଣ ରହିଛି । ଆମ୍ବପତ୍ର କିଛି ବିଶେଷ ଗୁଣ ବିଷୟରେ ଆସନ୍ତୁ ଜାଣିବା । ଶରୀରରେ ଶର୍କରାକୁ ନିୟନ୍ତ୍ରିତ କରିଥାଏ - ଆମ୍ବପତ୍ରରେ ବହୁ…

ତ୍ୱଚା ଏବଂ କେଶ ପାଇଁ ଉପକାରୀ କଫି

କଫି ଏକ ପାନୀୟ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ତ୍ୱଚାର ଉଜ୍ୱଳତା ବୃଦ୍ଧି ତଥା କେଶର ବୃଦ୍ଧି କରିବା ପାଇଁ ବ୍ୟବହାର କରିହେବ । ଏହା ବଜାରରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହାର ବ୍ୟବହାର ମଧ୍ୟ ଖୁବ ସହଜ । କଫିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାରେ ଚମକ ଆଣିବା ସହିତ କେଶ ପାଇଁ ମଧ୍ୟ ଉପଯୋଗୀ…

ପାପୁଲିର ରେଖା କହିବ ବିବାହର ସମୟ

ପ୍ରତ୍ୟେକ ମନୁଷ୍ୟ ନିଜ ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ହେଲେ କେତେକଙ୍କ ଏ ଆଶା ପୁରା ହୁଏତ ଆଉ କାହାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ । କିଛି ଲୋକଙ୍କର ଶିଘ୍ର ବାହାଘର ହେଉଥିବାବେଳେ କିଛି ଲୋକ ସର୍ବଗୁଣସମ୍ପର୍ଣ୍ଣ ହୋଇଥିଲେ ମଧ୍ୟ ବିବାହରେ ବହୁ ବିଳମ୍ବ ହୋଇଥାଏ । କିଛି ଏହାକୁ…

ଜାଣନ୍ତୁ ଗ୍ରିନ-ଟି ପିଇବାର ସଠିକ ସମୟ

ଓଜନ କମ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗ୍ରିନ-ଟି ଖୁବ ଉପକାରୀ । ଗ୍ରିନ-ଟି ରେ ଆଣ୍ଟିଅକ୍ସିଡାଣ୍ଟ, ଆମିନୋ ଏସିଡ,ଫାଇଟୋକେମିକାଲ ଏବଂ ପଲିଫିନଲ ଇତ୍ୟାଦି ରହିଛି ଯାହା ଶରୀରରେ ମେଟାବୋଲିକ ଶକ୍ତିର ବୃଦ୍ଧି କରି ଓଜନ କମ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାଯ୍ୟ…

ବ୍ରେନ ଷ୍ଟ୍ରୋକ୍ କ’ଣ ଏବଂ ଏହା ଠାରୁ କିପରି ରକ୍ଷା ପାଇବେ

ବ୍ରେନ ଷ୍ଟ୍ରୋକ୍ ସ୍ଥିତିରେ ରୋଗୀକୁ ତୁରନ୍ତ ଆଶୁ ଚିକିତ୍ସା ଆବଶ୍ୟକ । ସୁସ୍ଥ ଜୀବନଶୈଳୀ ଆପଣାଇଲେ ବ୍ରେନ ଷ୍ଟ୍ରୋକ୍ ଭଳି ଭୟଙ୍କର ସମସ୍ୟାରୁ ଦୁରେଇ ରହିପାରିବେ । ମସ୍ତିଷ୍କର କୌଣସି ଭାଗରେ ରକ୍ତ ସଞ୍ଚାଳନରେ ବାଧା ଆସିବା ସ୍ଥିତିକୁ ବ୍ରେନ ଷ୍ଟ୍ରୋକ କୁହାଯାଏ । ଏହି ସମୟରେ ଯଥାଶୀଘ୍ର…

ଜାଣନ୍ତୁ ବୟସ ଅନୁଯାୟୀ ଶୋଇବା ସମୟ

ସଠିକ ଖାଦ୍ୟ, ପାନୀୟ ଏବଂ ନିଦ୍ରା ଆମ ଶରୀର ପାଇଁ ଖୁବ ଆବଶ୍ୟକ । ଠିକ ନିଦ୍ରା ନହେଲେ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପଡିଥାଏ । ନିଦ୍ରାର ଅଭାବ ହେଲେ ଅଳ୍ପ ବୟସରୁ ବହୁ ରୋଗ ହେବାର ସମ୍ଭାବନା ରହିଥାଏ । ଆମେରିକାର ନ୍ୟାସନାଲ ସ୍ଲିପ ଫାଉଣ୍ଡେସନ ପକ୍ଷରୁ ଶୟନ ଅଭ୍ୟାସ, ଆବଶ୍ୟକତା ଏବଂ ଏହାର…

ଚନ୍ଦାପଣରୁ କିପରି ପାଇବେ ମୁକ୍ତି

ହେୟାର ଷ୍ଟାଇଲ ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । ଝିଅ ହୁଅନ୍ତୁ କିମ୍ବା ପୁଅ ପ୍ରାୟ ସମସ୍ତେ ହେୟାର ଷ୍ଟାଇଲିସ କରିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି କଲେଜ ପଢୁଆ ଝିଅ ପୁଅଙ୍କ ମଧ୍ୟରେ ଏହି କ୍ରେଜ ଅଧିକ ଦେଖିବାକୁ ମିଳିଥାଏ । ହେଲେ ଆଜିକାଲି କମ ବୟସରେ ଯୁବକଯୁବତୀମାନେ ଏକ ବଡ…

ଶରୀର ପାଇଁ ଉପକାରୀ ଲାଉ ରସ

ଅସୁସ୍ଥତା ସମସ୍ତଙ୍କଠାରେ ବର୍ତ୍ତମାନ ଏକ ସାଧାରଣ ପ୍ରକ୍ରିୟା ଭାବେ ଉଭାହୋଇଛି । ତେଣୁ ଔଷଧକୁ ଲୋକମାନେ ସେମାନଙ୍କର ଏକପ୍ରକାରର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିସାରିଛନ୍ତି । ଲୋକେ ଛୋଟ ଛୋଟ ବ୍ୟାଧି ପାଇଁ ମଧ୍ୟ ଔଷଧ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଅନେକ ପନିପରିବା ରହିଛି ଯାହାକୁ…