Browsing Category
ଜୀବନ ଚର୍ଯ୍ୟା
ଆସନ୍ତୁ ଜାଣିବା ପେଟ୍ରୋଲିୟମ ଜେଲିର ୫ଟି ଚମତ୍କାରୀ ଉପକାରୀତା
ପେଟ୍ରୋଲିୟମ ଜେଲି ଏପରି ଏକ ସୌନ୍ଦର୍ଯ୍ୟ ଉତ୍ପାଦ ଯାହା ସମସ୍ତଙ୍କ ଘରେ ମିଳିଥାଏ । ଏହା ଏକ ବିୟୁଟି ଉତ୍ପାଦ ହେଲେ ମଧ୍ୟ ଏହାର ବହୁ ପ୍ରକାରର ଉପକାରିତା ରହିଛି । ଏହା ତ୍ୱଚାକୁ ହାଇଡ୍ରେଟ କରିବା ସହିତ ମେକଅପରେ ମଧ୍ୟ ବ୍ୟବହାର କରାଯାଇପାରିବ । ଆସନ୍ତୁ ଜାଣିବା ଏହି ପେଟ୍ରୋଲିୟମ ଜେଲିର…
ଧୂମପାନଜନିତ ରୋଗ ଏବଂ ତାହାର ପ୍ରତିକାର
କ’ଣ ଖାଇବା ଉଚିତ ?
କ୍ୟାପସିିକମ – ଏଥିରେ ଥିବା କ୍ୟାପ୍ସିସିନ ଏବଂ ଭିଟାମିନ ସି’ ଫୁସଫୁସରେ କଫ ବୃଦ୍ଧି ରୋକିଥାଏ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ ।
ସେଓ- ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୱରସିଟିନ ନାମକ ଯୌଗିକ ପଦାର୍ଥ ଫୁସଫୁସକୁ ସୁସ୍ଥ ରଖିବା ସହ କ୍ୟାନସର ଆଶଙ୍କାରୁ ରକ୍ଷା…
ଶୀତ ଦିନେ ଉଜ୍ଜ୍ୱଳ ତ୍ୱଚା ପାଇଁ ଖାଆନ୍ତୁ ଏହି ଖାଦ୍ୟ
ଶୀତଦିନେ ସମସ୍ତେ ଶୁଷ୍କ ତ୍ୱଚା ପାଇଁ ଚିନ୍ତିତ ଥାନ୍ତି । ଶୀତ ଦିନେ ପବନ ବାଜିବା ଦ୍ୱାରା ଖରା ଏବଂ ବର୍ଷା ଦିନ ଅପେକ୍ଷା ତ୍ୱଚା ଅଧିକ ଶୁଷ୍କ ଲାଗିଥାଏ । ତେଣୁ ଶୀତ ଦିନେ ତ୍ୱଚା ଏବଂ ଶରୀରର ଅଧିକ ଯତ୍ନ ନେବାକୁ ପଡିଥାଏ । ଶୀତ ଦିନେ ସୂର୍ଯ୍ୟଙ୍କର ପ୍ରଭାବ କମ ଥିବାରୁ ଖାଦ୍ୟ ସଠିକଭାବେ…
କିସମିସରେ ଭରି ରହିଛି ଏହି ସବୁ ଔଷଧୀୟ ଗୁଣ
କିସମିସ ଏକପ୍ରକାର ଡ୍ରାଏଫ୍ରୁଟ ହୋଇଥାଏ । ଅଙ୍ଗୁରକୁ ଶୁଖାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏଥିରେ ସେହି ସବୁ ଗୁଣ ଭରି ରହିଛି, ଯାହା ଅଙ୍ଗୁରରେ ରହିଥାଏ । କିସମିସ ସ୍ୱାସ୍ଥ୍ୟପାଇଁ ବହୁ ଲାଭଦାୟକ ହୋଇଥାଏ । ବିଶେଷକରି ଥଣ୍ଡାଦିନେ ଏହା ଖାଇବା ଦ୍ୱାରା ବହୁ ରୋଗ ବେମାରୀରୁ ରକ୍ଷାମିଳିଥାଏ ।…
ପ୍ରଥମ ଦେଖାରେ ଝିଅଙ୍କୁ ଏହି ୫ଟି କଥା ଜମାରୁବି ପଚାରନ୍ତୁ ନାହିଁ
ପ୍ରଥମେ ପ୍ରଥମେ ଜଣେ ଝିଅକୁ ଦେଖା କରିବାକୁ ହେଲେ ଆପଣ କେତେ ବା ପ୍ରସ୍ତୁତି କରିନଥିବେ । କ’ଣ ପିନ୍ଧିବେ ଓ ତାଙ୍କ ପାଇଁ କ’ଣ ନେଇକି ଯିବେ ଏବଂ ତାଙ୍କୁ କେଉଁଠୁ ପିକ କରିବେ ଇତ୍ୟାଦି ଇତ୍ୟାଦି ଏହିଭଳି ଅନେକ କଥା ଆପଣ ଭାବିଥାନ୍ତି । କିନ୍ତୁ ଏହି ସବୁ ଭିତରେ ଆପଣ ଭୁଲିଯାଇଥାନ୍ତି ଯେ,…
ଗର୍ଭାବସ୍ଥାରେ କିପରି ଶୋଇବେ, ଆସନ୍ତୁ ଜାଣିବା
ମାଁ ହେବା ଦୁନିଆର ସବୁଠାରୁ ବଡ ଅନୁଭୁତି । ଏହି ଅନୁଭୁତି ପାଇଁ ମାଁକୁ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ । ଗର୍ଭବସ୍ଥା ସମୟରେ ଶରୀରରେ ଅନେକ ପରି୍ବର୍ତ୍ତନ ଆସିଥାଏ । ଏଥି ପାଇଁ ମହିଳା ମାନଙ୍କୁ ନିଜ ପାଇଁ ବେଶ ଧ୍ୟାନ ଦେବା ଜରୁରୀ । ପେଟର ଆକାର ବଢିବା ଯୋଗୁଁ ଚଲାବୁଲା କରିବା ତଥା…
ଗଣ୍ଠିଜନିତ ସମସ୍ୟା ଦୂର କରିବ ଲେମ୍ବୁଚୋପା
ଆଜିକାଲି ଗଣ୍ଠି ଜନିତ ଦରଜ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଯେଉଁ କାରଣରୁ କମ ବୟସ୍କର ଲୋକମାନଙ୍କ ଶରୀରରେ ମଧ୍ୟ ଏହି ଗଣ୍ଠିଜନିତ ସମସ୍ୟା ଚିନ୍ତାର ବିଷୟ ହୋଇଯାଇଛି । ତେବେ ଏହି ଗଣ୍ଠି ଜନିତ ସମସ୍ୟା ମଧ୍ୟରେ ରହିଛି - ଆଣ୍ଠୁଗଣ୍ଠି ଜନିତ ଦରଜ, କହୁଣୀ ଦରଜ, ଗୋଡ ଦରଜ ଇତ୍ୟାଦି ରହିଛି ।…
କଦଳୀ ଖାଇବାର କ’ଣ ରହିଛି ଉପକାରିତା, ଆସନ୍ତୁ ଜାଣିବା
ଭାରତୀୟମାନେ କାହିଁ କେଉଁ କାଳରୁ କଦଳୀକୁ ଜଳଖିଆ ଭାବେ ଖାଉଥିବାର ଖାଦ୍ୟ ବିଶେଷଜ୍ଞ ପ୍ରକ୍ୟା କରିଛନ୍ତି ।
ଏମାନଙ୍କ ସୁସ୍ଥତାର ପ୍ରମୁଖ ରହସ୍ୟ ହେଉଛି କଦଳୀ ନିୟମିତ ଖାଇବା । ନିକଟରେ ଏହି ଫଳ ସଂପର୍କରେ କେତେକ ରୋଚକ ତଥ୍ୟ ସାମନ୍ନାକୁ ଆସିଛି । କଦଳୀ ବାସ୍ନା ମଧ୍ୟ ହଜମ ଶକ୍ତି ବଢାଇପାରେ…
ରସୁଣରେ ରହିଛି ଦୂଃସାଧ୍ୟ ରୋଗ ଦୂର କରିବାର ଉପକାରିତା
ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ମାରତ୍ମକ ରୋଗ ମନୁଷ୍ୟ ଶରୀରକୁ ଗ୍ରାସ କଲାଛି । ସେଥିପାଇଁ ଦୈନଦିନ ଜୀବନରେ ଓøଷଧ ସେବନ କରିବା ସାମାନ୍ୟ କଥା ହେଇଗଲାଣି । କିନ୍ତୁ ଅନେକ କ୍ଷେତ୍ରରେ ଓøଷଧ ଅପେକ୍ଷା ଘରୋଇ ଉପଚାର ବେଶ ଫଳପ୍ରଦ ହୋଇଥାଏ । ସେହିପରି ନାନ ରୋଗ ପାଇଁ ଏକ ଘରୋଇ ଅମୃତ ସମାନ…
ଲୁଣ ଦ୍ୱାରା ଦୂର କରନ୍ତୁ ଆପଣଙ୍କ ବାସ୍ତୁ ଦୋଷ
ଦୈନଦିନ ଜୀବନରେ ଲୁଣ ଖାଦ୍ୟ ପାଇଁ ଏକ ଅପରିହାର୍ୟ୍ୟ ପଦାର୍ଥ । ବିନା ଲୁଣରେ ଆମେ ଖାଦ୍ୟକୁ ଖାଇବା ଅସମ୍ଭବ । କେବଳ ଖାଦ୍ୟ ଦୃଷ୍ଟିରୁ ମଧ୍ୟ ଲୁଣର ଅନେକ ମହତ୍ତ୍ୱ ରହିଛି । କୁହାଯାଏ ଲୁଣର ଭିନ୍ନ ଭିନ୍ନ ବ୍ୟବହାର ଦ୍ୱାରା ଘରେ ନକାରାତ୍ମକ ଶକ୍ତି ନଷ୍ଟ ହେବା ସହିତ ସକାରତ୍ମକ ଶକ୍ତି…