Browsing Category

ଜୀବନ ଚର୍ଯ୍ୟା

ଗୁପଚୁପ ଖାଇବା ଆପଣଙ୍କ ପାଇଁ କେତେ ମାରାତ୍ମକ ହୋଇପାରେ, ଜାଣନ୍ତୁ

ଗୁପଚୁପ ଭଲା କାହାକୁ ପସନ୍ଦ ନୁହେଁ। ଗୁପଚୁପ ନାଁ ଶୁଣି ଅନେକ ଲୋକଙ୍କ ପାଟିରୁ ଲାଲ ଗଡି ଆସିଥାଏ। ଗୁପଚୁପ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ ଫୁଡ୍। ଅଧିକାଂଶ ଲୋକ ଗୁପଚୁପ ପାଣି ବି ଢକ ଧକା ପିଇଯାଆନ୍ତି। ଏତେ ଖୁସିରେ ଖାଇଯାଉଥିବା ଗୁପଚୁପ ଆପଣଙ୍କୁ ଗମ୍ଭୀର ରୋଗରେ ପକାଇପାରେ। ଗୁପଚୁପ୍ ପାଟିକୁ…

ଅନେକ ଗୁଣରେ ଭରପୁର ଏହି ଫଳ: ଶୀତ ଦିନେ ନିଶ୍ଚୟ ଖାଆନ୍ତୁ, ମଜବୁତ ହୋଇଥାଏ ପ୍ରତିରୋଧକ କ୍ଷମତା

ଡ୍ରାଗନ୍ ଫ୍ରୁଟ୍ ନାଁ ଆପଣ ନିଶ୍ଚୟ ଶୁଣିଥିବେ। ଏହା ପ୍ରାୟତ ମେକ୍ସିକୋ ଓ ସେଣ୍ଟ୍ରାଲ ଏସିଆରେ ଖିଆଯାଇଥାଏ। ଏହାର ସ୍ୱାଦ ତରଭୁଜ ଭଳି। ଦେଖିବାକୁ ଏହା ବହୁତ ଆକର୍ଷଣୀୟ। ଫଳର ବାହାର ପଟେ ସ୍ପାଇକ୍ ଭଳି ଓ ଭିତର ପଟେ ଧଳା ଓ ଛୋଟ ଛୋଟ କଳା ରଙ୍ଗର ମଞ୍ଜି ଥାଏ। ଡ୍ରାଗନ୍ ଫ୍ରୁଟକୁ ସୁପର୍ ଫ୍ରୁଟ୍…

ମାଇଗ୍ରେନ ସମସ୍ୟାକୁ ଆହୁରି ବଢ଼ାଇଦେଇଥାନ୍ତି ଏହିସବୁ ଖାଦ୍ୟ, ଜାଣନ୍ତୁ କଣ

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ କାରଣରୁ ମୁଣ୍ଡବିନ୍ଧା ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାତ୍ର ମୁଣ୍ଡ ବିନ୍ଧା ଯନ୍ତ୍ରଣା ଅତ୍ୟଧିକ ପରିମାଣରେ ହେଲେ ଏହା ମାଇଗ୍ରେନର ରୂପ ନେଇଥାଏ। ମାଇଗ୍ରେନର ଯନ୍ତ୍ରଣାରେ ମୁଣ୍ଡର ଗୋଟେ ପଟରେ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣା ହେବାର କୌଣସି…

ଶାକାହାରୀ ହୋଇଥିଲେ ଶରୀରରୁ ଆଇରନର ଅଭାବ ଦୂର କରିବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

ସୁସ୍ଥ ରହିବା ପାଇଁ ଶରୀରକୁ ସମସ୍ତ ପୋଷକ ତତ୍ବ ଉପଯୁକ୍ତ ପରିମାଣରେ ଆବଶ୍ୟକ ହୋଇଥାଏ । ଏହା ମଧ୍ୟରେ ଆଇରନ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପୋଷକତତ୍ବ । ଶରୀରରେ ଆଇରନର ଅଭାବ ଦେଖାଗଲେ ଆନେମିଆ ଭଳି ରୋଗ ଦେଖା ଦେଇଥାଏ । ଶରୀରକୁ ଠିକ୍‌ ଭାବରେ ଚଳାଇବା ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ…

ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ୭ଟି ସୁପର୍ ଫୁଡ୍: ଦିନ ସାରା ମିଳିବ ଏନର୍ଜି

ଯଦି ଆପଣ ଅଳ୍ପ କାମ କରି ମଧ୍ୟ ଥକିପଡ଼ୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କଠାରେ ଷ୍ଟାମିନାର ଅଭାବ ଅଛି । ଏହାର ସବୁଠାରୁ ବଡ କାରଣ ହେଲା ଗୋଟିଏ ଜାଗାରେ ବସି ରହିବା ଓ ସକ୍ରିୟ ନ ରହିବା। ଅଧିକାଂଶ ଲୋକ ଷ୍ଟାମିନା ବଢାଇବାକୁ ଜିମ ଯାଇଥାନ୍ତି। କିନ୍ତୁ ଆଳସ୍ୟ କାରଣରୁ କିଛି ଦିନ ପରେ ପୁଣି ସେହି…

ଦିନକୁ ଅଳ୍ପ ଆଲକୋହଲ ମଧ୍ୟ ହୋଇପାରେ ମାରାତ୍ମକ! ଅଧ୍ୟୟନରେ ଖୁଲାସା

ମଦ୍ୟପାନ ସମ୍ବନ୍ଧରେ ଏକ ନୂଆ ରିସର୍ଚ୍ଚ କରାଯାଇଛି। ନୂଆ ରିସର୍ଚ୍ଚରେ ଖୁଲାସା ହୋଇଛି ଯେ ଏକ ଗ୍ଲାସ ମଦ୍ୟପାନ ଦ୍ୱାରା ହୃଦୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ରିସର୍ଚ୍ଚର ଏକ ଲକ୍ଷରୁ ଅଧିକ ଲୋକଙ୍କ ହୃଦୟ ସ୍ୱାସ୍ଥ୍ୟ ଏବଂ ମଦ ସେବନ ଓ ପାଣି ଅଭ୍ୟାସକୁ ନେଇ ପରୀକ୍ଷଣ କରିଛନ୍ତି। ରିସର୍ଚ୍ଚରେ…

ଦିନକୁ କେବଳ ଗୋଟିଏ କଦଳୀର ସେବନରୁ ମିଳିଥାଏ ଏହିସବୁ ଫାଇଦା, ଦୂରକରିଥାଏ ହୃଦରୋଗର ଆଶଙ୍କା

ଆମେ ଅନେକ ପ୍ରକାରର ଫଳ ଖାଇଥାଉ ଯାହା ଦ୍ବାରା ଆମ ଶରୀର ଏହାର ଲାଭ ପାଇପାରିବ | ଏହିପରି ଗୋଟିଏ ଫଳ ହେଉଛି କଦଳୀ, ଯାହା ଆମକୁ ଅଧିକ ଶକ୍ତି ଦେବାର କାମ କରେ | ଏଥିରେ ବହୁତ ଭଲ ପରିମାଣର ପ୍ରୋଟିନ୍, ଭିଟାମିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ | ସେଥିପାଇଁ ଡାକ୍ତରମାନେ ମଧ୍ୟ କଦଳୀ…

ଅନେକ ଉପାଦେୟ ଗୁଣରେ ଭରପୁର କରମଙ୍ଗା, ସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ମିଳିଥାଏ ଅନେକ ଫାଇଦା

କରମଙ୍ଗା ଖାଇବାକୁ କାହାକୁ ବା ଭଲ ନ ଲାଗେ । କରମଙ୍ଗା ଦେଖିବାକୁ ତାରା ଭଳି। ସେଥିପାଇଁ ତାକୁ ଷ୍ଟାର ଫ୍ରୁଟ୍ ମଧ୍ୟ କୁହାଯାଏ। କରମଙ୍ଗା ସାଧାରଣତଃ ଖଟା ଲାଗିଥାଏ। ଏଥିରେ ମିଠା ଖଟା ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଫଳରେ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ହିତକର ହୋଇଥାଏ।…

ଖାଲି ପେଟରେ ଚା’ ପିଇବା କେତେ ମାରାତ୍ମକ, ଜାଣନ୍ତୁ

ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ଚା’ ହୋଇନଥାଏ ବା ବିନା ଚା’ ବିନା ଜଳଖିଆ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ…

ପାଟିକୁ ସୁଆଦିଆ ଲାଗିବା ସହିତ ଅନେକ ଫାଇଦାରେ ଭରପୁର ପୋଇ ଶାଗ, ଦୂର କରିଥାଏ ଆଇରନର ଅଭାବ

ଭାରତରେ ଅନେକ ପ୍ରକାର ଶାଗ ଉପଲବ୍ଧ। ବିଶେଷ କରି ଓଡ଼ିଶାରେ ଶାଗର ଚାହିଦା ବହୁତ ଅଧିକ ରହିଥାଏ । ମୁଠାଏ ଭାତ ସହିତ ଶାଗର ସୁଆଦ କିଛି ନିଆରା ହୋଇଥାଏ । ଶାଗ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟୀ ହୋଇଥାଏ । ତେଣୁ ଆପଣ ନିଜର ଦୈନନ୍ଦିନ ଡାଏଟରେ ମଧ୍ୟ ଏହାକୁ ସାମିଲ କରିପାରିବେ। ପୋଇ ମଧ୍ୟ…