ଆଜି ଦିନ ୪ଟାରେ ପ୍ରକାଶ ପାଇବ କଳା ଯୁକ୍ତ ଦୁଇ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଟସିଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ବିଦ୍ୟାର୍ଥୀମାନେ ଡବଲ୍ୁଡବ୍ଲୁଡବ୍ଲୁ.ଓଡିଶାରୋଲଜଲ୍ଟ.ଏନଆଇସି.ଇନରେ ଲଗଇନ କରି ଦେଖିପାରିବେ । ଏହି ବିଭାଗରେ ସମୁଦାୟ ୨ଲକ୍ଷ୩୭ହଜାର…

ଇଡି ଦ୍ୱାରା ସିଲ ହେଲା ନ୍ୟାସନାଲ ହେରାଲ୍ଡ ଅଫିସ

ଅର୍ଥ ହେର ଫେର ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଦ୍ୱାରା ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଡି ପ କ୍ଷରୁ ନ୍ୟାସନାଲ ହେରାଲ୍ଡ ଅଫିସ ସମେତ ୧୨ଟି ସ୍ଥାନରେ ରେଡ ପଡିଥିବା ବେଳେ ଇଡି ଆଜି ଏହାକୁ ସିଲ କରାଯାଇଛି । ଏଥିରେ ଜଡିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ…

କେଶ ଧୋଇବା ବେଳେ କରୁଛନ୍ତି କି ଭୁଲ, ଆପଣାନ୍ତୁ କେଶକୁ ସାମ୍ପ୍ୟୁ କରିବାର ସଠିକ ଉପାୟ

କେଶ ଧୋଇବା ବେଳେ ଆପଣ ଭୁଲ କରୁଥିଲେ ଆପଣଙ୍କ କେଶରେ ବିଭିନ୍ନ ସମସୟା ଦେଖାଯିବାର ସମସ୍ୟା ଦେଖାଯାଇଥାଏ । କେଶ ଝଡା କେଶରେ ରୂପି କେଶର ଫାଟିବା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆପଣ କେଶ ଧୋଇବା ସମୟରେ ସଠିକ ଉପାୟ ଅବଲମ୍ବନ କରି କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା…

କେନ୍ଦ୍ର ସରକାରଙ୍କ ଘେଷଣା, ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଗିବ ନାହିଁ ବିଭିନ୍ନ ସ୍ମାରକୀ, ମ୍ୟୁଜିୟମ, ସଂଗ୍ରହାଳୟର ପ୍ରବେଶ…

ବିଶ୍ୱର ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସ୍ୱାଧିନତାର ୭୫ ବର୍ଷ ପୂରଣ ହେବାକୁ ଯାଉଛି । ଏଥି ପାଇଁ ସମଗ୍ର ଭାରତରେ ଆଜାଦୀକି ଅମୃତ ମହୋତ୍ସବ, ହର ଘର ତ୍ରିରଙ୍ଗା ଦିବସ ପାଳନ ହେବାକୁ ଯାଉଛି । ହର ଘର ତ୍ରିରଙ୍ଗା ଦିବସ ଅଗଷ୍ଟ ୨ରୁ ୧୫ ପ ର୍ଯ୍ୟନ୍ତ ପାଳନ ହେବାକୁ ଯାାଉଛି । ଏଥି ପାଇଁ…

ବୁଦାପେସ୍ତରେ ଶାହାରୁଖ ଏବଂ ତାପସୀଙ୍କ ଅଭିନିତ ଫିଲ୍ମ ଧୁନ୍କିର ସୁଟିଂ ଶେଷ

ଦୀର୍ଘ ୪ବର୍ଷର ବିରାମ ପରେ ବଲିଉଡର କିଙ୍ଗ ଶାହାରୁଖ ଖାନ ୨୦୨୩ରେ ବ୍ୟାକ ଟୁ ବ୍ୟାକ ଫିଲ୍ମ ଦେବାକୁ ଯାଉଛନ୍ତି । ଜାନୁୟାରୀରେ ତାଙ୍କ ଅଭିନିତ ଫିଲ୍ମ ପଠାନ ରିଲିଜ ହେବାକୁ ଯାଉଥିବା ବେଳେ ରାଜକୁମାର ହିରାନୀଙ୍କ ସହିତ ଫିଲ୍ମ ଧୁନକି ଡିସେମ୍ବରରେ ରିଲିଜ ହେବ । ଧୁନକି ଫିଲ୍ମର ସୁଟିଂ…

ଶ୍ରୀମନ୍ଦିରରୁ ଖସିଲା ଦେଢ କିଲୋର ପଥର

ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ରନô ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡିଛି । ଏହା ପଛର କି ଚନ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସଂଗ୍ରହ କରାଯାଇ ଗାରଦରେ ଜବତ ରଖାଯାଇଛି । ଏହା ବଡ ଠାକୁର ବଳଭଦ୍ରଙ୍କ ପଛ ପରିକ୍ରମାରେ ଖଣ୍ଡ ପଡିଯାଇଛି । ଏହି ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ…

ବିଶାଖାପାଟଣାରେ ଗ୍ୟାସଲିକ ଘଟଣାରେ ୫୦ ଜଣ ଅସୁସ୍ଥ

ବିଶାଖାପାଟଣା ସ୍ଥିତ ଏକ ବ୍ରାଣ୍ଡିକ୍ସ ସ୍ପେସାଲ ଇକୋନୋମିକ ଜୋନରେ ଗ୍ୟାସ ଲିକ ହୋଇଥିବାରୁ ୫୦ରୁ ଅଧିକ ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିିକିତ୍ସା ହେଉଥିଲେ । ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ ମହିଳା କର୍ମୀ ଥିବା କଥା ମଧ୍ୟ ଜଣାପଡିଛି । ଏହା ପରେ ୫୦ଜଣଙ୍କୁ ଡାକ୍ତରଖାନା ନିଆଯାଇଛି…

ଚୀନର ଧମକ ସତ୍ତ୍ୱେ ଚାଇୱାନ ଗ୍ରସ୍ଥ କଲେ ଆମେରିକାର ବାଚସ୍ପତି ନାନ୍ସି

ଆମେରିକାକୁ ଚୀନର ଧମକ ସତ୍ତ୍ୱେ ଆମେରିକାର ବାଚସ୍ପତି ତାଇୱାନ ଗ୍ରସ୍ତ କରି ତାଇୱାନର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଏହା ପରେ ଚୀନ ବିଚଳିତ ହୋଇପଡିଥିବା ବେଳେ ଆମେରିକାର ଧମକ ଦେବା ସହିତ ଆକ୍ସନ ନେବା ମଧ୍ୟ ପ୍ରାରମ୍ଭ କରିଦେଇଛି । ସୂଚନା ମୂତାବକ, ଚୀନ ଆସନ୍ତା ୪ତାରିଖରୁ ଯୁଦ୍ଧାଭ୍ୟାସ…

ଲନ ବଲରେ ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣ

ବର୍ମିଂହାମ ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ୬ଷ୍ଠ ଦିନରେ ଲନ ବଲରେ ମହିଳା ଭାରତୀୟ ଦଳକୁ େ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । ଭାରତୀୟ ମହିଳା ଦଳ ଲନ ୱେମେନ୍ସ ଫୋରସ ଇଭେଣ୍ଟର ଫାଇନାଲରେ ଦ କ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।…

ଖାଦ୍ୟ ଖାଇବାର ଇଚ୍ଛାକୁ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣାନ୍ତୁ କିଛି ସରଳ ଘରୋଇ ଉପାୟ

ଆମ୍ଭମାନଙ୍କୁ ସବୁବେଳେ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ କିମ୍ବା ଇଚ୍ଛା ହେଲେ ବି ଗ୍ୟାସ ଜନିତ ସମସ୍ୟା ହେଉ କିମ୍ବା ପେଟ ଜନିତ ସମସ୍ୟା ଖାଦ୍ୟ ଖାଇବାରେ ଅରୁଚି ଆସିଥାଏ । କୌଣସି ଏକ ଖାଦ୍ୟ ଖାଇବା ପରେ ଖାଦ୍ୟକୁ ସମ୍ପୂର୍ଣ୍ଣ ଖାଇବାର ଇଚ୍ଛାକୁ ବୃଦ୍ଧି କରିବା ପାଇଁ ଆପଣ କିଛି ଘରୋଇ ଉପାୟ…