ଚୀନର ଧମକ ସତ୍ତ୍ୱେ ଚାଇୱାନ ଗ୍ରସ୍ଥ କଲେ ଆମେରିକାର ବାଚସ୍ପତି ନାନ୍ସି


ଆମେରିକାକୁ ଚୀନର ଧମକ ସତ୍ତ୍ୱେ ଆମେରିକାର ବାଚସ୍ପତି ତାଇୱାନ ଗ୍ରସ୍ତ କରି ତାଇୱାନର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଏହା ପରେ ଚୀନ ବିଚଳିତ ହୋଇପଡିଥିବା ବେଳେ ଆମେରିକାର ଧମକ ଦେବା ସହିତ ଆକ୍ସନ ନେବା ମଧ୍ୟ ପ୍ରାରମ୍ଭ କରିଦେଇଛି ।
ସୂଚନା ମୂତାବକ, ଚୀନ ଆସନ୍ତା ୪ତାରିଖରୁ ଯୁଦ୍ଧାଭ୍ୟାସ କରିବ ବୋଲି ନିଷ୍ପତ୍ତି ନେଇସାରିଛି । ତାଇୱାନ ନିକରବର୍ତ୍ତୀ ୬ଟି ଅଞ୍ଚଳରେ ଜରୁରୀକାଳୀନ ମିଲବିଟାରୀ ଡ୍ରିଲ କରାଯିବ ବୋଲି ଚୀନ ସେନା ପ କ୍ଷରୁ କୁହାଯାଇଛି । ଅନ୍ୟପଟେ ତାଇୱାନ ଲେବଲ-୨ ଆଲର୍ଟ ଜାରି ରଖିଛି ।


Share It

Comments are closed.