ଇଡି ଦ୍ୱାରା ସିଲ ହେଲା ନ୍ୟାସନାଲ ହେରାଲ୍ଡ ଅଫିସ


ଅର୍ଥ ହେର ଫେର ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଦ୍ୱାରା ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଡି ପ କ୍ଷରୁ ନ୍ୟାସନାଲ ହେରାଲ୍ଡ ଅଫିସ ସମେତ ୧୨ଟି ସ୍ଥାନରେ ରେଡ ପଡିଥିବା ବେଳେ ଇଡି ଆଜି ଏହାକୁ ସିଲ କରାଯାଇଛି ।
ଏଥିରେ ଜଡିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧିଙ୍କୁ ଇଡି ବହୁ ଆଗରୁ ଜେରା କରିଥିଲା । ଏହି ମାମଲାରେ ଇଡି୨୦୧୪ରୁ ତଦନ୍ତ ପ୍ରାରମ୍ଭ କରଥିଲା ।


Share It

Comments are closed.