ଜାଣନ୍ତୁ ଅଲିଭ ଅଏଲ କେତେ ସ୍ୱାସ୍ଥ୍ୟ ଉପଯୋଗୀ
ଆପଣ ଖାଉଥିବା ସମସ୍ତ ପ୍ରକାରର ତେଲ ମଧ୍ୟରେ ଅଲିଭ ଅଏଲ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାର ସ୍ୱାଦ ସମାନ୍ୟ ଭିନ୍ନ ହୋଇଥିଲେ ମଧ୍ୟ ଏହାର ଉପକରିତା ଅନ୍ୟ ତେଲ ତୁଳନାରେ ଖୁବ ଅଧିକ । ଏହା ଅଲିଭରୁ ପ୍ରସ୍ତୁତ ହୋଇଥାଏ ଏବଂ ଏହାର ମୂଲ୍ୟ ଟିକେ ଅଧିକ ଅଟେ । ଅଲିଭ ଅଏଲ ସାଧାରଣତଃ ସାଲାଡ ପ୍ରସ୍ତୁତି,…