ହାୟର ଇଣ୍ଡିଆ ପକ୍ଷରୁ ୮୩ଟି ନୂତନ ପିଢି ଉତ୍ପାଦର ଶୁଭାରମ୍ଭ

ଆନ୍ତର୍ଜାତୀୟ ହୋମ୍ ଆପ୍ଲାଏନ୍ସେସ୍ ଓ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ତଥା ବିଶ୍ୱର ଏକ ନମ୍ବର ବୃହତ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ, ହାୟର୍ ପକ୍ଷରୁ ୮୩ଟି ନୂତନ ଉତ୍ପାଦ ଶୁଭାରମ୍ଭ କରାଯିବା ସହ ହୋମ୍ ଆପ୍ଲାଏନ୍ସେସ୍ ଶିଳ୍ପରେ ଆଇଓଟି ଯୁଗର ବିସ୍ତାର ପାଇଁ ଏହାର ଯୋଜନା ସମ୍ପର୍କରେ ଘୋଷଣା…

ବଜାରକୁ ଆସିଲା ପାନାସୋନିକର ନୂଆ କନେକ୍ଟେଡ୍ ଏସି

ବିବିଧ ଟେକ୍ନୋଲୋଜି କମ୍ପାନୀ ପାନାସୋନିକ୍ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂତନ ପ୍ୟୁଚରିଷ୍ଟିକ୍ ରେଞ୍ଜ୍‌ର କନେକ୍ଟେଡ୍ ଏୟାର କଣ୍ଡିସ୍‌ନର୍‌ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଞ୍ଜର ଏସି ସମସ୍ତ ପାନାସୋନିକ୍ ବ୍ରାଣ୍ଡ ସପ୍‌, ବୃହତ୍ ଖୁଚୁରା ଆଉଟ୍‌ଲେଟ୍‌, ଆମାଜନ୍‌, ଫ୍ଲିପ୍‌କାର୍ଟ ଭଳି…

ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ନୂଆ ସୋସିଆଲ ମିଡିଆ ଅଭିଯାନ #ବି ଏକ୍ସାମ୍ ରେଡି

ପାୱାର୍ ବ୍ୟାକ୍‌ଅପ୍‌, ହୋମ୍ ଇଲେକ୍‌ଟ୍ରିକାଲ୍ ଓ ଘରୋଇ ସୋଲାର୍ ସ୍ପେସ୍ କ୍ଷେତ୍ରରେ ଏକ ଶକ୍ତିଶାଳୀ ତଥା ବିଶ୍ୱସନୀୟ ବ୍ରାଣ୍ଡ ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ଏହାର ବ୍ରାଣ୍ଡ ଆମ୍ବାସାଡର୍ ସଚିନ୍ ତେନ୍ଦୁଲ୍‌କରଙ୍କ ସହ ଏକ ସ୍ୱତନ୍ତ୍ର ସୋସିଆଲ ମିଡିଆ ଅଭିଯାନ ୰ବି ଏକ୍ସାମ ରେଡି ର…

ଭାରତ ପାଇଁ ଅଲିମ୍ପିଆନ୍ ସୃଷ୍ଟି କରିବାରେ ସହଯୋଗ କରିବ କେଆଇୟୁଜି: ସନ୍ଦୀପ ପ୍ରଧାନ

ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା (କେଆଇୁଜି)କୁ ଭାରତୀୟ କ୍ରୀଡାର ଭବିଷ୍ୟତ ରୂପେ ଉଲ୍ଲେଖ କରିବା ସହ ଏହା ଭାରତ ପାଇଁ ଅନେକ ଅଲିମ୍ପିଆନ୍ ସୃଷ୍ଟି କରିବ ବୋଲି ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ…

‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଜେଲ୍ ଗଲେ ମହିଳା

ବେଙ୍ଗାଲୁରୁରେ ନାଗରିକ ସଂଶୋଧନ ନିୟମ ବିରୁଦ୍ଧରେ ହେଉଥିବା ବିରୋଧ ପ୍ରଦର୍ଶନରେ ଜଣେ ମହିଳା ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଛନ୍ତି, ଯାହାର ପରିଣାମସ୍ୱରୂପ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହର ଏକ ମାମଲା ରୁଜ୍ଜୁ କରାଯାଇଛି । ମଞ୍ଚ ଉପରେ ଅମୂଲ୍ୟା (ମହିଳାଙ୍କ ନାମ) ପାକିସ୍ତାନ ଜିନ୍ଦାବାଦ…

ବସ୍ ଦୁର୍ଘଟଣାରେ ୧୯ ମୃତ, ୨୩ ଗୁରୁତର

ତାମିଲ୍‌ନାଡ଼ୁ ତିରୁପୁରଠାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କେରଳର ଏକ ସରକାରୀ ଭଲ୍‌ଭୋ ବସ୍ ୫୦ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଏର୍ଣ୍ଣାକୁଲମ ଯାଉଥିଲା । ସେହି ରାସ୍ତା ଦେଇ ବିପରୀତ ଦିଗରୁ ଏକ କଣ୍ଟେନର ବୋଝେଇ ଟ୍ରକ ଦୃତ ଗତିରେ…

କିଛି ଏପରି ଥିଲା ସୁବାଷ ଚନ୍ଦ୍ର ବୋଷଙ୍କର ସୁନ୍ଦର ପ୍ରେମ କାହାଣୀ

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦେଶର ସେହି ମହାନାୟକଙ୍କ ମଧ୍ୟରୁ ଜଣେ ଥିଲେ ଯେ ସ୍ୱାଧିନତାର ସଂଗ୍ରାମରେ ନିଜର ସବୁକିଛି ନିଚ୍ଛାବର କରିଦେଇଥିଲେ । ଆପଣମାନେ ତାଙ୍କର ସଂଘର୍ଷ ଓ ଦେଶସେବାର ଅନେକ ପ୍ରସଙ୍ଗ ଶୁଣିଥିବେ, କିନ୍ତୁ କଣ ଆପଣଙ୍କୁ ଜଣାଯେ ତାଙ୍କ ଜୀବନରେ ମଧ୍ୟ ଏକ ସୁନ୍ଦର ପ୍ରେମ କାହାଣୀ…

-୪୦ ଡିଗ୍ରୀ ତାପମାତ୍ରାରେ ରୁହନ୍ତି ଭାରତୀୟ ଯବାନ ଯେଉଁଠାରେ ଅଣ୍ଡା ଭାଙ୍ଗିବାକୁ ନିଆଯାଏ ହାତୁଡ଼ିର ସାହାଯ୍ୟ

ଦିଲ୍ଲୀ ସମେତ ସମଗ୍ର ଉତ୍ତରଭାରତରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଏପରିକି ଅନେକ ସ୍ଥାନରେ ଏହା ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିସାରିଲାଣି । ଏହି ହାଡ଼ଥରା ଶୀତରେ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନେକଙ୍କ ମୃତ୍ୟୁର ଖବର ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଟିକେ ଚିନ୍ତା…

‘ଛପାକ’ ତୁଳନାରେ ଦର୍ଶକଙ୍କ ଅଧିକ ପ୍ରଶଂସା ସାଉଁଟୁଛି ଅଜୟ ଦେବଗନଙ୍କ ‘ତାନାଜୀ’

ଅଜୟ ଦେବଗନ, ସେଫ ଅଲ୍ଲୀ ଖାନ ଏବଂ କାଜୋଲଙ୍କ ଅଭିନୀତ ଚଳଚ୍ଚିତ୍ର ତାନାଜୀ ଦ ଅନସଙ୍ଗ ୱାରିୟର ଚଳିତ ବର୍ଷ ୧୦ ଜାନୁଆରରେ ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ର ସହିତ ମେଘନା ଗୁଲଜାରଙ୍କ ଚଳଚ୍ଚିତ୍ର ଛପାକ୍ ମଧ୍ୟ ରିଲିଜ ହୋଇଥିଲା । ଯେଉଁଠାରେ ରିଲିଜର ପୂର୍ବରୁ ୧୦କୋଟିର ଟଙ୍କା କମାଇବାର ଆକଳନ…

ଶ୍ରୀକୃଷ୍ଣଙ୍କ ବନ୍ଧୁତାରୁ ଶିଖିପାରିବେ ଜୀବନର ଏହି ୫ଟି ସତ୍ୟ

ଶ୍ରୀକୃଷ୍ଣ କେବଳ ଭଗବାନ ନଥିଲେ ତାଙ୍କୁ ଆଧୁନିକ ଯୁଗର ପୁରୁଷ ମଧ୍ୟ କୁହାଯାଉଥିଲା । ତାଙ୍କ ଜୀବନରୁ ଆମେ ଏଭଳି ଅନେକ କଥା ଶିଖିପାରିବା ଯାହା ଆଜିବି ସାଥର୍କ ରହିଛି । ଯେପରିକି ତାଙ୍କ ବନ୍ଧୁତା । ତାଙ୍କ ବନ୍ଧୁତାକୁ ବୁଝିପାରିଲେ ଆମେ ଅନେକ କଥା ଶିଖିପାରିବା ତାହା ଜୀବନର ବାସ୍ତବ ସତ୍ୟ ଅଟେ…