ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା, ଏବେବି ଭେଂଟିଲେଟର…
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁଦିନ ବିଗିଡ଼ିବାରେ ଲାଗିଛି । ବୁଧବାର ଦିଲ୍ଲୀର ଆର୍ମି ହସ୍ପିଟାଲ ଏହା ବିଷୟରେ ସୂଚନା ଦେଇଛି। ପ୍ରଣବ ମୁଖାର୍ଜୀଙ୍କ ଫୁସଫୁସରେ ସଂକ୍ରମଣ ହେବାର ଅଭିଯୋଗ ରହିଛି। ଭେଣ୍ଟିଲେଟର ସହାୟତାରେ ସେ ଚିକିତ୍ସିତ ହେଉଛନ୍ତି।…