ପ୍ରଥମେ ପାକିସ୍ତାନକୁ ଚାଇନା ଦେବ କରୋନା ଭ୍ୟାକ୍ସିନ ତାହା ବି କମ ମୂଲ୍ୟରେ
ପାକିସ୍ତାନରେ ଚାଇନାର ଦୁଇଟି କରୋନା ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା ହେବାକୁ ଯାଉଛି। ପାକିସ୍ତାନର ଡ୍ରଗ୍ ନିୟାମକ ପ୍ରାଧିକରଣ ମଧ୍ୟ
କ୍ୟାନସିନୋ କମ୍ପାନୀ ଟିକା ପରୀକ୍ଷାକୁ ଅନୁମୋଦନ କରିଛି। Tribune.com.pk ରିପୋର୍ଟ ଅନୁଯାୟୀ ଚାଇନାର ଟିକା ପରୀକ୍ଷା ଅନୁମୋଦନ ହେତୁ ଏହି ଟିକା…