ଦେଶରେ ତଳମୁହାଁ ହେଉଛି କରୋନା ଗ୍ରାଫ: ୨୯,୧୬୪ କୁ ହ୍ରାସ ପାଇଛି କରୋନାର ଦୈନିକ ସଂକ୍ରମଣ
କରୋନା ମାମଲାରେ ଆଜି ପୁଣି ବିରାଟ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଭାରତରେ କରୋନାଭାଇରସ୍ (କୋଭିଡ-୧୯) ର ୨୯,୧୬୩ ନୂତନ ମାମଲା ରେକର୍ଡ କରାଯାଇଛି। ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ଦେଶବ୍ୟାପୀ ବର୍ତ୍ତମାନ କରୋନା ଭାଇରସର ସମୁଦାୟ ୮୮,୭୪,୨୯୦…