ଶୁଭାରମ୍ଭ ହେଲା Vivo Y53i
ଭିଭୋ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି Vivo Y53i ହେଉଛି Vivo Y53 ସ୍ମାର୍ଟଫୋନର ନବୀନତମ ସଂସ୍କରଣ, ଯାହାର କି ଏକ ବର୍ଷ ପୂର୍ବରୁ ଶୁଭାରମ୍ଭ କରାଯାଇଥିଲା ।
ସ୍ମାର୍ଟଫୋନଟିର ସାମନା ଭାଗରେ ୫ ଇଞ୍ଚର ଆପିଏସ ଡିସପ୍ଲେ ରହିଛି । ଏହି ସ୍ମାର୍ଟଫୋନଟିରେ ଆଣ୍ଡ୍ରଏଡ ୬.୦ ମାର୍ସମାଲୋ ସହ…