ଭାରତରେ ଶୁଭାରମ୍ଭ ହେଲା ମୋଟୋରୋଲାର ନୂତନ ୱାନ ପାୱାର ଡ଼ିଭାଇସ୍
ଏହାର ୯୦ ବର୍ଷର ମୋବାଇଲ ସ୍ୱିକୃତୀପ୍ରାପ୍ତ ମୋଟୋରୋଲା ପକ୍ଷରୁ ଭାରତରେ ଏହାର ପ୍ରଥମ ଆଣ୍ଡ୍ରଏଡ ୱାନ ଉପକରଣ, ମୋଟୋରାଲା ୱାନ ପାୱାରର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନ ଗ୍ରାହକମାନଙ୍କୁ ସ୍ମାର୍ଟ, ସୁରକ୍ଷିତ ଏବଂ ସରଳ ଆକର୍ଷଣୀୟ ଆଣ୍ଡ୍ରଏଡ ୱାନ ସଫ୍ଟଓୟାର ଅନୁଭୂତି ପ୍ରଦାନ କରୁଛି ।…