ଭାରତୀୟ ବଜାରରେ ପ୍ରବେଶ କଲା ସାଓମି ରେଡ଼ମି ନୋଟ୍ ୬ ପ୍ରୋ
ଭାରତର ୧ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଆଜି ଦେଶରେ ରେଡ଼ମି ନୋଟ୍ ୬ ପ୍ରୋର ଘୋଷଣା କରିଛି । ଏହା ଦୁଇ ଦିନର ବ୍ୟାଟେରୀ କାଳର ବୈଶିଷ୍ଟତା ପ୍ରଦାନ କରୁଛି, ଯାହା ପାଇଁ ରେଡ଼ମି ସ୍ମାର୍ଟଫୋନ୍ ଜଣାଶୁଣା ଅଟେ । ପ୍ରଥମ ଥର ପାଇଁ ଏହା ସେଗମେଣ୍ଟକୁ ଏଆଇ ପାୱାରଯୁକ୍ତ କ୍ୱାଡ଼-କ୍ୟାମେରା…