ବଜାରରେ ସାଓମିର ନୂତନ ରେଞ୍ଜର ଏମଆଇ ଟିଭି ଏବଂ ଇକୋସିଷ୍ଟମ


ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ସାଓମି ପକ୍ଷରୁ ନୂତନ ରେଞ୍ଜର ସ୍ମାର୍ଟ ଟିଭି ସହିତ ବିସ୍ତୃତ ସ୍ତରର ଇକୋସିଷ୍ଟମ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଏମଆଇ ଏଲଇଡି ସ୍ମାର୍ଟ ଟିଭି ପ୍ରୋ ସିରିଜ ତିନୋଟି ଟେବଲ ଭାରିଆଣ୍ଟ ତଥା ଏମଆଇ ଏଲଇଡି ଟିଭି ୪ ପ୍ରୋ (୫୫), ଏମଆଇ ଏଲଇଡି ଟିଭି ୪ଏ ପ୍ରୋ (୪୯) ଏବଂ ଏମଆଇ ଏଲଇଡି ଟିଭି ୪ସି ପ୍ରୋ (୩୨)ରେ ଉପଲବ୍ଧ । ଏହି ସମସ୍ତ ଏମଆଇ ଟିଭିଗୁଡିକରେ ନୂତନ ଏବଂ ରିଫାଇନଡ ଭର୍ସନର ପ୍ୱାଚୱାଲ ବେସର ଆଣ୍ଡ୍ରଏଡ ୮.୧ ଓରିଓ ସହିତ ଉପଲବ୍ଧ । ଏମଆଇ ଏଲଇଡି ସ୍ମାର୍ଟ ଟିଭି ପ୍ରୋ ସିରିଜ ଏମଆଇ ଏଲଇଡି ସ୍ମାର୍ଟ ଟିଭି ସିରିଜର ଏକ ଉତ୍ତରାଧିକାରୀ ଅଟୋ ଯାହାର ବିକ୍ରିଅନଲାଇନ ମାଧ୍ୟମରେ ମାତ୍ର ୬ମାସ ମଧ୍ୟରେ ୫୦୦,୦୦୦ୟୁନିଟ୍ର ବିକ୍ରି ହୋଇସାରିଛି ।
ସାଓମି ପକ୍ଷରୁ ଇକୋସିଷ୍ଟମ ଏବଂ ଲାଇଫଷ୍ଟାଇଲ ଉତ୍ପାଦର ଶୁଭାରମ୍ଭ କରାଯାଇଛି ଯାହାମଧ୍ୟରେ ଏମଆଇ ବ୍ୟାଣ୍ଡ ୨ର ଉତ୍ତରାଧିକାରୀ ଏମଆଇ ବ୍ୟାଣ୍ଡ୩ ରହିଛି । ଏହା ବଜାରରେ ଅଗ୍ରଣୀ ମାତ୍ରାରେ ସିପ ହୋଇଥିବା ଏକ ଉତ୍ପାଦ ଯାହା ଆଇଡିସି ଅନୁଯାୟି ସାଓମିକୁ ୪୬ ପ୍ରତିଶତର ବଜାର ସେୟାର ଅନୁଯାୟୀ ସାଓମିକୁ ଅଗ୍ରଣୀ ବ୍ୟବହାରକୃତ ବ୍ରାଣ୍ଡ କରିପାରିଛି । ଉକ୍ତ କମ୍ପାନୀ ପକ୍ଷରୁ ମଧ୍ୟ ଏମଆଇ ଏୟାର ପ୍ୟୁରିଫାୟର ୨ଏସର ଘୋଷଣା କରାଯାଇଛି ଯାହା ମଧ୍ୟରେ ୩୬୦-ଟାୱାର ଡିଜାଇନର ସ୍ପୋର୍ଟିଙ୍ଗ କ୍ରିସ୍ପ ଓଏଲଇଡି ଡିସପ୍ଲେର ବୈଶିଷ୍ଟ୍ୟ ରହିଛି ।ସ୍ମାର୍ଟ ଲିଭିଙ୍ଗ ବିଭାଗରେ ସାଓମି ପକ୍ଷରୁ ଏମଆଇ ହୋମ ସିକ୍ୟୁରିଟି କ୍ୟାମେରା ୩୬୦ ଡିଗ୍ରି ୧୦୮୦ପିର ଶୁଭାରମ୍ଭ କରାଯାଇଛି ଯାହା ଆପଣଙ୍କ ଗୋପନୀୟତାକୁ କିଛି ମାତ୍ରାରେ ତୀବ୍ର ଏବଂ ସୁରକ୍ଷିତ କରିପାରିବ ।କମ୍ପାନୀ ମଧ୍ୟ ଏମଆଇ ଲଗେଜ (୨୦/୨୪)ର ଶୁଭାରମ୍ଭ କରିଛନ୍ତି ଯାହା ଭାରତରେ ସାଓମିର ଏହା ଅନ୍ୟ ଏକ ବିଭାଗ ଅଟେ ।

ଏକ ନୂତନ ପିଢିର ଏମଆଇ ଏଲଇଡି ଟିଭି ଯାହା ବିଶ୍ୱର ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିଥାଏ

ଏହି ନୂତନ ପିଢିର ଏମଆଇ ଏଲଇଡି ଟିଭି ସାଓମିର ନିଜସ୍ୱ ପ୍ୟାଚୱାଲ ଇଣ୍ଟରଫେସ ସ୍ୱତନ୍ତ୍ରଭାବେ ଭାରତ ପାଇଁ ଡିଜାଇନ ହୋଇଛି । ୧୪ ଭିନ୍ନ କଣ୍ଟେଣ୍ଟ ସହଭାଗି ଉଭୟ ସ୍ଥାନୀୟ ଏବଂ ଗ୍ଲୋବାଲ ସ୍ତରରେ ୭୦୦,୦୦୦ରୁ ଅଧିକ କଣ୍ଟେଣ୍ଟ ସହିତ ଭିଡିଓ-ଅନ-ଡିମାଣ୍ଡ ପ୍ରଦାନକାରୀ ମଧ୍ୟରେ ଅଗ୍ରଣୀ ହୋଇପାରିଛି । କିଛି ଶ୍ରେଷ୍ଠ କଣ୍ଟେଣ୍ଟ ସହଭାଗିଙ୍କ ମଧ୍ୟରେ ହଟଷ୍ଟାର, ହଙ୍ଗାମା, ସୋନି ଲିଭ, ଭୁଟ, ଇରୋସ ନାଓ, ଜି ୫ ଏବଂ ଅନ୍ୟ କିଛି କଣ୍ଟେଣ୍ଟ ପାର୍ଟନରସଙ୍କ ମଧ୍ୟରେ ଜିଓ ସିନେମା, ହୁକ, ଏପିକ ଏନ ରହିଛି । ପ୍ୟାଚୱାଲରେ ଖୁବ ଶୀଘ୍ର ଆମାଜନ ପ୍ରାଇମ ଭିଡିଓ ମଧ୍ୟ ଉପଲବ୍ଧ ହେବ । ଆମାଜନ ପ୍ରାଇମ ଭିଡିଓ, ଅତ୍ୟାଧୁନିକଭାବେ ପୁରସ୍କାର ପ୍ରାପ୍ତ ମୁଭି ଏବଂ ଟିଭି ସୋର ଏକ ଅଗ୍ରଣୀ ଚୟନିତ ଭିଡିଓ । ଏହା ବିଭିନ୍ନ ବିଭାଗରେ ଆଡ-ଫ୍ରି ହେବା ସହିତ ପୁରସ୍କାର ପ୍ରାପ୍ତ ଆମାଜନ ପ୍ରାଇମ ସୋ ତଥା ଇନସାଇଡ ଏଜ, ବ୍ରେଥ, ଦ ରିମିକ୍ସ, କମିକସ୍ତାନ ଇତ୍ୟାଦି ରହିଛି । ପ୍ୟାଚୱାଲର ୟୁନିର୍ଭସାଲ ସର୍ଚ୍ଚ ଏହାର କଣ୍ଟେଣ୍ଟ ସହିତ ବାକ୍ତିଗତ ଚୟନ ଏବଂ ସ୍ମାର୍ଟ ବିଭାଗ ପାଇବାକୁ ସହଜ କରିପାରିଛି ।
ଆଣ୍ଡ୍ରଏଡ ଟିଭି ଦ୍ୱାରା ପ୍ରଚଳିତ ହେଉଥିବାରୁ ବ୍ୟବହାରକାରୀମାନେସେମାନଙ୍କ ଇଚ୍ଛାର ଗୁଗୁଲ ପ୍ଲେ ଆପକୁ ଇନଷ୍ଟଲ କରିପାରିବେ, ୟୁ ଟ୍ୱୁବରେ ଭିଡିଓ ଦେଖିପାରିବେ ଏବଂ ବିଭିନ୍ନ ବୈଶିଷ୍ଟ୍ୟ ତଥା କ୍ରୋମ ଏବଂ ଗୁଗୁଲ ଭଏସ ସର୍ଚ୍ଚର ବ୍ୟବହାର କରିପାରିବେ ।

ଏମଆଇ ବ୍ୟାଣ୍ଡ ୩

ସାଓମି ପକ୍ଷରୁ ଦେଶରେ ବୃହତ ଏଏଲଇଡି ଟଚସ୍କ୍ରିନ ଡିସପ୍ଲେ, ବିକଶିତ ଆର୍ଲଟ ଏବଂ ୫୦ଏମ ୱାଟର ରେଜିଷ୍ଟାନ୍ସର ବୈଶିଷ୍ଟ୍ୟ ସହିତ ବିସ୍ତୃତ ରେଞ୍ଜର ଅତ୍ୟାଧୁନିକ ବ୍ୟବହାର ଉପଯୋଗୀ ଉତ୍ପାଦ ଏମଆଇ ବ୍ୟାଣ୍ଡ୩ର ଶୁଭାରମ୍ଭ କରାଯାଇଛି ।
୦.୭୮ ଇଞ୍ଚର ଓଏଲଇଡି ଡିସପ୍ଲେ ସହିତ ଏମଆଇ ବ୍ୟାଣ୍ଡ ୩ ଆପଣଙ୍କ ଫୋନର ନୋଟିଫିକେସନ ସହିତ ବିଭିନ୍ନ ତଥ୍ୟ ତଥା ମୟ, ତାରିଖ ଏବଂ ଷ୍ଟେପ କାଉଣ୍ଟ ପ୍ରଦାନ କରିବ । ଏହାର ବୈଶିଷ୍ଟ୍ୟ ମଧ୍ୟରେ ସ୍ଲିକ, ମିନିମାଲିଷ୍ଟ ଡିଜାଇନ ଏବଂ ସରଳ ନାଭିଗେସନ ରହିଛି ଯାହାଦ୍ୱାରା ବ୍ୟବହାରକାରୀମାନେ ମେନୁ ଆଇଟମକୁ ଯିବା ପାଇଁ ସ୍ୱାଇପ ଅପ କିମ୍ବା ସ୍କ୍ରଲ ଡାଉନ କରିପାରିବେ ଏବଂ ଅଧିକ ଅପ୍ସନ ପାଇଁ ବାମ କିମ୍ବା ଡାହାଣ ସ୍ୱାଇପ କରିପାରିବେ ।ଅନ୍ୟାନ୍ୟ ନୂତନ ବୈଶିଷ୍ଟ୍ୟ ମଧ୍ୟରେ ବିଲ୍ଟ-ଇନ ଷ୍ଟପୱାଚ, ଫୋନ ଲୋକେଟିଙ୍ଗ ଫକ୍ସନ ଏବଂ ଆତ୍ମନିର୍ଭରଶୀଳ ଭାଇବ୍ରେଟିଙ୍ଗ ଆଲାରାମ ଫକ୍ସନ ରହିଛି ଯାହା ଆପଣଙ୍କ ଫୋନ ବନ୍ଦ ଥିବା ସମୟରେ ମଧ୍ୟ କାର୍ଯ୍ୟ କରିବ ।
ଏମଆଇ ବ୍ୟାଣ୍ଡ ୩ ଭାରତରେ ଆସନ୍ତାକାଲି ଠାରୁ ତଥା ୨୮ ସେପ୍ଟେମ୍ବର ଅପରାହ୍ନ ୧୨ରୁ ଟ.୧,୯୯୯ରେ ଏମଆଇ.କମ ଏବଂ ଆମାଜନ.ଇନରେ ଉପଲବ୍ଧ ହେବ ।

ଏମଆଇ ଏୟାର ପ୍ୟୁରିଫାୟର ୨ଏସ

ଏମଆଇ ଏ୍ୟାର ପ୍ୟୁରିଫାୟର ୨ଏସରେ କମ୍ପାକ୍ଟ ଏବଂ ମିନିମାଲିଷ୍ଟ ଡିଜାଇନର ବୈଶିଷ୍ଟ୍ୟ ରହିଛି ଯାହା ସହଜରେ ଯେକୌଣସି ଘରୋଇ ପରିବେଶରେ ଖାପଖୁଆଇ ପାରିବ । ଏଲଇଡି ସ୍କ୍ରିନ ଯୁକ୍ତ ଏମଆଇ ଏୟାର ପ୍ୟୁରିଫାୟର ୨ଏସ ସହଜରେ ଏହାର ଚତୁପାଶ୍ୱର୍ର ପିଏମ୨.୫ ସ୍ତରର ଏବଂ ୦.୩ମିୟୁ କଣିକାକୁ ସହଜରେ ବୁଝିପାରିବ । ୩୬୦ ଡିଗ୍ରି ସିଲଣ୍ଡ୍ରିକାଲ ଫିଲଟର ସଂରଚନା ସହିତ ଏମଆଇ ଏୟାର ପାୁରିଫାୟର ୨ଏସ ପ୍ରତ୍ୟେକ ଦିଗରୁ ବାୟୁ ଗ୍ରହଣ କରିପାରିବ ଏବଂ କ୍ଲିନ ଏୟାର ଡେଲିଭରି ରେଟ (ସିଏଡିଆର) ପ୍ରତି ଘଣ୍ଟା ୩୧୦ ମିଟର୩ ପର୍ଯ୍ୟନ୍ତର ସ୍ୱଚ୍ଛ ବାୟୁ ପ୍ରଦାନ କରିବ । ଏହା କେବଳ ୧୦ମିନିଟ ମଧ୍ୟରେ ସମ୍ପୂର୍ଣ୍ଣ ୨୧ବର୍ଗ ମିଟରର ରୁମରେ ସ୍ୱଚ୍ଛ ବାୟୁ ବଣ୍ଟନ କରିପାରିବ ।
ଏମଆଇ ଏୟାର ପ୍ୟୁରିଫାୟର ୨ଏସ ଏମଆଇ ହୋମ ଆପ, ଗୁଗୁଲ ଆସିଷ୍ଟାଣ୍ଟ ଏବଂ ଆଲେକ୍ସା ବ୍ୟବହାର କରି ରିମୋଟ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ।
ଏମଆଇ ଏୟାର ପ୍ୟୁରିଫାୟର ୨ଏ ଭାରତରେ ଆସନ୍ତାକାଲି ଠାରୁ ତଥା ୨୮ ସେପ୍ଟେମ୍ବର ଅପରାହ୍ନ ୧୨ରୁ ଟ.୮,୯୯୯ରେ ଏମଆଇ.କମ, ଫ୍ଲିପକାର୍ଟ ଏବଂ ଆମାଜନ.ଇନରେ ଉପଲବ୍ଧ ହେବ ।

ଏମଆଇ ହୋମ ସିକ୍ୟୁରିଟି କ୍ୟାମେରା ୩୬୦ ଡିଗ୍ରି ୧୦୮୦ ପି

ଏମଆଇ ହୋମ ସିକ୍ୟୁରିଟି କ୍ୟାମେରା ୩୬୦ ଡିଗ୍ରି ୧୦୮୦ ପି ଏକ ହୋମ ସଂନିରୀକ୍ଷଣ କ୍ୟାମେରା ଯାହା ଆପଣଙ୍କ ସମ୍ପୂର୍ଣ୍ଣ ଘରର ୩୬୦ ଡିଗ୍ରି କଭରେଜ ସହିତ ୨୪ଙ୍ଘ ୭ ଘରୋଇ ସୁରକ୍ଷା ପ୍ରଦାନ କରିଥାଏ । ରାତ୍ରି ଭିଜନ, ବୁଦ୍ଧିମାନ ଗତିଶୀଳ ଚିହ୍ନଟ, ବାସ୍ତବ ସମୟ ଦ୍ୱିପାକ୍ଷିକ କଥାବାର୍ତ୍ତା ସହିତ ଗ୍ରାହକମାନେ ସେମାନଙ୍କ ଘରର ବାସ୍ତବ ସମୟ ଷ୍ଟାଟସ ସେମାନଙ୍କ ହାତ ପାପୁଲିରେ କରିପାରିବେ ଏବଂ ଘରେ ଯେକୌଣଶି ସମୟରେ ସେମାନଙ୍କ ପ୍ରିୟଜନଙ୍କ ସହିତ ସଂଯୋଗରେ ରହିପାରିବେ ।୧୦୮୦ ପି ଭିଡିଓ କ୍ୟାପଚର ବୈଶିଷ୍ଟ୍ୟ ସହିତ ଏମଆଇ ହୋମ ସିକ୍ୟୁରିଟି କ୍ୟାମେରା ୩୬୦ ଡିଗ୍ରି ୧୦୮୦ ପି ଯେକୌଣସି ସମୟରେ ଯେକୌଣସି ମୁହୁର୍ତ୍ତର ଉଚ୍ଚ ଗୁଣବତ୍ତା ଯୁକ୍ତ ଗ୍ରାଫିକ୍ସ ରେକର୍ଡ ଏବଂ ପ୍ଲେବ୍ୟାକ କରିପାରିବେ ।
ଅବିଶ୍ୱସନୀୟଭାବେ ପ୍ରସ୍ତୁତ ଏହା ଅପରାଇଟ କିମ୍ବା ଇନର୍ଭଟେଡ ଇନଷ୍ଟଲେସନକୁ ସମର୍ଥନ କରିଥାଏ । ଏମଆଇ ହୋମ ଆପ ସମର୍ଥନ କରିବା ସହିତ ବ୍ୟବହାରକାରୀମାନେ କ୍ୟାମେରାକୁ ରିମୋଟ ଦ୍ୱାରା ପରିଚାଳନା କରିବା ସହିତ , ଆବଶ୍ୟକୀୟ ରେକଡିଙ୍ଗ ସମୟ ଏବଂ ଆପରେ ହିଷ୍ଟୋରିକ ରେକଡିଙ୍ଗ ଦେଖିପାରିବେ । ଏମଆଇ ହୋମ ସିକ୍ୟୁରିଟି କ୍ୟାମେରା ୩୬୦ ଡିଗ୍ରି ୧୦୮୦ ପି ଦୁଇ ପ୍ରକାରର ଷ୍ଟୋରେଜ ଚୟନ ତଥା ମାଇକ୍ରୋ ଏସଡି କାର୍ଡ( ୬୪ ଜିବି ପର୍ଯ୍ୟନ୍ତ ) ଏବଂ ଏନଏଏସ (ନେଟୱର୍କ ଆଟାଚଡ ଷ୍ଟୋରେଜ) ଉପକରଣ ପ୍ରଦାନ କରିଥାଏ ।

ଏମଆଇ ହୋମ ସିକ୍ୟୁରିଟି କ୍ୟାମେରା ୩୬୦ ଡିଗ୍ରି ୧୦୮୦ ପି ୧୦ ଅକ୍ଟୋବର ଠାରୁ ଟ.୨,୬୯୯ରେଏମଆଇ.କମ ଏବଂ ଆମାଜନ.ଇନରେ ଉପଲବ୍ଧ ହେବ ।

ଏମଆଇ ଲଗେଜ

ସ୍ଲିକ ଏବଂ ଡ୍ୟୁରେବଲ ଡିଜାଇନ ସହିତ ପ୍ରସ୍ତୁତ ଏହି ଏମଆଇ ଲଗେଜ ଯାତ୍ରା ସମୟରେ ଚିନ୍ତା-ମୁ୍କ୍ତ ଅନୁଭୂତି ପ୍ରଦାନ କରିଥାଏ । ଏହାମର୍କରୋଲନ ଏକ ପଲିକାର୍ବୋନେଟ ଉପକରଣ ଦ୍ୱାରା ପ୍ରସ୍ତୁତ ଯାହା ଏମଆଇ ଲଗେଜକୁ ଅତ୍ୟନ୍ତ ନମନୀୟ କରିଥାଏ । ଏହି ଚକାରେ ଆକର୍ଷଣୀୟ ଲୋଡ ବିଅରିଂ ଏବଂ ଶବ୍ଦ କମ କରିବାର ପ୍ରୋପଟି ରହିଛି ଯାହାକୁ ଆପଣ ସହଜରେ ଯେକୌଣସି ସରଫେସରେ ତଥା କାର୍ପେଟ ଏବଂ ଗ୍ରାଭେଲ ଉପରେ ନେଇପାରିବେ ।
ଆପଣଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦ ଏବଂ ଡକୁମେଣ୍ଟ ଏହାର ସ୍ୱତନ୍ତ୍ର ଟିଏସଏ- ପ୍ରାପ୍ତ କମ୍ବିନେସନ ଲକରେ ସୁରକ୍ଷିତ ବୋଲି ନିଶ୍ଚିନ୍ତ କରନ୍ତୁ । ଏହି ସୁଟକେସରେ ଏଗ୍ରୋନୋମିକ ହ।।ଣ୍ଡେଲ ଏବଂ ୪ଟି ଭିନ୍ନ ଉଚ୍ଚତା ନିୟନ୍ତ୍ରଣ କରିପାରୁଥିବା ବ୍ୟକ୍ତିଗତ କମ୍ଫର୍ଟ ରହିଛି ।

ଦୁଇଟି ଆକାରରେ ଉପଲବ୍ଧ ହେଉଥିବା ଏମଆଇ ଲଗେଜ ୨୦ ଭାରତରେ ରେଡ, ଗ୍ରେ ଏବଂ ବ୍ଲୁ ଟ. ୨,୯୯୯ ମୂଲ୍ୟରେ ଏବଂ ଏମଆଇ ଲଗେଜ ୨୪ ଗ୍ରେ ଏବଂ ବ୍ଲୁ ରଙ୍ଗରେ ଟ.୪,୨୯୯ ମୂଲ୍ୟରେ ୧୦ ଅକ୍ଟୋବରର ମଧ୍ୟରାତ୍ରିରୁ ଏମଆଇ.କମ, ଫ୍ଲିପକାର୍ଟ ଏବଂ ଆମାଜନରେ ଉପଲବ୍ଧ ହେବ ।


Share It

Comments are closed.