Browsing Tag

manoranjan-latest

ବଲିଉଡରେ ପାଦ ଥାପିବେ ନିଆ ଶର୍ମା

ଟେଲିଭିଜନ ଜଗତର ଚର୍ଚ୍ଚିତ ନାୟିକା ନିଆ ଶର୍ମା ଖୁବ ଶୀଘ୍ର ବଲିଉଡରେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଆସୁଥିବା ବେଳେ ସେ ୨୦୧୭ରେ ଏସିଆର ସେକ୍ସିଏଷ୍ଟ ମହିଳା ଭାବେ ୫୦ ଜଣଙ୍କ ମଧ୍ୟରେ ରହିଥିଲେ । ନିଆ…

ବାପ-ପୁଅ ଭୂମିକାରେ ନଜର ଆସିବେ ସଞ୍ଜୟ ଓ ସୁରଜ

ଗତ ପାଞ୍ଚ ବର୍ଷ ମଧ୍ୟରେ ଆପଣ ଏପରି ଅନେକ ଚଳଚିତ୍ର ଦେଖିବାକୁ ପାଇବେ, ଯେଉଁଥିରେ ବଲିଉଡର ପୁରୁଖା କଳାକାରଙ୍କ ସହିତ ନବାଗତ କଳାକାର ଅଭିନୟ କରିଛନ୍ତି । ଏହି ସବୁ ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି । ଯେପରିକି, ବ୍ରଦର୍ସ (୨୦୧୫)ରେ ଅକ୍ଷୟ-ସିଦ୍ଧାର୍ଥଙ୍କ ଯୋଡ଼ି,…

ରାଷ୍ଟ୍ରପତି ଭବନରେ ହିଚ୍କିର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ

ଯୁବ ସମୟ - ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ରାଷ୍ଟ୍ରପତି ଭବନରେ ହିଚକି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ କରାଯାଇଛି । ହିଚ୍କି ଚଳଚ୍ଚିତ୍ରଟି ରାଣୀ ମୁଖାର୍ଜିଙ୍କ ଅଭିନୀତ ଏକ ଭିନ୍ନ ଧରଣର ଫିଲ୍ମ ଯାହା ଶିକ୍ଷକ ଏବଂ ବିଦ୍ୟାର୍ଥୀଙ୍କ ସମ୍ପର୍କରେ ଆଧାରିତ । ହିଚ୍କି ଫିଲ୍ମରେ ଏକ ଭଲ…

ଚିରଞ୍ଜିବୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବିଗ ବି

ଯୁବ ସମୟ - ୭୫ ବର୍ଷିୟ ବଲିଉଡ ସୁପରଷ୍ଟାର ଅମିତାବ ବଚ୍ଚନ ବଲିଉଡ ପରେ ଦକ୍ଷିଣ ଭାରତରେ ନିଜର ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ । ବିଗ୍ ବି ଚିରଞ୍ଜିବୀଙ୍କ ଫିଲ୍ମ ସେ ରା ନରସିଂହମା ରେଡ୍ଡି ଫିଲ୍ମରେ ନରସିଂହା ଭୂମିକାରେ ନଜର ଆସିବେ । ଏହି କାହାଣୀଟି ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀ…

‘ବ୍ରହ୍ମାସ୍ତ୍ର’ ପାଇଁ ମାର୍ସାଲ୍ ଆର୍ଟ ଶିଖୁଛନ୍ତି ରଣବୀର

ସିନେ ପରଦାରେ ଆକ୍ସନ୍ ଷ୍ଟାର୍ ଭାବେ ଦେଖିବାକୁ ପାଇବେ ଆପଣ ରଣବୀର କପୁରଙ୍କୁ । ଆଜ୍ଞା ହଁ, କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ । ସବୁବେଳେ କମେଡ଼ି ଓ ଲଭ୍ ସିନ୍ କରିଆସୁଥିବା ରଣବୀର ପ୍ରଥମ ଥର ପାଇଁ ଆକ୍ସନ୍ ସିନେମାରେ ନଜରରେ ଆସିବେ । ଆୟନ ମୂଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ…

ଡିସେମ୍ବର ୯ରେ ରିଲିଜ୍ ହେଉଛି ଦବଙ୍ଗ -୩

ସଲମାନ୍ଙ୍କ ଫ୍ୟାନ୍ମାନଙ୍କ ପାଇଁ ଏକ ଖୁସିର ଖବର ଯେ, ତାଙ୍କର ଦବଙ୍ଗ୍ ୩ ଡିସେମ୍ବର ୯ରେ ରିଲିଜ ହେବାକୁ ଯାଉଛି । ଦବଙ୍ଗ ଓ ଦବଙ୍ଗ ୨ର ସଫଳତା ପରେ ଦବଙ୍ଗ ୩ର ଆଗମନକୁ ନେଇ ସଲମାନ୍ଙ୍କ ପ୍ରଶଂସକମାନେ ଏବେ ବେଶ୍ ଉତ୍ସାହିତ । ପୁଣି ଥରେ ଚୁଲ୍ବୁଲ୍ ପାଣ୍ଡେଙ୍କ ରାଓଡ୍ଡି ଆକ୍ସନ୍କୁ ଦେଖିବାକୁ…

ରିଲିଜ ହେଲା ଓମେର୍ତ୍ତାର ନୂତନ ପୋଷ୍ଟର

ରାଜ କୁମାର ରାଓଙ୍କ ଆଗାମୀ ଫିଲ୍ମ ଓମେର୍ତ୍ତାର ଟ୍ରେଲରର ରିଲିଜ ପରେ ଦର୍ଶକଙ୍କର ଖୁବ ଭଲ ପ୍ରତିକ୍ରିୟା ମିଳିଛି । ଏହାର ପୋଷ୍ଟର ସୋସିଆଲ ମିଡିଆକୁ ଆସିବା ପରେ ରାଜକୁମାର ରାଓଙ୍କ ଡେଭିଅସ ଲୁକ ତାଙ୍କ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ଖୁବ ଆଦୃତ ହୋଇଛି । ଏହି କ୍ରାଇମ ଡ୍ରାମା ଫିଲ୍ମଟିର…

ଏପ୍ରିଲରେ ପରଦାକୁ ଆସିବ ଅକ୍ଟୋବର

ଯୁବ ସମୟ -୨୦୧୮ର ଆଗାମୀ ରୋମାନଟିକ ଡ୍ରାମା ଫିଲ୍ମ ଅକ୍ଟୋବର ଏପ୍ରିଲ ୧୩ରେ ପରଦାକୁ ଆସିବ । ଏଥିରେ ବରୁଣ ଧୱନ,ନବାଗତା ବନିତା ସନ୍ଧୁ ଏବଂ ଗିତାଞ୍ଜଳି ରାଓଙ୍କ ସିହତ ନଜରରେ ଆସିବେ । ଏହାର ନିର୍ଦ୍ଦେଶନା ସୁରଜିତ ସିରକାର ଦେଇଥିବା ବେଳେ ଏହାର କାହାଣୀ ଜୁହି ଚର୍କବର୍ତ୍ତୀଙ୍କ ଦ୍ୱାରା ଲିଖିତ…

ରଣବୀର ସିଂହଙ୍କ ସହ ନଜର ଆସିବେ ସାରା

ଯୁବ ସମୟ - ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ସିମ୍ବାରେ ଅଭିନୟ କରିବେ ସୈଫ ଅଲି ଖାନ ଏବଂ ଅମିତ୍ରା ସିଂହଙ୍କ ଝିଅ ସାରା ଅଲି ଖାନ । ଏହି ଫିଲ୍ମରେ ସେ ସୁପରଷ୍ଟାର ରଣବୀର ସିଂହଙ୍କ ହିରୋଇନ ଭୂମିକାରେ ନଜର ଆସିବେ । ଅଭିସେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ କେଦାରନାଥରେ ସାରା ସୁଶାନ୍ତ ସିଂହ…

ପରଦାକୁ ଆସିବ ୧୦୨ ନଟ ଆଉଟ

ଯୁବ ସମୟ - ନିର୍ଦ୍ଦେଶକ ଉମେଶ ଶୁକ୍ଳାଙ୍କ ଆଗାମୀ ଫିଲ୍ମ ୧୦୨ ନଟ ଆଉଟର ଟ୍ରେଲର ରିଲିଜ ହୋଇଛି । ଏଥିରେ ରିଷି କପୁର ଏବଂ ଅମିତାଭ ବଚ୍ଚନଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ସୌମ୍ୟା ଜୋସିଙ୍କ ଦ୍ୱାରା ଲିଖିତ ଏକ ଗୁଜୁରାଟି କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଦେଶରେ…