Browsing Tag

manoranjan-latest

ଶିକ୍ଷାରେ ଚିଟିଙ୍ଗକୁ ନେଇ ଇମ୍ରାନ ହାସମିଙ୍କ ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’

ବଲିଉଡରେ ସିରିଏଲ କିସର ନାମରେ ଲୋକପ୍ରିୟ ଥିବା ଅଭିନେତା ଇମ୍ରାନ ହାସମି ଏବେ ତାଙ୍କର ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଫିଲ୍ମଟିର ସୁଟିଙ୍ଗ ବର୍ତ୍ତମାନ ଲକ୍ଷେ୍ନø ଚାଲିଛି । ଇମ୍ରାନ ନିଜ ଟ୍ୱିଟରେ ଏହି ଫଟୋକୁ ସେୟାର କରିବା ସହ କ୍ୟାପସନରେ “ନକଲ ମେଁ ହି ଅକଲ…

ଖୁବ ଶୀଘ୍ର ଆଲିଆଙ୍କ ହାତ ଧରିବେ ରଣବୀର

ବିଗତ କିଛି ଦିନ ହେବ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ “ବ୍ରହ୍ମାସ୍ତ୍ରର” ସୁଟିଙ୍ଗ ସମୟରୁ ଉଭୟ ପରସ୍ପରକୁ ଡେଟ କରୁଥିବାବେଳେ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ କେହି କେବେ ମୁହଁ ଖୋଲି ନାହାନ୍ତି । ବର୍ତ୍ତମାନ ଏହା…

ହିନ୍ଦି ମିଡିୟମ ଫିଲ୍ମର ସିକ୍ୱେଲରେ ନଜର ଆସିବେ ଇରଫାନ ଖାନ

ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର କ୍ୟାନସରରେ ପିଡୀତ ହୋଇ ଲଣ୍ଡନରେ ଚିକିତ୍ସା ହେଉଥିବା ଅଭିନେତା ଇରଫାନ ଖାନ ହିନ୍ଦି ମିଡିୟମ ଫିଲ୍ମର ସିକ୍ୱେଲରେ ଅଭିନୟ କରିବେ ବୋଲି ସ୍ୱିକୃତି ପ୍ରଦାନ କରିଛନ୍ତି । ୨୦୧୭ରେ ରିଲିଜ ହୋଇଥିବା ହିନ୍ଦି ମିଡିୟମ ବଲିଉଡରେ ସୁପର ହିଟ ହୋଇଥିଲା । ତେଣୁ ଏହାର…

ନିର୍ବନ୍ଧ କଲେ ପିସି ଏବଂ ନିକ୍, ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ

ବଲିଉଡ ତଥା ହଲିଉଡର ବହୁ ଚର୍ଚ୍ଚିତ ଯୋଡି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କର ରୋକା ସେରିମନି ଚାଲିଛି । ଏହି ସେରିମୋନିିରେ ସେମାନଙ୍କର ନିର୍ବନ୍ଧ ମଧ୍ୟ ହେବ । ଆଜି ସକାଳୁ ପ୍ରିୟଙ୍କାଙ୍କ ଜୁହୁ ସ୍ଥିତ ବାସଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳୁ ତାଙ୍କ ଘର ଭିତରକୁ ଏକ…

ୟଶରାଜ ବ୍ୟାନରର ଫିଲ୍ମ ସୁଇ ଧାଗାର ଟ୍ରେଲର ରିଲିଜ

ୟଶ ରାଜ ବ୍ୟାନରର ବହୁ ଚର୍ଚ୍ଚିତ ଫିଲ୍ମ ସୁଇ ଧାଗାର ଟ୍ରେଲର ଆଜି ରିଲିଜ ହୋଇଛି । ବରୁଣ ଧୱନ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନିତ ସୁଇ ଧାଗା ଫିଲ୍ମଟି ମେକ ଇନ ଇଣ୍ଡିଆ ବିଷୟବସ୍ତୁ ସହିତ ପ୍ରସ୍ତୁତ ହୋଇଛି । ଫିଲ୍ମଟିରେ ଶରତ କାଟରିଆ ନିର୍ଦ୍ଦେଶନା ପ୍ରଦାନ କରିଥିବା ବେଳେ ମନିଷ ଶର୍ମା ଏହାର…

ବତି ଗୁଲ ମିଟର ଚାଲୁର ଟ୍ରେଲର ରିଲିଜ

ସାହିଦ କପୁରଙ୍କ ଅଭିନିତ ଫିଲ୍ମ ବତି ଗୁଲ ମିଟର ଚାଲୁର ଟ୍ରେଲର ରିଲିଜ ହୋଇଛି । ଏଥିରେ ସାହିଦଙ୍କ ବ୍ୟତୀତ ଲିଡ ରୋଲରେ ଶ୍ରଦ୍ଧା କପୁର, ୟାମି ଗୌତମ ଏବଂ ଦିବ୍ୱେନ୍ଦୁ ଶର୍ମା ପ୍ରମୁଖ ନଜରରେ ଆସିବେ । ଟଇଲେଟ ଏକ ପ୍ରେମ କଥା ଫିଲ୍ମର ପ୍ରସ୍ତୁତକର୍ତ୍ତାମାନେ ଇଲେକଟ୍ରିକ ସମସ୍ୟା ଉପରେ…

କରଣ ଜୋହରଙ୍କ ଆଗାମୀ ଫିଲ୍ମ ତଖତର ପ୍ରଥମ ଫୋଷ୍ଟର ରିଲିଜ

ନିର୍ଦ୍ଦେଶକ କରନ ଜୋହର ନିଜର ମଲ୍ଟି-ଷ୍ଟାରର ଐତିହାସିକ ଫିଲ୍ମ ତଖତର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଅନିଲ କପୁର, କରିନା କପୁର ଖାନ, ରଣବୀର ସିଂହ, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ଭିିିକି କୌଶଲ ଏବଂ ଭୂମି ପାଡେନକର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରରେ ଆସିବେ । ନିର୍ଦ୍ଦେଶକଙ୍କ…

ଦୀର୍ଘ ଦିନ ପରେ ବଡ ପରଦାକୁ ଫେରିବେ କରିସ୍ମା

୯୦ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟର ଯାଦୁ ବଳରେ ଦର୍ଶକଙ୍କ ମନକୁ ଜିଣିଥିବା ଅଭିନେତ୍ରୀ କରିସ୍ମା କପୁର ପୁଣି ଥରେ ନିଜ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆଣିବାକୁ ଯାଉଛନ୍ତି । କରିସ୍ମାଙ୍କ ଏହି ଖବରକୁ ଜାଣିଲେ ତାଙ୍କର ପ୍ରଶଂସକଙ୍କ ମନରେ ଖୁସିର ଲହରି ଖେଳିଯିବ । ଦୀର୍ଘ ସମୟ ପରେ…

ରିଲିଜ ହେଲା କାଜଲଙ୍କ ଆଗାମୀ ଫିଲ୍ମ ହେଲିକ୍ୟାପ୍ଟର ଇଲାର ଟ୍ରେଲର

ବଲିଉଡର ଆଗମୀ ଫିଲ୍ମ ହେଲିକ୍ୟାପ୍ଟର ଇଲାର ଟ୍ରେଲର ମୁକ୍ତିଲାଭ ହୋଇଯାଉଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ କାଜଲଙ୍କୁ ଦେଖିବାକୁ ମିଳିବ । ଏଥିରେ ଜଣେ ମା’ଙ୍କ ଭୂମିକାରେ କାଜଲଙ୍କୁ ଦେଖିବାକୁ ମିଲିବ । ମିଳିଥିବା ସୂଚନା ମୁତାବକ କାଜଲଙ୍କ ଜନ୍ମ ଦିନକୁ ଖାସ ବନାଇବା ପାଇଁ ଅଜୟ ଦେବଗନ…

ସରଫରୋସ-୨ରେ ଆମିରଙ୍କ ଜାଗା ନେବେ ଜନ

୧୯୯୯ରେ ଆମିର ଖାନଙ୍କ ଅଭିନିତ ଲୋକପ୍ରିୟ ଫିଲ୍ମ ସରଫରୋସର ସିକ୍ୱେଲ ତଥା ସରଫୋରସ-୨ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ସିକ୍ୱେଲରେ ଆମିରଙ୍କ ବଦଳରେ ଜନ ମୁଖ୍ୟ ଭୂମିକାରେ ନଜର ଆସିବେ । ସରଫରୋସ-୨ର କାହାଣୀ ସରଫରୋସର କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ପ୍ରସ୍ତୁତ ହେବ । ଜନ…