Browsing Tag

manoranjan-latest

ସାମନାକୁ ଆସିଲା ସାହିଦ କପୁରଙ୍କ ପୁଅ ଜେନ କପୁରଙ୍କ ପ୍ରଥମ ଫଟୋ

ଅନେକ ଦିନ ହେବ ବଲିଉଡ ଅଭିନେତା ସାହିଦ କପୁର ଏବଂ ମୀରା ରାଜପୁତଙ୍କ ପୁଅ ଜେନ କପୁରଙ୍କ ଫଟୋ ଦେଖିବାର ଅପେକ୍ଷା ରହିଥିଲା । ଏବେ ଶେଷରେ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି ଏବଂ ମୀରା ତାଙ୍କ ପୁଅ ଜନଙ୍କ ଫଟୋକୁ ସମସ୍ତଙ୍କ ସାମନାରେ ଆଣିଛନ୍ତି । ଏହି ଫଟୋକୁ ମୀରା ତାଙ୍କ ଇନଷ୍ଟାଗ୍ରାମରେ ସେୟାର…

ମା’ ହେବାକୁ ଯାଉଛନ୍ତି “ହେଟ ଷ୍ଟୋରି-୨”ର ଏହି ଅଭିନେତ୍ରୀ

ବଲିଉଡରେ ବର୍ତ୍ତମାନ ଖୁସିର ଖବର ଶୁଣିବାକୁ ମିଳୁଛି, କେତେବେଳେ କାହାର ବିବାହ ତାରିଖ ଫିକ୍ସ ହେଉଛି ତ ଆଉ କେତବେଳେ କିଏ ମା’ ଏବଂ ବାପା ହେବାର ଖବର ଶୁଣିବାକୁ ମିଳୁଛି । ବିଗତ କିଛି ଦିନ ତଳେ ଟେନିସ ତାରକା ସାନିଆ ମା’ ହେବାର ଖବର ଶୁଣିବାକୁ ମିଳିଥିବାବେଳେ ବଲିଉଡ ଅଭିନେତ୍ରୀ ନେହା ଧୁପିଆ…

ନୂଆ ବୟ ଫ୍ରେଣ୍ଡଙ୍କ ସହ ଡେଟ କରୁଛନ୍ତି ସୁସ୍ମିତା, କିଏ ସେ ବ୍ୟକ୍ତି ଆସନ୍ତୁ ଜାଣିବା

ବର୍ତ୍ତମାନ ବଲିଉଡ ସୁନ୍ଦରୀମାନେ ମଧ୍ୟରେ ତାଙ୍କ ଠାରୁ ବହୁ ସାନ ଯୁବକମାନଙ୍କ ପ୍ରତି ଆକର୍ଷିତ ହେବାର ଟ୍ରେଣ୍ଡ ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ଏହି ଦୌଡରେ ପ୍ରିୟଙ୍କାଙ୍କ ନାମ ଆଗରେ ଥିବା ବେଳେ ଏହା ପରେ ପରେ ମଲାଇକା ଏବଂ ସୁସ୍ମିତା ସେନଙ୍କ ନାମ ଆସି ପହଞ୍ଚିଯାଇଛି । ବର୍ତ୍ତମାନ ବଲିଉଡ…

ସର୍ଦ୍ଦାରଙ୍କ ଭୂମିକାକୁ ନେଇ ବଲିଉଡ ଉଦାସିନ

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବୋଉଚ୍ଚତମ ପ୍ରତିମା “ଷ୍ଟାଚ୍ୟୁ ଅଫ ୟୁନିଟି”କୁ ଲୋକାର୍ପିତ କରାଇ ସମଗ୍ର ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତିମାର ଶୁଭାରମ୍ଭ ତାଙ୍କର…

ଜସଲିନଙ୍କ ସହ ସଂପର୍କକୁ ନେଇ ବିସ୍ପୋରକ ବୟାନ ଦେଲେ ଅନୁପ

ବିଗ ବସ ଘରେ ରହିବା କୌଣସି ସହଜ କଥା ନୁହେଁ । ଏଥିରେ ରହିଥିବା ପ୍ରତିଯୋଗୀଙ୍କୁ ଟି.ଭି, ଫୋନ ଏବଂ ଇଣ୍ଟରନେଟରୁ ଦୂରେଇ ରଖାଯାଇଥାଏ । ଏତେ ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ ଥିବା ଏହି ପ୍ରତିଯୋଗୀ ବିଗ ବସ ଘରୁ ବାହାରିଲା ପରେ ସର୍ବପ୍ରଥମେ ସେମାନେ ନିଜେ ପରିବାର ସଦସ୍ୟ ଏବଂ ବାପା ମା’ଙ୍କୁ…

ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ବର୍ତ୍ତମାନ ଘରକୁ ଫେରିଛନ୍ତି ଦୀଲିପ କୁମାର

ବଲିଉଡ ଭେଟରାନ ଅଭିନେତା ଦୀଲିପ କୁମାର ୯୫ ବର୍ଷରେ ପାଦ ଥାପିଲେଣି । ଦିନକୁ ଦିନ ଦୀଲିପଙ୍କ ବୟସ ବଢିବାରେ ଲାଗିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି । ବିଗତ କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ଗୁଜବ ମଧ୍ୟ ହେବାରେ ଲାଗିଥିଲା ।…

ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବ ଅର୍ଜୁନ ଏବଂ ମଲାଇକା

ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ନିକଟ କିଛି ଦିନ ତଳେ ରଣବୀର ସିଂହ ଏବଂ ଦୀପିକା ନିଜ ବିବାହର ଘୋଷଣ କରିଦେଇଥିବାବେଳେ ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର ଅର୍ଜୁନ ଏବଂ ମଲାଇକା ପରସ୍ପରକୁ ବିବାହ କରିପାରନ୍ତି ବୋଲି ଜଣା ପଡିଛି । ଉଭୟ ନିଜ ସମ୍ପର୍କ ସଂପର୍କରେ ଖୋଲାଖୋଲି କେବେ…

ଆରମ୍ଭ ହେଲା ଫିଲ୍ମ “ଜିିରୋ”ର ପ୍ରମୋସନ

ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ “ଜିିରୋ”ର ପ୍ରମୋସନ ଆରମ୍ଭ ହେଇଯାଇଛି । ଫିଲ୍ମଟି ଏହି ବର୍ଷ କ୍ରିସମାସରେ ରିଲିଜ ହେବାର ସମ୍ଭାବନା ରହିଛି । ଆନନ୍ଦ ଏଲ ରାଇଙ୍କ ଏହି ଫିଲ୍ମରେ ଶାହାରୁଖ ଏକ ବାମନ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଶାହାରୁଖଙ୍କ ନାମ “ବଉଆ ସିଂହ” ରହିବା ସହ…

ଆଗକୁ ରାକେଶ ଶର୍ମାଙ୍କ ଭୂମିକାରେ ନିଜର ଆସିବେ ଶାହାରୁଖ

ବଲିଉଡରେ ଶାହାରୁଖ ନିଜର ଆଗାମୀ ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହିଥିବାବେଳେ କୁହାଯାଉଛି ଯେ, ସେ ରାକେଶ ଶର୍ମାଙ୍କ ଉପରେ ଆଧାରିତ ଏକ ବାୟୋପିକରେ ଆଗକୁ ନଜର ଆସିବେ । ପୂର୍ବରୁ ଶାହାରୁଖ ଏହି ଫିଲ୍ମ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ଏବେ ଏହି ଫିଲ୍ମରେ ଶାହାରୁଖଙ୍କ ଅଭିନୟ…

ରଣବୀର ସିଂହଙ୍କ ପୂର୍ବରୁ କେଉଁ କେଉଁ ବିଶିଷ୍ଟ ବ୍ୟକ୍ତି ଦୀପିକାଙ୍କ ପ୍ରେମରେ ପଡିଥିଲେ

ନିକଟ କିଛି ଦିନ ତଳେ ବଲିଉଡର ସବୁଠାରୁ ମୋଷ୍ଟ ଟକ୍କଡ କପୁଲ ସୋସିଆଲ ମିଡିଆରେ ଏକ ଘୋଷଣା କରିଛନ୍ତି । ଆଜ୍ଞା ହଁ ଆମେ ଦୀପିକା ଏବଂ ରଣବୀର ସିଂହଙ୍କ କଥା କହୁଛୁ । ଉଭୟ ସୋସିଆଲ ମିଡିଆ ଜରୀଆରେ ନିଜ ବିବାହର ଘୋଷଣା ମଧ୍ୟ କରି ସାରିଛନ୍ତି । ଉଭୟଙ୍କର ଗ୍ରାଣ୍ଡ ୱେଡିଙ୍ଗ ୧୪ ଏବଂ ୧୫ ନଭେମ୍ବରରେ…