Browsing Tag

manoranjan-latest

ପ୍ରଭାସ ଅଭିନୀତ ‘ସାହୋ’ର ରିଲିଜ ଅଗଷ୍ଟ ୧୫ରେ

ବାହୁବଲୀ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’, ଆସନ୍ତା ଅଗଷ୍ଟ ୧୫ରେ ଭାରତ ସହ ବିଶ୍ୱବ୍ୟାପି ସିନେମା ହଲ ମାନଙ୍କରେ ରିଲିଜ ହେବ । ଏହାକୁ ଫିଲ୍ମର ନିର୍ମାତା ମାନେ ଏକ ପୋଷ୍ଟର ରିଲିଜ ମାଧ୍ୟ୍ୟମରେ ସୂଚିତ କରିଛନ୍ତି । ତେବେ ଏହି ଦିନ ଆଉ ଦୁଇଟି ବଲିଉଡ଼ର ବଡ ଫିଲ୍ମ ରିଲିଜ…

‘କାନ୍ସ’ ଲୁକକୁ ନେଇ ପ୍ରିୟଙ୍କାଙ୍କ ମଜାକ ଉଡାଇଲେ ଅର୍ଜୁନ

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୯ର ରେଡ କାର୍ପେଟ ଉପରେ ପ୍ରିୟଙ୍କା ନିଜର ଷ୍ଟନିଙ୍ଗ ଲୁକ ଦେଖାଇ ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ । ତାଙ୍କର ଏହି ଲୁକକୁ ନେଇ ସବୁଠି କେବଳ ପ୍ରିୟଙ୍କାଙ୍କ ଚର୍ଚ୍ଚା ହେବାରେ ଲାଗିଥିଲା । ପ୍ରିୟଙ୍କାଙ୍କ ଏହି ସୁନ୍ଦର ଫଟୋକୁ ଦେଖି ତାଙ୍କ…

ପୁଣିଥରେ ବଡ ପରଦାରେ ଏକାଠି ନଜର ଆସିବେ ‘ରଣବୀର ଏବଂ ଦୀପିକା’

ଦୀପିକା ପାଦୁକନ ଏବଂ ରଣବୀର ସିଂହଙ୍କ ଯୋଡି ପୁଣିଥରେ ସିନେମା ହଲ ମାନଙ୍କରେ ଧମାଲ ମଚେଇବାକୁ ଯାଉଛି । କାରଣ ମିଳିଥିବା ସୂଚନା ମୁତାବକ ରାମଲୀଲା, ପଦ୍ମାବତୀ ଏବଂ ବାଜିରାଓ ମସ୍ତାନୀ ପରେ ଏବେ ପୁଣି ଥରେ ଏହି ଯୋଡିଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିପାରେ । କାହିଁକି ନାଁ ଉଭୟଙ୍କୁ…

ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ‘ଭୁଲ ଭୁଲାଏ’ ଫିଲ୍ମର ସିକ୍ୱେଲ

ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନଙ୍କ ସୁପର ହିଟ ଫିଲ୍ମ ‘ଭୁଲ ଭୁଲାଏ’କୁ ନେଇ ବର୍ତ୍ତମାନ ଖୁବ ଜୋରସେ ଚର୍ଚ୍ଚା ହେବାରେ ଲାଗିଛି । କାରଣ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ୨୦୦୭ରେ ରିଲିଜ ହୋଇଥିବା ଏହି ସୁପରହିଟ ଫିଲ୍ମର ସିକ୍ୱେଲ ବର୍ତ୍ତମାନ ଖୁବ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି । ପ୍ରକାଶ…

ପାକିସ୍ତାନ ପତକା ସହ ଫଟୋ ସେୟାର କରି ସମାଲୋଚନାର ଶୀକାର ହେଲେ ରାକ୍ଷୀ

ବଲିଉଡ ଅଭିନେତ୍ରୀ ତଥା ସର୍ବଦା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସୁଥିବା ରାକ୍ଷୀ ସାୱନ୍ତ ପୁଣିଥରେ ନିଜ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସେ ପୁଣି ଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ…

ଖୁବ ଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିବେ ‘ପରିଣିତି’

ବଡ ଭଉଣୀ ପ୍ରିୟଙ୍କାଙ୍କ ପରେ ବର୍ତ୍ତମାନ ଖୁବ ଶୀଘ୍ର ସାନ ଭଉଣୀ ପରିଣିତି ମଧ୍ୟ ହଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ ଅଭିନେତ୍ରୀ ପରିଣିତି ଚୋପ୍ରା ତାଙ୍କର ଆଗାମୀ ହଲିଉଡ ଫିଲ୍ମ ‘ଦ ଗାର୍ଲ ଓନ ଦ ଟ୍ରେନ’ର ସୁଟିଙ୍ଗ ପାଇଁ ଦୁଇ ମାସ ପାଇଁ ଇଂଲଣ୍ଡ ଗସ୍ତରେ…

ଭୋଟ ଦେବା ପାଇଁ ସୁଟିଙ୍ଗକୁ ଅଧାରୁ ଛାଡି ଫେରି ଆସିଲେ “ଭୂମି ପେଡନେକର”

ଅନୁରାଗ କଶ୍ୟପଙ୍କ ଆଗମୀ ଫିଲ୍ମ “ସାଣ୍ଡ କି ଆଂଖ”ରେ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଏକ ପ୍ରମୁଖ ଭମିକାରେ ଦେଖିବାକୁ ମିଳିବ । ଭୂମି ନିଜର ଏହି ଆଗାମୀ ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ଥିବାର ଜଣାପଡୁଥିବାବେଳେ ବର୍ତ୍ତମାନ ଏହି ଫିଲ୍ମର ସୁଟିଙ୍ଗ ପୁଣେରେ ଚାଲୁଥିବାର ଜଣାପଡିଛି । ଏହି ମଧ୍ୟରେ ଗତ…

ମିସ୍ ଇଣ୍ଡିଆ ୨୦୧୯ ଗ୍ରାଣ୍ଡ ଫିନାଲେରେ ଓଡିଶାକୁ ପ୍ରତିନିଧିତ୍ୱ କରିବେ ଶିତଲ ସାହୁ

ଗ୍ଲାମର ଓ ଫ୍ୟାସନ୍ ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କ କଳାକୁ ପ୍ରଦର୍ଶନ କରିବା ପାଇଁ ଏଫବିବି କଲର୍ସ ଫେମିନା ମିସ ଇଣ୍ଡିଆ ୨୦୧୯ର ପୂର୍ବାଞ୍ଚଳ ସଂସ୍କରଣ ୱେଷ୍ଟିନ କୋଲକତାଠାରେ ଅନୁଷ୍ଠିତ ହୋଇଯାଇଛି । ସେଠାରେ ପୂର୍ବାଞ୍ଚଳର ୧୩ଟି ରଜ୍ୟର ମିସ ଇଣ୍ଡିଆ ଛତିଶଗଡ଼, ମିସ୍ ଇଣ୍ଡିଆ ବିହାର,…

ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଲାନି ‘କଳଙ୍କ’

ଧର୍ମା ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ବହୁ ପ୍ରତିକ୍ଷୀତ ହିନ୍ଦୀ ଚଳଚ୍ଚିତ୍ର ‘କଳଙ୍କ’ ବୁଧବାର ଦିନ ରିଲିଜ୍ ହୋଇଯାଇଛି । ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଆଶା ରହିଥିବା ବେଳେ ପ୍ରଥମ ଦିନରେ ହିଁ ଏହା ଦର୍ଶକମାନଙ୍କୁ ନିରାଶ କରିଛି । ଚଳଚ୍ଚିତ୍ରଟିରେ ବଲିଉଡ଼ ଜଗତର ପୁରୁଖା…

ଓଡିଶାରୁ ଏହି ସୁନ୍ଦରୀମାନେ ଫେମିନା ମିସ ଇଣ୍ଡିଆରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ

ଗ୍ଲାମର ଓ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କ କଳାକୁ ପ୍ରଦର୍ଶନ କରିବା ପାଇଁ ଏଫବିବି କଲସ୍ର ମିସଇଣ୍ଡିଆ ୨୦୧୯ର ଆରମ୍ଭ ହୋଇଛି । ଓଡ଼ିଶାରେ ଏହାର ଅଡ଼ିସନ୍ ଏପ୍ରିଲ୍ ରସୁଲଗଡ଼ ଏକ୍ସପ୍ଲାନେଡ଼ ମଲ୍ସ୍ଥିତ ବିଗ୍ବଜାର ଷ୍ଟୋରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରବିଭିନ୍ନ ପ୍ରନ୍ତରୁ ପ୍ରାୟ…